Home Left

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ…

ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ବି ମିଳିବ ଦଣ୍ଡ: ମୋଦି ସରକାରଙ୍କ ନୂଆ ନିୟମ !

ନୂଆଦିଲ୍ଲୀ,୫।୧୨: ପୂର୍ବରୁ ମାତା-ପିତାଙ୍କ ସେବା କରୁ ନ ଥିବା ଝିଅ ପୁଅଙ୍କ ଉପରେ ଦଣ୍ଡାଦେଶର ବ୍ୟବସ୍ଥା ଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨୦୦୭ ମେଣ୍ଟେନାସ୍‌ ଆଣ୍ଡ୍‌ ଓ୍ବେଲଫେୟାର ଅଫ୍‌ ପ୍ୟାରେଣ୍ଟସ୍‌ ଆଣ୍ଡ୍‌ ସିଟିଜେନ୍‌ ଆକ୍ଟରେ କେତେକ ସଂଶୋଧନ…

ଯାତ୍ରୀଙ୍କଠାରୁ ଅଧିକ ଅଟୋଭଡା ନେବାରୁ କଟିଲା ୮ଲକ୍ଷ ଟଙ୍କାର ଚାଲାଣ

ବେଙ୍ଗାଲୁରୁ,୫।୧୨: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଲୋକେ ଏକ ପ୍ରକାର ସଜାଗ ହେଇଯାଇଛନ୍ତି ବୋଲି କୁହାଯାଉଛି। ହେଲେ କେତେଜଣ ଲୋକ ଏବେବି ଏହାକୁ ବେଖାତିର କରି ଚାଲିଛନ୍ତି। ଏମାନଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ଏବେ ବେଙ୍ଗାଲୁରୁ ପୋଲିସ…

ଫିଲ୍ଡ ଅମ୍ପାୟର ଦେବେ ନାହିଁ ନୋ ବଲ

ଦୁବାଇ,୫ା୧୨(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ଫିଲ୍ଡ ଅମ୍ପାୟର ଦର୍ଶାଇବେ ନାହିଁ। ଏହି ଗୁରୁଦାୟିତ୍ୱ ତୃତୀୟ ଅମ୍ପାୟର ନିର୍ବାହ କରିବେ ବୋଲି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)…

ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।…

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ ହେଲେ ମକରନ୍ଦ ପ୍ରଧାନ। ଗୁରୁବାର ମକରନ୍ଦ ମଦ ପିଇ ବିଳମ୍ବରେ ସ୍କୁଲକୁ ଆସିଥିଲେ। ପିଲାମାନେ…

ଧୋନୀଙ୍କୁ ଟପି ପାରନ୍ତି ପନ୍ତ

ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପନ୍ତ ଏପର୍ଯ୍ୟନ୍ତ ୭ଟି ଟି୨୦ ମ୍ୟାଚ୍‌ ଖେଳି ୩ ଷ୍ଟମ୍ପିଂ କରିଛନ୍ତି। ଏହି ଧାରାରେ…

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ ନିଜ କାମକୁ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ଆପଣ ଭାବୁଥିବେ ଆହତ ପାଇଁ ଏତେ ଚର୍ଚ୍ଚା କାହିଁକି।…

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ ଜାତୀୟ ସ୍ତରୀୟ କରାଟେ ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି। ଏହି ଅବସରରେ ଗୁରୁବାର…

ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ। ବୈଜ୍ଞାନିକ ତଥ୍ୟ ଅନୁସାରେ ଆଖିର ରଙ୍ଗ ଆଇରିସ୍‌ରେ ଥିବା ମେଲାନିନ୍‌ ଉପରେ…

ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍‌ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ…

ଗୀତ ଗାଇଲେ ଧୋନୀ

ନୂଆଦିଲ୍ଲୀ,୫ା୧୨- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଫିଲ୍ଡଠାରୁ ଗତ ୫ ମାସ ହେଲା ଦୂରେଇ ରହିଛନ୍ତି। ହେଲେ ଭିନ୍ନ ଭିନ୍ନ କାରଣ ଯୋଗୁ ଖବରରେ ରହିଆସୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri