ଖଣ୍ଡଗିରି ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର,୫।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳର ବଳାତ୍କାର ପୀଡ଼ିତାଙ୍କୁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଗୁରୁବାର ଭେଟିଛନ୍ତି। ପ୍ରଥମେ ଖଣ୍ଡଗିରି ଥାନାରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।…
ଶୀତଦିନେ ୫ ମିନିଟ୍ କରନ୍ତୁ ଏହି ମୁଦ୍ରା…
ନୂଆଦିଲ୍ଲୀ: ଶୀତଦିନେ ସକାଳେ ଅଭ୍ୟାସ କରି ୫ ମିନିଟ୍ ସୂର୍ଯ୍ୟମୁଦ୍ରା କଲେ ଶରୀର ଉପରେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମନୁଷ୍ୟ ଶରୀର ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ଆଦି ପାଞ୍ଚ ତତ୍ତ୍ୱରେ ସୃଷ୍ଟି ହୋଇଛି ବୋଲି ପୁରାଣରେ…
ଏସବୁ ପାଇଁ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଦିଏ…
ନୂଆଦିଲ୍ଲୀ: କେତେକ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି ପ୍ରତିଦିନର ବାସି ପାଇଟି ସାରିବା ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାମ। ଏହାଦ୍ୱାରା ରାତିରେ…
୩୪ରେ ଧାଓ୍ବନ
ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ ଧାଓ୍ବନ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୩୪ ଟେଷ୍ଟ, ୧୩୩ ଦିନିକିଆ ଓ ୫୮ ଟି୨୦…
ପିଲାଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ: ରିଷି କପୁର
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁ ପୋଷ୍ଟରେ ସେ ଲେଖିଛନ୍ତି ମାତାପିତା ପିଲାମାନଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ। ଏହାସହ…
ଚାଇନାରେ କମାଲ୍ କରିବ ଗୋଲ୍ଡ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ରିଲିଜ୍ ହେବା ପ୍ରାୟ ବର୍ଷେ ହେଲାଣି। ଏବେ ଏହା ଚାଇନାରେ ରିଲିଜ୍ ହେବ ବୋଲି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି। ଏଥିରେ ସେ ଚାଇନାରେ…
ଚୁଜି ହେଲେଣି ଦିଶା
ଏଣିକି ଦିଶା ପଟାନି ବଲିଉଡ୍ରେ ଦେଖି ଚାହିଁ ପାଦ ପକାଇବେ। ତାଙ୍କ ଅଭିନୀତ କେତୋଟି ସିନେମା ହିଟ୍ ହେବା ପରେ ସେ ନିଜ କ୍ୟାରିୟରକୁ ହାଲ୍କା ଭାବରେ ନେବାକୁ ଚାହାନ୍ତି ନାହିଁ ବୋଲି ସେ କହନ୍ତି। ଚଳିତବର୍ଷ ତାଙ୍କ ଅଭିନୀତ ‘ଭାରତ’…
ହାଇକୋର୍ଟକୁ ସ୍ଥାନାନ୍ତର ହେବ ସ୍ୟାଟ୍ ମାମଲା
କଟକ ଅଫିସ,୫।୧୨: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଉଚ୍ଛେଦ ପ୍ରକ୍ରିୟା ଆଉ ପାଦେ ଆଗେଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ବେଞ୍ଚରେ ପଡ଼ି ରହିଥିବା ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ହୋଇଛି। ସାଟ୍ ଉଚ୍ଛେଦ ନେଇ ଆଗତ ମାମଲାର ଶୁଣାଣି…
ମେରେ ଦୋ ଦୋ ବାପ୍
ଥରେ ମନେପକାନ୍ତୁ ନା ସୁପରହିଟ୍ ଫିଲ୍ମ ‘ଗୋପୀ କିଷନ୍’ରେ ସୁନୀଲ ସେଟ୍ଟିଙ୍କ ରୋଲ୍କୁ। ଏଥିରେ ସେ ଡବଲ ରୋଲ୍ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏଥିରେ ତାଙ୍କର ଏକ ମାନିଆ ଡାଏଲଗ୍ ଥିଲା। ତାହା ହେଲା-‘ମେରା ଦୋ ଦୋ ବାପ୍’। ଚଳିତବର୍ଷ ଏହି…
ମହିଳାରୋଗୀଙ୍କୁ ଓ୍ବାଡେନ୍ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍ ନୋଟିସ୍
ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗୁରୁବାର ଦାୟିତ୍ୱରେ ଥିବା ଷ୍ଟାଫ୍ ନର୍ସ ଶାଶ୍ୱତି ବେହେରା ଏବଂ ଓ୍ବାଡେନ୍ ମନୋରମା ବେହେରାଙ୍କ…
ଡିଏମ୍କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ
ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍କେରେ ଯୋଗ ଦେଇଛନ୍ତି। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଡିଏମ୍କେରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଅରସକୁମାର ଡିସେମ୍ବର ୧ରେ…
୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ
ଜୟପୁର,୫।୧୨(ଡି.ଏନ.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗତ ୨ ତାରିଖରେ ସମ୍ପୃକ୍ତ ଛାତ୍ରୀଙ୍କ ଜୟପୁର ଜିଲା…
Archives


