କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲା ପରିଦର୍ଶନ
ନୟାଗଡ଼ ଅଫିସ,୧ା୧୨-କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଶନିବାର ନୟାଗଡ଼ ଜିଲା ଗସ୍ତ କରିଥିଲେ। ପ୍ରଥମେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଜିଲାର ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟାବଳୀର ସମୀକ୍ଷା କରିବା ସହିତ ଅବଶିଷ୍ଟ ଥିବା…
‘ଅଗ୍ନି-୩’ ରାତ୍ରକାଳୀନ ପରୀକ୍ଷା ସଫଳ
ବାଲେଶ୍ୱର ଅଫିସ, ୧।୧୨-ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ଶନିବାର ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ପକ୍ଷରୁ ଭଦ୍ରକ ଜିଲା କଲାମ ଦ୍ୱୀପରୁ କରାଯାଇଥିବା ‘ଅଗ୍ନି-୩’ କ୍ଷେପଣାସ୍ତ୍ରର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ସନ୍ଧ୍ୟା…
ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ
ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡସ୍ର ଗୋନେନଜନ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ…
ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ
ବାହାନଗା, ୧ା୧୨(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ କେତେକ ଚାଷୀ ଜିଲାପାଳ ଓ ଭିଜିଲାନ୍ସଠାରେ ଦାବି କରିଛନ୍ତି।…
ସାଣ୍ଟନରଙ୍କ ଛକାରେ ସୁରକ୍ଷା କର୍ମୀ ଆହତ
ହାମିଲଟନ,୧।୧୧- କ୍ରିକେଟ ଏଭଳି ଏକ ଖେଳ କେବେ, କେଉଁଠି ଓ କାହା ସହ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଘରୋଇ…
ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଏପରି କରନ୍ତୁ ବ୍ୟବହାର
ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି…
ଡେଭିସ୍ କପ୍: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ
ନୁର- ସୁଲତାନ,୩୦।୧୧(ପି.ଟି.): କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍ କପ୍ ମ୍ୟାଚ୍ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଓ୍ବାଲର୍ଡ ଗ୍ରୁପ୍ କ୍ୱାଲିଫାୟର୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି।…
ହାମିଲଟନ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼
ହାମିଲଟନ, ୩୦।୧୧(ଏଏଫପି): ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୬୫ ରନରେ ବିଜୟ ହାସଲ କରିବା ପରେ ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ଦମ୍ଦାର ପ୍ରଦର୍ଶନ କରିଛି। ଟସ୍ ହାରି ବ୍ୟାଟିଂ…
ଶ୍ରଦ୍ଧାପୁର ସରପଞ୍ଚ ଉପନିର୍ବାଚନ: ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ
ଭୋଗରାଇ, ୩୦ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍ ଅଧୀନ ଶ୍ରଦ୍ଧାପୁର ଉପନିର୍ବାଚନରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପଞ୍ଚାନନ କୁଣ୍ଡ ବିଜୟୀ ହୋଇଛନ୍ତି। ଶନିବାର ବ୍ଲକ ପରିସରରେ କଡ଼ା ନିରାପତ୍ତା ମଧ୍ୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯାଇଛି। ବିଜୟୀ…
ହିମସ୍ଖଳନ: ୨ ଯବାନ ଶହୀଦ
ଶ୍ରୀନଗର,୩୦ା୧୧(ପି.ଟି.) : କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍ ଗ୍ଲାସିୟର୍ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ହିମସ୍ଖଳନ ହେବାରୁ ୨ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ପ୍ରାୟ ୧୮ ହଜାର ଫୁଟ ଉପରେ ସେମାନେ ପାଟ୍ରୋଲିଂ କରୁଥିଲେ…
ଖଟ୍ଟର ସରକାରଙ୍କ ବିରୋଧରେ କଂଗ୍ରେସର ଖଣି ଦୁର୍ନୀତି ଅଭିଯୋଗ
ଚଣ୍ଡିଗଡ଼, ୩୦ା୧୧(ପି.ଟି.) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ପୂର୍ବପାଳି ସରକାରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର…
ଏସବୁ ଲକ୍ଷଣରୁ ଜାଣନ୍ତୁ ପୁଅଟିଏ ବିବାହିତ କି ଅବିବାହିତ
ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ ମଙ୍ଗଳସୂତ୍ର ଦେଖିଲେ ସହଜରେ ବୁଝିଯିବେ ଝିଅଟିଏ ବିବାହିତା କି ଅବିବାହିତା। କିନ୍ତୁ ଜଣେ ପୁଅ…
Archives


