Home Left

ଶ୍ରୀଲଙ୍କା ରାଜନୀତିରେ ପରିବାରବାଦର ଝଲକ୍‌

କଲମ୍ବୋ,୨୨।୧୧: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଶୁକ୍ରବାର ଅନ୍ତରୀଣ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବା। ତାଙ୍କ ମନ୍ତ୍ରିମଣ୍ଡଳରେ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ୭୭ ବର୍ଷୀୟ ଚମଲ ରାଜପାକ୍‌ସେ ଓ ୨ ମହିଳାଙ୍କୁ…

ମନୋଜ ରଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ବୋଲାଉଥିବା ମନୋଜ ରଥଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ କହିଥିଲେ ଯେ, ରଥ ମୋ ବିରୋଧରେ…

ଧାନ କିଣା ଟୋକନ ବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ: ସୋମବାର ବିବୃତି ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ): ଧାନ କିଣିବା ପାଇଁ ଚାଷୀଙ୍କୁ କି’ ପ୍ରତିଶ୍ରୁତି ଦେଲ। ଟୋକନ୍‌ ନ ଥିବା ଚାଷୀଙ୍କଠାରୁ କେତେ ଧାନ କିଣାଯିବ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ଧାନ କିଣିବା ନେଇ ଚାଷୀଙ୍କୁ କି ପ୍ରତିଶ୍ରୁତି…

ଶିବସେନାକୁ ମିଳିପାରେ ମୁଖ୍ୟମନ୍ତ୍ରୀ ଏନ୍‌ସିପିକୁ ସ୍ବରାଷ୍ଟ୍ର

ମୁମ୍ବାଇ,୨୨।୧୧: କିଛିଦିନ ହେବ ମହାରାଷ୍ଟ୍ରରେ ସରକାର ଗଠନକୁ ଦେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ମାରାଥନ ବୈଠକର ଅନ୍ତ ଘଟିଛି ବୋଲି କୁହାଯାଉଛି। ଶୁକ୍ରବାର ହୋଇଥିବା ବୈଠକରେ ଶିବସେନା ମୁଖ୍ୟମନ୍ତ୍ରୀ, ଏନ୍‌ସିପି ସ୍ବରାଷ୍ଟ୍ର ଓ କଂଗ୍ରେସକୁ ରାଜସ୍ବ ବିଭାଗ ମିଳିବ ବୋଲି…

ଟସ୍‌ ପୂର୍ବରୁ ପାରାଟ୍ରୁପର୍ସ ଯୋଜନା ବାତିଲ

କୋଲକାତା,୨୨।୧୧- ବାଂଲାଦେଶ ଓ ଭାରତ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଟସ୍‌ ପଡ଼ିବା ପୂର୍ବରୁ ହେଲିକ୍ୟାପଟର ଉଡୁଥିବାବେଳେ ଯବାନମାନେ ଗ୍ରାଉଣ୍ଡରେ ଓହ୍ଲାଇ ଉଭୟ ଦଳର ଅଧିନାୟକଙ୍କୁ ବଲ ଦେବାର ଯୋଜନା ଥିଲା। ମାତ୍ର ସୁରକ୍ଷା ଜନିତ…

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରି କି ଭ୍ରମଣକାରୀ ଦଳ ପ୍ରଥମ ଦିନରେ ହିଁ ଅଲଆଉଟ୍‌ ହେବାର ସମ୍ଭାବନା ସୃଷ୍ଟି…

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି ତାଙ୍କ ବିବାହ ସମୟର। ଉକ୍ତ ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ତାହାପୁଣି…

ତୁଟିଲା ଟୋକନ ବିବାଦ: ନଡ଼ିଆ ଫଟାଇ ଧାନବିକ୍ରିର ଶୁଭାରମ୍ଭ କଲେ ଚାଷୀ

ବରଗଡ଼ ଅଫିସ,୨୨।୧୧: ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଗତ କିଛିଦିନ ଧରି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ଆପାତତଃ ଦୂର ହୋଇଛି। ଗୁରୁବାର ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥ ଉପରେ…

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ ସମୟକ୍ରମେ ଡିଫେଣ୍ଡର ବନିଯାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ତାଙ୍କ…

ପିଙ୍କ୍‌ ବଲ୍‌ କ୍ରିକେଟ

ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସର୍ବାଧିକ ପିଙ୍କ ବଲ୍‌ ଟେଷ୍ଟ ଖେଳିଛି…

କଂଗ୍ରେସର ଗୋଡ଼ ଟାଣୁଛନ୍ତି ନିରୁପମ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏତିକି ବେଳେ କିନ୍ତୁ କଂଗ୍ରେସର ଗୋଡ଼ ଟାଣୁଛନ୍ତି ଦଳର ନେତା ସଞ୍ଜୟ ନିରୁପମ। ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ…

ଇଡେନ ବେଲ ବଜାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୨୨।୧୧- ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ପିଙ୍କ ବଲ ଦିବାରାତ୍ର ମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ଠିକ୍‌ ୧୨.୫୮ରେ ଇଡେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri