Home Left

ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ ମଙ୍ଗଳବାର ଉତ୍ସବମୁଖର ହୋଇଉଠିଛି। ଚାନ୍ଦବାଲି ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ଜଣ ସାଧବ ଶନିବାର…

ବିଶ୍ୱର ସବୁଠାରୁ ଦାମୀ କଙ୍କଡ଼ା: ମୂଲ୍ୟ ୩୨ ଲକ୍ଷ ୬୬ହଜାର

ପ୍ରାଚୀନ ସମୟର ବିରଳ ଜିନିଷର ନିଲାମ ହୋଇଥାଏ। ଏଥିପାଇଁ କୋଟି କୋଟି ଟଙ୍କାର ଡାକରା ହୁଏ। ବିଶ୍ୱରେ ଏମିତି ଅନେକ କୋଟିପତି ରହିଛନ୍ତି ଯେଉଁମାନଙ୍କର ପ୍ରାଚୀନ ଜିନିଷ ଏକାଠି କରିବାର ସଉକ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଏକ କଙ୍କଡ଼ାର ନିଲାମ…

ଖୁବ୍‌ଶୀଘ୍ର ଶପଥ ନେବେ ହରିୟାଣା କ୍ୟାବିନେଟ

ହରିୟାଣା,୧୨।୧୧: ହରିୟାଣା ବିଧାନସଭାରେ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ହୋଇନାହିଁ। ଅକ୍ଟୋବର ୨୭ରୁ ମୁଖ୍ୟମନ୍ତ୍ରୀ ଭାବେ ଭାଜପାର ମନୋହର ଲାଲ ଖଟ୍ଟର ଶପଥ ନେଇଥିବା ବେଳେ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ…

ଭାରତୀୟ କ୍ରିକେଟ ଟିମ୍‌ ବସ୍‌ରେ ସ୍ବଚ୍ଛ ଭାରତର ବାର୍ତ୍ତା

ଇନ୍ଦୋର,୧୨।୧୧: ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଈ ହୋଲକାର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିଛନ୍ତି।…

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼ ରହିଥିବା ଜଣାପଡ଼ିଛି। ସକାଳ ୭ଟା ୩୦ରେ ପିଥରାଗଡ଼ର ମୁନସିୟାରି, ଡିଡିହାଟ ସମେତ ବହୁ ସ୍ଥାନରେ…

ଚିକିତ୍ସା ପାଇଁ ଡାକ୍ତରଖାନା ନେବାରେ ବିଳମ୍ବ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯବାନ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ):  ରାଜ୍ୟକୁ ସୁରକ୍ଷା ଦେଉଥିବା ଜଣେ ଯବାନ ଏବେ ଅସୁରକ୍ଷିତ। ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ଠିକ୍‌ ସମୟରେ ମେଡିକାଲ ନିଆ ନ ଯିବାରୁ ତାଙ୍କ ଜୀବନ ଏବେ ବିପଦରେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ…

ଆନ୍ଧ୍ର ପ୍ରଦେଶର ନୂଆ ଶିକ୍ଷାନୀତି ଆଣିପାରେ ପରିବର୍ତ୍ତନ

ବିଜୟଓ୍ବାଡା,୧୨।୧୧: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନମୋହନ ରେଡ୍ଡୀ କିଛିଦିନ ପୂର୍ବରୁ ଘୋଷଣା କରିଥିଲେ କି ଯେଉଁ ଗରିବ ମା’ମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ‘ଆମ୍ମା ଭୋଦି’(ମଦର୍ସ ଲ୍ୟାପ) ନାମକ ଯୋଜନା ଆଧାରରେ ଉକ୍ତ ମା’ମାନଙ୍କୁ…

ଓଡ଼ିଶା ଫେଷ୍ଟରେ ସୁଦାମଙ୍କ ବାଲୁକା କଳା

ପୁରୀ ଅଫିସ, ୧୨।୧୧: ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମୁମ୍ବାଇରେ ଆୟୋଜିତ ଓଡ଼ିଶା ଫେଷ୍ଟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ଏବଂ ସ୍ୟାଣ୍ଡ ଆନିମେଶନ ପ୍ରଦର୍ଶନ କରିଥିଲେ। ଗତ ୮, ୯ ଓ ୧୦ ତାରିଖ ତିନିଦିନ ଧରି…

ମୁନ୍ନି ପରେ ‘ମୁନ୍ନା ବଦ୍‌ନାମ୍‌ ହୁଆ’..ଗୀତ ରିଲିଜ୍‌

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ୍‌ ହେବା ପରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଗୀତ୍‌ଗୁଡିକ ମଧ୍ୟ ରିଲିଜ୍‌ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦ୍‌ନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବଦ୍‌ନାମ୍‌ ହୁଆ’ ଗୀତଟିର…

୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି ଅଯୋଗ୍ୟଙ୍କୁ ସହାୟତା ଯୋଗାଇବା ପାଇଁ କିଏ ସୁପାରିସ କଲା ତାହା ଏବେ ଅନ୍ଧାରରେ। ଏବେ…

ଦେଶର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପାଠ ପଢ଼ାଉଛନ୍ତି ସାଇକେଲ୍‌ ଗୁରୁ

ମିର୍ଜାପୁର,୧୨।୧୧: ସାଇକେଲରେ ଭ୍ରମଣ କରି ଦେଶର ବିଭିନ୍ନ ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସାଇକେଲ ଗୁରୁ ଆଦିତ୍ୟ କୁମାର। ସେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରି ୫ ଲକ୍ଷ କିଲୋମିଟର ପଥ ଅତିକ୍ରମ କରିଛନ୍ତି। ଇତିମଧ୍ୟରେ ସେ ବହୁ ଲୋକଙ୍କୁ ଭେଟି…

୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’: ଅଂଶଗ୍ରହଣ କରିବେ ୩ ହଜାର ଶିକ୍ଷାର୍ଥୀ

ଭୁବନେଶ୍ୱର, ୧୨।୧୧:(ବ୍ୟୁରୋ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପୀ ଏହି ମହୋତ୍ସବ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri