ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍
ସୋୟାବିନରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଆଇରନ୍ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ପ୍ରତିଦିନ…
ଗ୍ରାଉଣ୍ଡରେ ବୁଲି ଅଭିବାଦନ ଗ୍ରହଣ କଲେ କିମ୍ବଦନ୍ତୀ କ୍ରିକେଟର
କୋଲକାତା,୨୩।୧୧- ଚା’ ପାନ ବିରତିରେ ଏକାଧିକ ପୂର୍ବତନ କ୍ରିକେଟର ଗାଡିରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଗଲ୍ଫ କାର୍ଟରେ ବୁଲିଥିଲେ ଓ ହାତ ହଲାଇ ଦର୍ଶକଙ୍କୁ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପୁରୁଷ କ୍ରିକେଟରମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, କପିଲ…
ଐତିହାସିକ ପିଙ୍କ୍ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ
କୋଲକାତା, ୨୨।୧୧- କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍ବଲ୍) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିବସରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଘାତକ ବୋଲିଂକୁ…
ମଣିପୁର ବିଧାନସଭା ସମ୍ମୁଖରେ ବିସ୍ଫୋରଣ: ୨ ଯବାନ ଆହତ
ଇମ୍ଫାଲ,୨୨।୧୧: ମଣିପୁର ବିଧାନସଭା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ଗ୍ରେନେଡ ଆକ୍ରମଣ ହୋଇଛି। ଏଥିରେ ୨ ସିଆର୍ପିଏଫ୍ ଯବାନ ଆହତ ହୋଇଥିବା ଜଣାପଡିଛି। ମଣିପୁର ବିଧାନସଭା ବାହାରେ ଥିବା ଥାଙ୍ଗମେଇବନ୍ଦ ଇମ୍ପ୍ରୁଭମେଣ୍ଟ କ୍ଲବ ନିକଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ,…
ମୁମ୍ବାଇ, ହାଇଦ୍ରାବାଦ ଟି୨୦ ମ୍ୟାଚ୍ର ତାରିଖରେ ଅଦଳବଦଳ
ମୁମ୍ବାଇ,୨୨।୧୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ୍ର ପ୍ରଥମ ଓ ତୃତୀୟ ମ୍ୟାଚ୍ର ତାରିଖ ଅଦଳବଦଳ କରିଛି। ଆସନ୍ତା ୬ ତାରିଖରେ ହେବାକୁ ଥିବା ସିରିଜ୍ର ପ୍ରଥମ ମ୍ୟାଚ୍ ମୁମ୍ବାଇ…
ରିଦ୍ଧିମାନଙ୍କ ମାଇଲଷ୍ଟୋନ
କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା ପାଇବାରେ ସେ ଦେଶର ୫ମ ଉଇକେଟକିପର। ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ଓ ଭାରତ ମଧ୍ୟରେ…
ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ବାଲେଶ୍ୱର ଅଫିସ, ୨୨।୧୧-ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିହୀନତା ଦୂରୀକରଣ, ଗର୍ଭବତୀ ଓ ପ୍ରସୂତିଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ କରିବାର ଗୁରୁଦାୟିତ୍ୱ ବହନ କରିଆସିଥିବା ଆଇସିଡିଏସ୍କୁ ବନ୍ଦ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୧୯ରେ ପ୍ରସ୍ତାବ ରହିଥିବାରୁ ବାଲେଶ୍ୱର ଜିଲା…
ଋଣ ଦେବା ନାଁରେ ୧.୪୦ଲକ୍ଷ ହଡ଼ପ: ଥାନାର ଦ୍ୱାରସ୍ଥ ହେଲେ ମହିଳା
ରୂପ୍ସା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ଆଘିରିଆ ଗ୍ରାମରେ ଋଣ ଦେବା ନାମରେ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ୧ଲକ୍ଷ ୪୦ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠକେଇର ଶିକାର ହୋଇଥିବା…
ରହଣିଆରେ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା
ଭଦ୍ରକ ଅଫିସ, ୨୨।୧୧- ଭଦ୍ରକ ପୌରପାଳିକାର ଚରମ୍ପା ୨ ନମ୍ବର ୱାର୍ଡ ବରାଳପୋଖରୀ ରହଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ବଖରା ଘର ଜଳିଯାଇଛି। ଗ୍ରାମର ବିଜୟ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ବୈଶାଖୀ ପ୍ରଧାନ,…
ରିଲିଜ୍ ଅପେକ୍ଷାରେ ‘ପାନିପଥ’ର ଆଉ ଏକ ଗୀତ
ମୁମ୍ବାଇ: ବଲିଉଡ୍ ମୁଭି ‘ପାନିପଥ’ ଆସନ୍ତା ଡିସେମ୍ବରରେ ପରଦାକୁ ଆସିବ। ହେଲେ ଏହାର ଆଉ ଏକ ଗୀତ ଶନିବାର ରିଲିଜ୍ ହେବ ବୋଲି ସୂଚନା ମିଳିଛି। ଗୀତ ରିଲିଜ୍ ପୂର୍ବରୁ ଏହାର ଏକ ମୋଶନ ପୋଷ୍ଟର ଅର୍ଜୁନ କପୁର ଶେୟାର କରିଛନ୍ତି।…
ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍ ଷ୍ଟାର
ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ, ଶ୍ରୀଦେବୀ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, କୃତି ସେନନଙ୍କ ଭଳି ଅଭିନେତ୍ରୀ। ଦୀପିକା…
ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା
ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା ଦେଖାଯାଇଛି। ଏତିକି ବେଳେ ସେ ମେଟ୍ରୋରେ ମୁହଁ ଲୁଚାଇ ଯାତ୍ରା କରୁଥିବାର ଫଟୋ ଭାଇରାଲ…
Archives


