Home Left

କଟକରେ ସର୍ବାଧିକ ଭିକାରି, ଦେବଗଡ଼ ଜିଲାରେ ୩ଜଣ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ୫,୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧,୦୬୦ଜଣ ଭିକାରି ଅଛନ୍ତି। ସେହିପରି ଗଞ୍ଜାମରେ ୫୪୫, ପୁରୀ ୩୬୬, ମୟୂରଭଞ୍ଜ ୪୮୫, ସମ୍ବଲପୁର ୩୦୩, ସୁନ୍ଦରଗଡ଼ ୪୨୩, ଅନୁଗୋଳ ୨୦୫, ବାଲେଶ୍ୱର ୧୩୧,…

ବଲାଙ୍ଗୀର ମୋତିଲାଲ ଓସ୍ବାଲ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୧୫।୨- ଭୁବନେଶ୍ୱର କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ବଲାଙ୍ଗୀର ଶାଖା ମୋତିଲାଲ ଓସ୍ବାଲ-କିସ୍‌ ବିଦ୍ୟାଳୟକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର…

ବିବାହ ବନ୍ଧନରେ ବାନ୍ଧିହେଲେ ଘୋଡ଼ା-ଘୋଡ଼ୀ, ଫଟୋ ଭାଇରାଲ

ବେଙ୍ଗାଲୁରୁ: କର୍ନାଟକ ରାଜଧାନୀ ବେଙ୍ଗାଲୁରୁର କୁବନ ପାର୍କରେ ଏକ ଘୋଡ଼ା(ରାଜା) ଏବଂ ଘୋଡ଼ୀ(ରାଣୀ)ର ବିବାହ ଭାଲେଣ୍ଟାଇନ୍ସ ଡେ’ରେ ସମ୍ପନ୍ନ ହୋଇଛି। ଏହି ବିବାହ ପାରମ୍ପରିକ ରୀତିନୀତିରେ ହୋଇଥିଲା। ଘୋଡ଼ା ଧୋତି ଏବଂ ଶାର୍ଟ ପିନ୍ଧିଥିବା ବେଳେ ଘୋଡ଼ୀ ଶାଢ଼ି ସହିତ ମଙ୍ଗଳସୂତ୍ର…

ଆଫଗାନିସ୍ତାନରେ ବିମାନ ଆକ୍ରମଣ: ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ

କାବୁଲ,୧୫।୨: ଆଫାଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ନଙ୍ଗାହାରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଏହା ସୁରଖ ରୋଡ ଜିଲାର କରକ ଗାଁରେ…

ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍‌ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ…

ସୁଉଚ୍ଚ ଶୈବମୂର୍ତ୍ତି

ପୃଥିବୀର ସୁଉଚ୍ଚ ମୂର୍ତ୍ତି ମଧ୍ୟରୁ ଅନ୍ୟତମ ନେପାଳର କୈଳାସନାଥ ମହାଦେବ। ଏହା ପୃଥିବୀର ସର୍ବୋଚ୍ଚ ଶୈବମୂର୍ତ୍ତି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ୧୪୩ ଫୁଟ ଉଚ୍ଚ ବିଶିଷ୍ଟ ଏହି ମୂର୍ତ୍ତି ନେପାଳର ସାଙ୍ଗାଠାରେ ଅବସ୍ଥିତ। ତମ୍ବା, ଦସ୍ତା, ଷ୍ଟିଲ ଏବଂ…

ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ

ଅନ୍ୟ ପୋକଙ୍କ ପରି ପିମ୍ପୁଡ଼ିର ଛଅଟି ଗୋଡ଼ । ପ୍ରତି ଗୋଡ଼ରେ ରହିଛି ଛଅଟି ଗଣ୍ଠି । କ୍ଷୁଦ୍ର ଓ ପତଳା ଦିଶୁଥିଲେ ବି ପିମ୍ପୁଡ଼ିମାନଙ୍କର ଗୋଡ଼ ଖୁବ୍‌ ଟାଣ, ଯାହାଫଳରେ ସେମାନେ କ୍ଷିପ୍ରବେଗରେ ଚାଲି ପାରନ୍ତି । ଆନୁପାତିକ ଦୃଷ୍ଟିରୁ…

୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ସୁଭାଷ ଜେଲରୁ ଫେରିବା ପରେ ଏବେ…

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ କରୁଥିବା ଅରୁନ୍ଦଥିଆର ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସ୍ଥାନୀୟ ସମାଜରେ ପ୍ରଚଳିତ ଜାତିଆଣ ଭେଦଭାବରେ…

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ହାଇଓ୍ବା: ଡ୍ରାଇଭର ମୃତ

ମହାକାଳପଡ଼ା,୧୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ସ୍ଥାନୀୟ ତରପଦା ଗ୍ରାମରେ ଏକ ବାଲି ବୋଝେଇ ହାଇଓ୍ବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ…

ବିଭିନ୍ନ ଦାବିରେ ଗ୍ରାସୀମ କମ୍ପାନୀ ଠିକା ଶ୍ରମିକଙ୍କ ଧାରଣା

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଗଞ୍ଜାମ ସହର ନିକଟ ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶନିବାର ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଶତାଧିକ ମହିଳା ଓ ପୁରୁଷ ଏହି ଧାରଣାରେ ବସିଛନ୍ତି l ଏଥିସହିତ ଏକ ୭ ଦଫା ଦାବିପତ୍ର…

କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି

ଲକ୍ଷ୍ନୌ,୧୫।୨: କବି, ସାହିତ୍ୟକାର ତଥା ଏଏପି ନେତା କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ତାଙ୍କ ବାସଭବନ ବାହାରୁ ଫର୍ଚ୍ୟୁନ କାର ଚୋରି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?