Home Left

ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ସେଥିପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣେଇ ପାରନ୍ତି…. ତ୍ୱଚା…

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଉଲେନ୍‌ କୁର୍ତ୍ତି: ଆଗରୁ ଝିଅମାନେ କଟନ୍‌ ଶୁଟ୍‌ ସହିତ କାଡିଗର୍ନ,ସ୍ବେଟର କିମ୍ବା ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ…

ଓଟ୍ସ ଟିକି

ଆବଶ୍ୟକ ସାମଗ୍ରୀ: ଓଟ୍ସ ଏକ କପ୍‌, ପନିର ଅଧା କପ ଓ ଅଧାକପ କୋରା ହୋଇଥିବା ଗାଜର, ସିଝା ଚକଟା ଆଳୁ ଏକ କପ, ଧନିଆ ପତ୍ର ଦୁଇଚାମଚ, ଲଙ୍କା ପାଉଡର ଏକ ଚାମଚ, ଲେମ୍ବୁରସ ଏକ ଚାମଚ, ଅଦାପେଷ୍ଟ ଦେଢ଼…

ଶୀତଦିନେ ଶିଶୁଙ୍କ କାଶ

କାଶ ଶିଶୁମାନଙ୍କର ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା। ଏହା ଶିଶୁ ପାଇଁ ଓ ବାପା, ମା’ଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। କାଶ ଲାଗି ରହିଲେ ତାହାଶିଶୁକୁ ଦୈନନ୍ଦିନ କାର୍ଯ୍ୟ ତଥା ରାତିରେ ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ। ଅପରପକ୍ଷେ ଏହା ଏକ…

ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି କୁକୁର: ଭିଡ଼ିଓ ଭାଇରାଲ

ଚେନ୍ନାଇ,୧୯।୧୧: ପ୍ଲାଟଫର୍ମର ସୁରକ୍ଷା ଦାୟିତ୍ୱ ଆର୍‌ପିଏଫ୍‌ ଉପରେ ନ୍ୟସ୍ତ ରହିଥାଏ। ତେବେ ଚେନ୍ନାଇରେ ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି ଏକ କୁକୁର। କୁକୁର ଭୁକିବା ଶୁଣି ସେଠାରେ ତତ୍‌କ୍ଷଣାତ୍‌ ଆର୍‌ପିଏଫ୍‌ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି।…

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି ଆଲୋଚନା ହେଉଛି। ଏମିତି କହିବାର କାରଣ ହେଉଛି ୨୦୧୭ ନଭେମ୍ବର ୧୮ରେ ସେ ମିସ୍‌…

ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାରାଙ୍କୁ ବଲିଉଡ୍‌ ଓ ତାଙ୍କ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ…

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ

ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି। ସଚିବ କହିଛନ୍ତି, ଗଞ୍ଜେଇରେ ଔଷଧୀୟ…

ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା ଯୋଗାଶ ଅଧିକାରୀ(ସିଏସଓ)ଙ୍କ କାର୍ଯାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ଅଫିସ ଭିତରକୁ ଧସେଇ ପଶି ଚାଷୀମାନେ…

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ ଜିଲାର ୩ ବିଧାୟକ ନାଉରୀ ନାୟକ(ରେଙ୍ଗାଲି), ରୋହିତ ପୂଜାରୀ(ରେଢ଼ାଖୋଲ) ଓ ଜୟ ମିଶ୍ର(ସମ୍ବଲପୁର)ଙ୍କ ଘର …

ଘରକୁ ଫେରିଲେ ନୁସରତ

କୋଲକାତା,୧୯।୧୧: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ନୁସରତ ଜହାଁ ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ରବିବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ବାମୀ…

ସରପାଳ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସରପାଳ ଗ୍ରାମରେ ସୋମବାର ବିଳିମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମ ପ୍ରଦୀପ କୁମାର ସାହୁଙ୍କର ଦୁଇ ବଖରା ଚାଳଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଏହା ସହ ଘରର ଆସବାବପତ୍ର ପୋଡି ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri