Home Left

ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ଗୁରୁତର ହେବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ

କୋକସରା,୩୦।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ,ମଧ୍ୟାହ୍ନରେ ଧାନଖଳାରେ ଖେଳୁଥିବା ବେଳେ…

ଚାନ୍ଦବାଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସତ୍ୟବ୍ରତଙ୍କ ବିରୋଧରେ ଜାଲିଆତି, ବେଆଇନ ନିଯୁକ୍ତି,…

ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ ଅଥବା କୌଣସି ପାର୍ଟି, ସବୁଠାରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ଟାଇଗର ମଧ୍ୟ ଦିଶାଙ୍କ ପ୍ରଶଂସାରେ…

ରହସ୍ୟମୟୀ ପିରାମିଡ୍‌ ‘ ଦ ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’

ମିଶରରେ ଥିବା ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ସଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜା ରାଣୀଙ୍କ କବର ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏଠାକାର ସବୁଠୁ ପୁରୁଣା ତଥା ରହସ୍ୟମୟୀ ପିରାମିଡ୍‌ ହେଉଛି…

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା ଦେଖାଦେଇଥାଏ। ଏହାଯୋଗୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ସେହିପରି ଏଭଳି ଶୋଇବା ଅଭ୍ୟାସ ଯୋଗୁ ଖାଦ୍ୟ…

ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ କରିବେ। ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ସେ ହାତକୁ ଦୁଇହାତ ହେବେ। ନିକଟରେ…

ଅର୍ଶରୋଗୀଙ୍କୁ ଏସବୁ ଖାଇବା ମନା

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ ସମସ୍ୟା ଦେଖାଯାଇଥାଏ। ତେଣୁ ଏ ନେଇ ବିଶେଷ ଭାବେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ…

ପରଲୋକରେ ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦ

କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ହଠାତ୍‌ ସ୍ବାସ୍ଥ୍ୟାବସ୍ଥା…

ନିୟମ କଡ଼ାକଡ଼ି ହେବା ପୂର୍ବରୁ ଧରାପଡ଼ି ଗିରଫ ହେଲେ ମଦ୍ୟପ ଗାଡ଼ିଚାଳକ, ଦେବେ ୧୦ ହଜାର ଜରିମାନା

କଟକ ଅଫିସ,୩୦।୧୧: ରବିବାରଠାରୁ କଡ଼ାକଡ଼ି ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ। ଏହା ପୂର୍ବରୁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବାଙ୍କୀସ୍ଥିତ ଜାତ ମୁଣ୍ଡିଆଛକରେ ଏମ୍‌ଭିଆଇ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଜଣେ ମଦୁଆ ବାଇକ୍‌ ଚାଳକଙ୍କୁ…

ଏସବୁ ଘରୋଇ ଉପାୟରେ କମିଥାଏ ଥଣ୍ଡା

ଥଣ୍ଡା ଧରିଥିଲେ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ… ୧. ପାଣିରେ ହଳଦୀ ଓ ଲୁଣ ପକାଇ ଗରମ କରନ୍ତୁ। ଏହାର ବାମ୍ଫକୁ ୪/୫ଥର ନାକବାଟେ ନିଅନ୍ତୁ। ତୁଳସୀପତ୍ରକୁ ପାଣିରେ…

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି ପିଆଜର ବ୍ୟବହାରକୁ କମ୍‌ କରି ଦିଆଯାଇଛି। ବେଙ୍ଗାଲୁରୁର ଅଧିକାଂଶ ରେସ୍ତୋରାଁରେ ଏବେ ଆଉ ପିଆଜ…

ଉଦ୍ଧବଙ୍କୁ ମିଳିଲାନି ଭାଇ ରାଜ ଠାକରେଙ୍କ ଭୋଟ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ। ତାଙ୍କ ସପକ୍ଷରେ ୧୬୯ଭୋଟ ଆସିଥିବା ବେଳେ ଏବେ ସେ ତାଙ୍କ କ୍ୟାବିନେଟ ବିସ୍ତାର କରିବାର ରାସ୍ତା ସଫା ହୋଇଗଲା ବୋଲି ଆଲୋଚନା ହେଲାଣି। ସବୁଠାରୁ ବଡକଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri