ଶିବସେନା ମେୟରଙ୍କୁ ଶୁଭେଚ୍ଛା ଜଣାଇଲେ ଉଦ୍ଧବ
ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ମୁମ୍ବାଇ ମେୟର ଭାବେ ନିର୍ବାଚନ ଜିତିଛନ୍ତି ଶିବସେନା ପ୍ରାର୍ଥୀ କିଶୋରୀ ପେଡନେକର। ଦେଶର ସବୁଠାରୁ ଧନୀ ନଗର ନିଗମ ଭାବେ ପରିଚିତ ମୁମ୍ବାଇ ନଗର ନିଗମରୁ କିଶୋରି ନିର୍ବାଚିତ…
ନାଚ ଶିଖାଇ ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ: ୪ ଅଟକ
ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିବା ପୀଡିତାଙ୍କ ବାପା ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏକ ଅପେରା ପାର୍ଟିର ଡ୍ୟାନ୍ସ ମାଷ୍ଟର ନାଚ ଶିଖାଇ ଦେବାର ପ୍ରଲୋଭନ ଦେଖାଇ…
୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ
ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ। ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ। ଓ୍ବାଲର୍ଡ ଗୋଲ୍ଡ କାଉନସିଲ୍…
ପିଙ୍କ୍ ବଲ୍ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା
କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଦଳକୁ ପ୍ରଥମ ଝଟକା ଲାଗିଛି। ଓପନର ଇମରୁଲ୍ କାଏସଙ୍କୁ ଆଉଟ୍ କରି…
ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି ଉପସ୍ଥିତ ମଧ୍ୟ ଅଛନ୍ତି। ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଆଗାମୀ ଫିଲ୍ମ…
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍ ବିଭାଗ ଜୁନିୟର ଇଞ୍ଜିନିୟର
କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ସୂଚନାଯୋଗ୍ୟ,…
ଅସୁସ୍ଥ ‘ଗନ୍ଦି ବାତ୍’ ଫେମ୍ ଅଭିନେତ୍ରୀ
ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ ସିରିଜ୍ର ଶୁଟିଂ କରୁଥିଲେ। ସେହି ସମୟରେ ସେ ହଠାତ୍ ଅଚେତ୍ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ…
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଗୁଣପୁର,୨୨।୧୧(ଡି.ଏନ୍.ଏ.): ରାୟଗଡା ଜିଲା ଗୁଡ଼ାରୀ ଏନ୍ଏସି ହାଇସ୍କୁଲ ପରିସରର ବୁଦାମୂଳରୁ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ସେଠାରେ କେହି ଜଣେ ନବଜାତକଙ୍କୁ ଛାଡି ଚାଲି ଯାଇଥିବା ବେଳେ ଶିଶୁର କାନ୍ଦଶୁଣି ଉକ୍ତ ସାହିର ପାଣ୍ଡବ ସାହୁ ନାମକ ବ୍ୟକ୍ତି…
ଦରଦାମ ବୃଦ୍ଧି ପ୍ରତିବାଦ: ବଲାଙ୍ଗୀର ଜିଲା କଂଗ୍ରେସ ପକ୍ଷରୁ ଗଣଧାରଣା
ବଲାଙ୍ଗୀର ଅଫିସ,୨୨।୧୧: ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ଓ ସରକାରୀ ତଥା ବେସରକାରୀ ନିଯୁକ୍ତି କାଟ୍ ପ୍ରତିବାଦରେ ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଜିଲା କଂଗ୍ରେସ କମିଟି ସଭାପତି…
ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’
ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ନାମ ଯେଉଁଭଳି ଫିଲ୍ମଟି ସେଭଳି ହୋଇଥାଇପାରେ ବୋଲି ଆଶା…
୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ
ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଦଳୀୟ କର୍ମୀଙ୍କ ଭିଡ ଜମିଛି। ସମାଜବାଦୀ ପାର୍ଟି ମୁଖ୍ୟାଳୟଠାରୁ…
କୋଲକାତାରେ ପହଞ୍ଚିଲେ ଶେଖ୍ ହସିନା, ଗାଙ୍ଗୁଲି କଲେ ସ୍ବାଗତ
କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ଏହି ମ୍ୟାଚ୍କୁ ଉପଭୋଗ କରିବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କୋଲକାତାରେ ପହଞ୍ଚିଛନ୍ତି।…
Archives


