ବାସ୍, କେବଳ ନାଟକ!
”ନବମ ଶ୍ରେଣୀରେ ମୁଁ ପ୍ରଥମ ନାଟକ ଲେଖିଥିଲି। ବାସ୍, ସେବେଠୁ ନାଟକ ପ୍ରେମରେ ଏମିତି ପଡ଼ିଯାଇଛି ଯେ ତା’ କବଳରୁ ମୁକୁଳି ପାରୁନି।“ ଏକଥା କହନ୍ତି ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ପ୍ରତିଭା ସମ୍ପନ୍ନ ନାଟ୍ୟକାର ଅରୁଣ ନାୟକ। କ୍ୱାଣ୍ଟିଟି ବା…
କବି ପ୍ରଦୀପ
ଦେଶାତ୍ମବୋଧ ସଙ୍ଗୀତ କଥା ଉଠିଲେ ମନକୁମନ ଯେଉଁ ଗୀତଟି କାନ ପାଖରେ ଗୁଣୁଗୁଣୁ ହେଇଯାଏ, ତାହା ହେଉଛି କୋକିଳକଣ୍ଠୀ ଲତା ମଙ୍ଗେସ୍କର ଗାଇଥିବା ‘ଏ ମେରେ ଓ୍ବତନ୍ କେ ଲୋଗେଁ।’। ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତଜ୍ଞତା ଜଣେଇବା ପାଇଁ ଏ…
ମନ ମୋହୁଛନ୍ତି ନିଗମ
ଯାତ୍ରା ନାଟକର ବଳିଷ୍ଠ ଅଙ୍ଗ ହେଉଛି ଗୀତ। ବିନା ଗୀତରେ ନାଟକ ପ୍ରାୟତଃ ରସାଳ ଲାଗେନାହିଁ। ପୁଣି ଥିମ୍କୁ ସୁଟ୍ କରିବା ଭଳି ଲାଇନ୍ ନ ମିଳିଲେ ଦର୍ଶକଙ୍କୁ ବାନ୍ଧି ରଖିବା ସହଜ ନୁହେଁ। ସେଥିଲାଗି ଯାତ୍ରାଋତୁ ଆରମ୍ଭର ବହୁ ପୂର୍ବରୁ…
ଟ୍ରେନ୍ ଧକ୍କାରେ ମା’, ଝିଅ ମୃତ
ଯାଜପୁର ରୋଡ୍,୨୩।୧୧(ଡି.ଏନ୍.ଏ.): ଯାଜପୁର କେନ୍ଦୁଝର ରୋଡ୍ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଚାନ୍ଦମା ଗ୍ରାମର କାଠି ରଣା ଏବଂ ଗୁରୁବାରୀ ରଣା। ସେମାନେ…
ଏନ୍ସିପିରେ ରହି ନ ପାରନ୍ତି ଅଜିତ୍
ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଯେବେବି ଇତିହାସ ଲେଖାଯିବ ସେଥିରେ ୨୦୧୯ ବିଧାନସଭା ନିର୍ବାଚନ ଓ ସରକାର ଗଠନକୁ ନେଇ ଉଲ୍ଲେଖ କରାଯିବ। କାରଣ ଏଠାରେ ମେଣ୍ଟ ସରକାରକୁ ନେଇ ଯେଉଁଭଳି ଡ୍ରାମା ଲାଗି ରହିଥିଲା ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…
ଆକର୍ଷଣୀୟ ମାଛ
ମାଛ ତ ଅନେକ ଦେଖିଛେ, ହେଲେ ଏଠାରେ ଯେଉଁ ମାଛଙ୍କ କଥା କୁହାଯାଉଛି, ସେମାନଙ୍କର ମନ ମୋହିନେଲା ଭଳି ରୂପରଙ୍ଗ ସାଙ୍ଗକୁ ଆଖିଦୃଶିଆ ଶରୀର ଗଢଣ ହିଁ ସେମାନଙ୍କୁ ଗୋଟିଏ ଗୋଟିଏ ଆକର୍ଷଣୀୟ ମାଛର ପରିଚିତି ଦେଇଛି… ପ୍ୟାରୋଟ୍ ଫିଶ୍: ଏହି…
୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍ଓଭର
ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ ବିଗ୍ ବସ୍ର ଚଳିତ ସିଜନ୍ରେ ନଜର ଆସୁଛନ୍ତି। ଘରେ ସେତେଟା ଭଲ ପ୍ରଦର୍ଶନ କରୁ…
ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍
ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି ପେଡନେକର ଏବଂ ୟାମି ଗୌତମଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଣୁ ଆଗାମୀ…
ଅଣ୍ଡର ଓ୍ବାଟର ମ୍ୟୁଜିକ୍ ଫେଷ୍ଟିଭାଲ
ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍ ଫେଷ୍ଟିଭାଲର ଆୟୋଜକ ବିଲ ବେକରଙ୍କ କହିବା ଅନୁଯାୟୀ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ପ୍ରତି ଲୋକଙ୍କ ଭିତରେ…
ଆର୍ଜେଡି ସହ ଶିବସେନାକୁ ତୁଳନା କଲେ ସୁଶୀଲ ମୋଦି
ପାଟନା,୨୩।୧୧: ମହାରାଷ୍ଟ୍ରରେ ଭାଙ୍ଗି ଯାଇଛି ଶିବସେନାର ସ୍ବପ୍ନ। ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ଶିବସେନାକୁ ଏବେ ଲାଗିଛି ଶକ୍ତ ଧକ୍କା। ରାତି ପାହିବା ପୂର୍ବରୁ ଭାଜପା ସରକାର ଗଢି ଦେଇଛି। ଦେବେନ୍ଦ୍ର ଫଡବନିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।…
ପିକ୍ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା
ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍ଅପ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତେଣ୍ଟଲୋଇ ଗ୍ରାମର ହାଡିବନ୍ଧୁ ବାଘ ବୋଲି ଜଣାପଡିଛି। ପ୍ରକାଶ ଯେ, ପିକ୍ଅପ୍ଟି…
ଇକୋ ଭିଲେଜ: ମୁଦୁଲିଗାଡ଼ିଆ
ଢାଉ ରଙ୍ଗର କାନ୍ଥରେ ଧଳା ରଙ୍ଗର ଝୋଟି । ରାସ୍ତାଘାଟ ସୁନ୍ଦର ପରିଚ୍ଛନ,ଘରେ ଘରେ ଶୌଚାଳୟ, ଗ୍ୟାସ୍ ଆଉ ବିଶୁଦ୍ଧ ପିଇବା ପାଣି। ପଲିଥିନ, ପ୍ଲାଷ୍ଟିକ୍ ଏଠି ପୂରା ମନା। ଇଏ ହେଲା ନୟାଗଡ ଜିଲାର ଇକୋ ଫ୍ରେଣ୍ଡଲି ଗାଁ ମୁଦୁଲିଗାଡ଼ିଆ……
Archives


