Home Left

ଧୋନୀଙ୍କ ଫଟୋ ଛାଡି ଏମିତି କହିଲେ କୋହଲି

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ହୁଅନ୍ତୁ କି ସାଥୀ ଖେଳାଳି ଧୋନୀଙ୍କୁ ଭୁଲିପାରୁନାହାନ୍ତି। ନିକଟରେ ଅଧିନାୟକ ବିରାଟ କୋହଲି…

ବିଶ୍ୱ ଟେଲିଭିଜନ ଦିବସ

ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ…

ମହାପ୍ରଭୁଙ୍କ ମାମୁଘର ବିବାଦ: ଶାସ୍ତ୍ର, ପୁରାଣ, ସ୍ବତ୍ବଲିପିରେ ଉଲ୍ଲେଖ ନାହିଁ

ପୁରୀ ଅଫିସ, ୨୧।୧୧: ମହାପ୍ରଭୁଙ୍କ ମାମୁଘର ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରଥମାଷ୍ଟମୀ ଅବସରରେ ମଙ୍ଗଳବାର ନିଆଳି ମାଧବରୁ ପୋଢୁଅଁ। ଭାର ମହାପ୍ରଭୁଙ୍କ ପାଇଁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିଆଳିର ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଘାଟିରେ ଖୋଲିଲା ସମସ୍ତ ସ୍କୁଲ

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୦୮ ଦିନ ପରେ ଏବେ ଘାଟିର ସମସ୍ତ ସ୍କୁଲ ଖୋଲି ଯାଇଥିବା ଖବର ମିଳିଛି। ଏବେ କିନ୍ତୁ ପିଲାମାନେ ୟୁନିଫର୍ମ ବଦଳରେ ସାଧାରଣ ପୋଷାକରେ ସ୍କୁଲ ଯାଉଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସରକାରଙ୍କ…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ପୁରୀ ଅଫିସ, ୨୧।୧୧: ଶ୍ରୀମନ୍ଦିରରେ ବୁଧବାର ପବିତ୍ର ପ୍ରଥମାଷ୍ଟମୀ ପାଳନ ଅବସରରେ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଭୋଗ ମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଠାକୁରଙ୍କୁ ନୂଆ ଲାଗି କରାଯାଇଥିଲା। ଚନ୍ଦନ…

ରାଜ୍ୟ ଜମି ଦେଲେ ଭୁବନେଶ୍ୱରରେ ଶୀଘ୍ର ନୂଆ ଏୟାରପୋର୍ଟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ। ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବୁଧବାର ରାଜ୍ୟ ସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ…

ରାଜପଥ ମନ୍ତ୍ରଣାଳୟ ‘ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ପ୍ରକାଶିତ: ୨.୩୭ ପ୍ରତିଶତ ମୃତ୍ୟୁ ହାର ବଢ଼ିଛି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ଜାରି କରାଯାଇଛି। ଏହା ହେଉଛି ମନ୍ତ୍ରଣାଳୟ ଅଧୀନ ପରିବହନ ଗବେଷଣା ଶାଖାର ବାର୍ଷିକ ପ୍ରକାଶନୀ, ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର…

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ମିଳେ ଆଲିଆ ଭାତ, ସଲମାନ ପାନ

ଘରୋଇ ଖାଦ୍ୟ ଖାଇଖାଇ ଯେତେବେଳେ ବିରକ୍ତି ଲାଗେ ଲୋକେ ରେଷ୍ଟୁରାଣ୍ଟ ଯାଇ କିଛି ସ୍ବାଦିଷ୍ଟ ଭୋଜନ ପାଇଁ ଇଚ୍ଛା କରିଥାନ୍ତି। ଯେତେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଖାତିର ନ କରି ପହଞ୍ଚି ଯାଆନ୍ତି ରେଷ୍ଟୁରାଣ୍ଟରେ। ସେଠାରେ ଜିରା ରାଇସ୍‌, ବିରିୟାନି, ପଲଉ…

ଧର୍ମେନ୍ଦ୍ରଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଏରାମ ଠାକୁର ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ରାଜ୍ୟର…

ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ସରକାରଙ୍କୁ କାଠଗଡାରେ ଛିଡ଼ା କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍କ ଉଠାଇ କଂଗ୍ରେସ…

ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌ କରି ଚାକିରି ଅଫର୍‌ ଦେବ ତେବେ ତାହା ନିହାତି ସୌଭାଗ୍ୟର କଥା। ୨୭ ବର୍ଷୀୟ…

ମଣ୍ଡିକୁ ଅପେକ୍ଷା

ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ଭଲ ଫସଲ ହୋଇଛି। କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ କଳାହାଣ୍ଡିରେ ୮୧ ଲକ୍ଷ କୁଇଣ୍ଟାଲ ଧାନ ଉପତ୍ାଦନ ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri