Home Left

ଟ୍ରେଡ୍‌ ଲାଇସେନ୍‌ସ ପାଇଁ ବିଏମ୍‌ସିର ଚଢ଼ାଉ: ୧.୨୨ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜସ୍ବ ଆଦାୟର ସମସ୍ତ ଦିଗ ପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ନଜର ରଖିଛି। ଏବେ ଟ୍ରେଡ଼୍‌ ଲାଇସେନ୍ସ ଜନିତ ରାଜସ୍ବକୁ ଗୁରୁତ୍ୱ ଦିଆଯାଇଛି। ଗତ ତିନି ଦିନ ଧରି ବିଏମ୍‌ସି ପକ୍ଷରୁ ଉତ୍ତର ଜୋନ୍‌ରେ…

ଏପ୍ରିଲ ୮ରୁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଓଡ଼ିଶା ଜୁଏଲରୀ ଆସୋସିଏଶନ୍‌ (ଓଜେଏ) ଓ କେଏନ୍‌ସି ସର୍ଭିସ୍‌ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହେବ। ଏପ୍ରିଲ ୮ ଓ ୯ରେ ଏହା ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହେବ।…

ସିଏଏ ସମର୍ଥନରେ ୪୫୦କିିମି ତ୍ରିରଙ୍ଗା ପଦଯାତ୍ରା

ପୁରୀ ଅଫିସ,୨୯।୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ସିଏଏ ସମର୍ଥକ ଏବଂ ବିରୋଧୀ ମୁହଁ।ମୁହିଁ ହେଉଛନ୍ତି। ତେବେ ଏଭଳି…

୬ମାସ ଘୁଞ୍ଚିଲା ଇ-ବସ୍‌ ଚଳାଚଳ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ଚଳାଚଳ କରିଥାନ୍ତା ଇ-ବସ୍‌। ହେଲେ ଏବେ ସେହି ଆଶା ମଉଳି ଯାଇଛି। ଚାଇନାରେ ନିର୍ମିତ ହେଉଥିବା ଇ-ବସ୍‌ର ଉପକରଣ ଆସିପାରୁ ନ ଥିବାରୁ ଇ-ବସ୍‌ ଚଳାଚଳ କରିବାରେ ଆହୁରି…

ଧୈର୍ଯ୍ୟ ରଖ, ଜୀବନକୁ ଭଲପାଅ

ଢେଙ୍କାନାଳ ଅଫିସ,୨୯ା୨ – ଢେଙ୍କାନାଳ ସିନର୍ଜୀ ଇଞ୍ଜିନିୟରିଂ କଲେଜର ବାର୍ଷିକ ସାଂସ୍କୃତିକ ଉତ୍ସବ ସିନଫେଷ୍ଟ-୨୦୨୦ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଦିଲ୍ଲିଶ୍ୱର ମହାରଣା ଯୋଗଦେଇ କହିଲେ ଯେ, ମଣିଷ…

ଖାଉଟିଙ୍କ ପାଇଁ ଧାର୍ଯ୍ୟ ହେବ ଅଣ୍ଡା ଦର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଏଣିକି ଖାଉଟିଙ୍କ ପାଇଁ ଅଣ୍ଡା ଦର ଧାର୍ଯ୍ୟ କରାଯିବ। ଖାଉଟି ଅଣ୍ଡା ଚାଷୀଙ୍କ ବିକ୍ରି ଦର ମଧ୍ୟ ଜାଣିପାରିବେ। ଚାଷୀ କେତେ ଟଙ୍କାରେ ବ୍ୟବସାୟୀଙ୍କୁ ଦେଉଛନ୍ତି ଏବଂ ଖାଉଟି କେତେ ଟଙ୍କାରେ ଅଣ୍ଡା ପାଇବେ ତାହା ବିସ୍ତୃତ ଭାବେ…

ଅଙ୍ଗଦାନ ପାଇଁ ସୁଚିତ୍ରାଙ୍କ ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଭୁବନେଶ୍ୱର ପୋଖରୀପୁଟର ସୁଚିତ୍ରା ଦାଶ(୫୬)ଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିଥିବା ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ସୁଚିତ୍ରାଙ୍କ ପରିବାରର ମହତ କାର୍ଯ୍ୟ ଯୋଗୁ ୨ଜଣ ନୂଆ ଜୀବନ ପାଇଛନ୍ତି। ଏଥିପାଇଁ ସୁରଜ ଯୋଜନା ଅନୁଯାୟୀ ସରକାରଙ୍କ…

ଭାଙ୍ଗିଲା ସୂର୍ଯ୍ୟମନ୍ଦିର ମୂର୍ତ୍ତି, ବିବାଦରେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସାଦା ପଥର ଲଗାଇବା ବିବାଦ ଥମିନାହିଁ। ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। କିଛିଦିନ ତଳେ ଏଏସ୍‌ଆଇ ପକ୍ଷରୁ କୋଣାର୍କ…

ଉତ୍ତର, ଦକ୍ଷିଣ ଘୁମୁସରରେ କୃଷ୍ଣସାର ସଂଖ୍ୟା ବୃଦ୍ଧି

ଭଞ୍ଜନଗର/ବୁଗୁଡା/ଆସିକା,୨୯।୨(ଡି.ଏନ୍‌.ଏ.) – କୃଷ୍ଣସାର ମୃଗ ଗଞ୍ଜାମ ଜିଲାର ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାୟ ଦେଖାଦିଏ। ବ୍ରହ୍ମପୁର ଓ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କମ୍‌ ଦେଖାଦିଅନ୍ତି। ପ୍ରତି ଦୁଇବର୍ଷକୁ ଥରେ ରାଜ୍ୟରେ କୃଷ୍ଣସାର ମୃଗ ଗଣନା ହୁଏ। ଶୁକ୍ରବାର ଗଞ୍ଜାମ ଜିଲାର…

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଜୁଜୟନ୍ତୀ ଓ ପଞ୍ଚୟତିରାଜ ଦିବସ କଟକ ସହରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବରୀ…

ନଗଡ଼ାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭାରପ୍ରାପ୍ତ ଜିଲାପାଳ

କାଳିଆପାଣି,୨୯।୨(ଡିଏନଏ): ନଗଡ଼ା ପାଇଁ ସରକାର ମାଳ ମାଳ ଯୋଜନା କରି ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ମାତ୍ର ଏହି ଅଞ୍ଚଳର ବିକାଶ କେତେଦୂର ହୋଇଛି ତାହାର ତଦାରଖ କରିବାକୁ ଶୁକ୍ରବାର ନଗଡ଼ାରେ ପହଞ୍ଚତ୍ଥିଲେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ।…

ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି। ଏହି ସମ୍ମିଳନୀ ପାଇଁ ୪ମାସ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ଖୋଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?