ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍
ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍ ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର ଆକାଉଣ୍ଟରେ ଏହି ଖୁସି ଖବର ଜଣାଇଛନ୍ତି। ସ୍ତ୍ରୀ ଶ୍ରଦ୍ଧା ଖାରପୁଡେଙ୍କ ସହ ଏକ ଫଟୋ…
ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା
କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ ବାଲିଯାତ୍ରାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ଚଟ୍ପଟି ଖାଦ୍ୟ ଖାଇବା ସାଙ୍ଗକୁ ବିଭିନ୍ନ…
ପାଓ୍ବାରଙ୍କ ସସ୍ପେନ୍ସ: ସଞ୍ଜୟ କହିଲେ ବୁଝିବାକୁ ଲାଗିବ ଆଉ କିଛି ଜନ୍ମ
ମୁମ୍ବାଇ,୧୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଛି ଅସାମଞ୍ଜସ୍ୟ। ନୂଆ ସମିକରଣ ଅନୁଯାୟୀ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଚାହୁଁଛି। ହେଲେ ଏହାକୁ ନେଇ କଂଗ୍ରେସ କି ଏନ୍ସିପି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟସୂଚନା…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପୁଣି ଜମି ହସ୍ତାନ୍ତର କଲେ ୩ ପରିବାର
ପୁରୀ ଅଫିସ, ୧୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଛନ୍ତି। ପୂର୍ବରୁ ୪୫ଟି ପ୍ଲଟ ସରକାର କିଣିସାରିଥିବା ବେଳେ ସୋମବାର ଆହୁରି ୩ ପରିବାର ଜମି ହସ୍ତାନ୍ତର କରିଛନ୍ତି।…
ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍ ବକ୍ସ୍ ଲଗାଉଛନ୍ତି କର୍ନାଟକ ଚାଷୀ
ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ ସେ ସବୁ ଅସଫଳ ରହିଥାଏ। ତେବେ କର୍ନାଟକର ସୋରାବା ଅଞ୍ଚଳ ଚାଷୀ କମ୍ ଖର୍ଚ୍ଚରେ…
ପଥର ଚୋରା ଚାଲାଣ ର଼୍ୟାକେଟରେ ପୋଲିସ ଲିଙ୍କ୍ ମାମଲା: ବଦଳିଲେ ଥାନା ଅଧିକାରୀ ରଞ୍ଜିତ ସାହୁ
ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଖୋର୍ଦ୍ଧା ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଇନ୍ସପେକ୍ଟର ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନ ଥାନାରୁ ବାଲେଶ୍ୱର ବାଲିଆପାଳ ଥାନାକୁ ବଦଳି ପରେ ଛୁଟିରେ ଯାଇ ଆଉ ଫେରି ନ ଥିବାରୁ…
ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ଲୋୟର ପିଏମ୍ଜି
ଭୁବନେଶ୍ୱର,୧୯ା୧୧ (ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍ଜି। ସରକାରଙ୍କୁ ସମସ୍ୟା ତଥା ଦାବି ଜଣାଇବା ପାଇଁ ଏକାଠି ହୋଇଛନ୍ତି ଆନ୍ଦୋଳନକାରୀ। ଡେରା ପକାଇ ରହିବା ସହ ସକାଳୁ…
୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯ ସହରରେ ଏହି ପ୍ରକଳ୍ପ ଆରମ୍ଭ ହେବ। ବତ୍ତର୍ର୍ମାନ ସୁଦ୍ଧା ୫ ସହରରେ ଏଥିଲାଗି କାମ…
ଶାନ୍ତିସ୍ତୂପରେ କମଲ ହାସନ
ପୁରୁଣା ଭୁବନେଶ୍ୱର,୧୯ା୧୧(ଡି.ଏନ.ଏ.): କନ୍ନଡ ଫିଲ୍ମ ସୁପରଷ୍ଟାର ତଥା ରାଜନେତା କମଲ ହାସନ ସୋମବାର ଅପରାହ୍ନରେ ହଠାତ୍ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଆସିଥିଲେ। ପ୍ରଥମେ ସେ ଅଶୋକଙ୍କ ଶିଳାଲିପି ବୁଲିବା ଦେଖିବା ସହ ଏହାର ଐତିହାସିକ କଥାବସ୍ତୁ ପଚାରି ବୁଝିଥିଲେ। କଳିଙ୍ଗ ଓ…
ଲୁପ୍ତପ୍ରାୟ ଲୋକକଳାର ୮୩ତମ ସନ୍ଧ୍ୟା ଚକିତ କଲା ରାମପ୍ରତାପଙ୍କ ଯାଦୁକରୀ
ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ପ୍ରାଚୀନ ଯୁଗରୁ ଯାଦୁକରୀ ବିଦ୍ୟାର ନଜିର ରହିଛି। କିନ୍ତୁ ବର୍ତ୍ତମାନ ଏହି ବିଦ୍ୟା ଏବେ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚତ୍ଥିଲେ ମଧ୍ୟ କେତେଜଣ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଛତିଶଗଡ଼ର ରାମପ୍ରତାପ ଅଗ୍ରଓ୍ବାଲ। ତାଙ୍କର…
ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍ ପଠାଇଲେ ମାନେକା ଗାନ୍ଧୀ
ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍ ଯୋଗେ ମାନେକାଙ୍କ ସହାୟତା ମାଗିଥିଲେ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସର୍ବଦା ସ୍ବର ଉତ୍ତୋଳନ କରୁଥିବା…
୨୦୧୯-୨୦ ଆର୍ଥିକ ବର୍ଷ: ମଦରୁ ୪୬୦୦ କୋଟି ଆୟ ଲକ୍ଷ୍ୟ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ବ ବାବଦକୁ ୩୯୨୫କୋଟି ଟଙ୍କା ପାଇଥିଲେ। ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦କୋଟି ଟଙ୍କା ଅବକାରୀ ରାଜସ୍ବ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ…
Archives


