ଭିକି କୌଶଲ ରେଡ୍ ଚିଫ୍ର ବ୍ରାଣ୍ଡ ଆମ୍ବାସାଡର
ନୂଆଦିଲ୍ଲୀ,୨୬-୧୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ରେଡ ଚିଫର ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଯୁକ୍ତ କରାଯାଇଛି। ଗତ ୨୧ ବର୍ଷ ଧରି ଗ୍ରାହକଙ୍କୁ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ କମ୍ପାନୀ…
କ୍ଲୋରିନ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ:ଜେଏସ୍ପିଏଲ୍ ପଦକ୍ଷେପକୁ ପ୍ରଶଂସା
ଅନୁଗୋଳ ଅଫିସ, ୨୬।୧୧ ଫାକ୍ଟ୍ରିଜ ଆଣ୍ଡ ବଏଲର୍ସ ଅନୁଗୋଳ ଜୋନ ସହ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍ପିଏଲ୍) ପରିସରରେ କ୍ଲୋରିନ ନିରାପତ୍ତା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲୋରିନ ଗ୍ୟାସ…
ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ
ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ଥିବା ପୌରପାଳିକାର ଦୋକାନ ଗୃହଗୁଡ଼ିର ଉପଯୁକ୍ତ ରକ୍ଷଣା ବେକ୍ଷଣା କରାଯାଇ ପାରୁନାହିଁ। ଏପରି…
ହାର୍ଟ ଆଟାକ୍ ଆଶଙ୍କା କମ୍ କରେ ଏହି ପତ୍ର
ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ ଦୂର କରିବାର କ୍ଷମତା ରଖିଛି। ଓସ୍ତ ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ ପରି…
୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ
ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟାଳୟରେ ସିନିୟର ଆକାଉଣ୍ଟାଣ୍ଟ ଶଶୀକାନ୍ତ ମିଶ୍ର ଅନଶନରେ ବସିଛନ୍ତି। ଏହି ଅନଶନ ସମୟରେ…
ନେହେରୁ କପ୍ ହକି ଫାଇନାଲରେ ମାରପିଟ୍
ନୂଆଦିଲ୍ଲୀ,୨୬।୧୧- ହକି ଗ୍ରାଉଣ୍ଡରେ ସାଧାରଣତଃ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ହେବା ଘଟଣା କ୍ୱଚିତ ଦେଖାଯାଏ। ମାତ୍ର ଏଭଳି ଘଟଣା ଜାତୀୟ ସ୍ତରୀୟ ହକି ଟୁର୍ନାମେଣ୍ଟ ନେହେରୁ କପ୍ର ଫାଇନାଲରେ ଦେଖିବାକୁ ମିଳିଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ପଞ୍ଜାବ ପୋଲିସ ଓ ପଞ୍ଜାବ…
ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ
ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ ଅଭିଯୋଗ ହୋଇଥିଲା। ଏଥିନେଇ ସୋମବାର ଘରୋଇ କ୍ରିକେଟ ବୋର୍ଡ ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କରିଛି। ମାଉଣ୍ଟ…
ପାକିସ୍ତାନ କ୍ରିକେଟର୍ଙ୍କ ସହ ଡିନର୍ କଲେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର
ବ୍ରିସବେନ, ୨୫।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ଦଳର କିଛି ଖେଳାଳି ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ସହ ମିଶି ଏକାଠି ଡିନର କରିଛନ୍ତି। ଯାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି। ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ…
ବ୍ୟାଙ୍କରୁ ଟଙ୍କା ଲୁଟ୍ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ
ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମୁକ୍ତିରଞ୍ଜନ ଶତପଥୀ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋଗରପଶି ଗ୍ରାମର ମାନସ କୁମାର ଷେଣ୍ଢ…
ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ
ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍ ଜରିଆରେ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ…
ମା’ଙ୍କ ଦଶାହରେ ଆଖି ବୁଜିଲେ ପୁଅ
ପାଟପୁର,୨୫ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ମା’ଙ୍କ ଦଶାହ କାର୍ଯ୍ୟ ସାରିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରଶାନ୍ତ କୁମାର ପଟ୍ଟନାୟକ (୫୨)। କଙ୍କେରଡ଼ା ନେହେରୁ ବିଦ୍ୟାପୀଠରେ ପ୍ରଶାନ୍ତ କିରାଣି…
୨ ନିଶାସକ୍ତ ବାଇକ୍ ଚାଳକଙ୍କୁ କୋର୍ଟଚାଲାଣ
ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ସୋମବାର ଅପରାହ୍ନରେ ୨ଜଣ ନିଶାସକ୍ତ ବାଇକ୍ ଚାଳକଙ୍କୁ ନନ ଏଫ୍ଆଇଆର ମାମଲା ନଂ. ୩୦/୧୯ ଓ ୩୧/୧୯ ମୋଟର ଯାନ ଆଇନର ଦଫା ୧୮୫ ଅନୁଯାୟୀ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା…
Archives


