Home Left

ଗୋଟିଏ ମଣ୍ଡପରେ ସ୍ତ୍ରୀ, ଶାଳୀଙ୍କୁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଭୋପାଳ,୯।୧୨: ମଧ୍ୟ ପ୍ରଦେଶରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଭିଣ୍ଡ୍‌ ଜିଲାର ଜଣେ ଏକ ବିବାହ ମଣ୍ଡପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀ ଅର୍ଥାତ୍‌ ଶାଳୀଙ୍କୁ ବିବାହ କରିଛନ୍ତି। ଏହାସହ ସେ ଉକ୍ତ ମଣ୍ଡପରେ ନିଜ ସ୍ତ୍ରୀଙ୍କୁ ପୁଣି…

ଏବେ ଏହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବେ ଇମ୍ରାନ

ମାନାମା,୯।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମୁସ୍‌ଲିମ ଦେଶ ବାହରିନ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିବ। ‘କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ରେନେସା’ ନାମକ ଏହି ଆଓ୍ବାର୍ଡରେ ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ତେବେ…

କର୍ନାଟକରେ କଂଗ୍ରେସକୁ ବୁଦ୍ଧି ଶିଖାଇଲେ ଜନତା: ମୋଦି

ବରହି,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦ୍‌ବୋଧନ ଦେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରହିରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି। ମୋଦି ତାଙ୍କ ଭାଷଣ ସମୟରେ କଂଗ୍ରେସକୁ…

ବିବାହ ପରେ ସ୍କୁଟିରେ ଗଲେ କ୍ରିକେଟର

ବାଙ୍ଗାଲୋର,୯।୧୨- ଚଳିତ ବିବାହ ସିଜନରେ ଗୋଟିଏ ପରେ ଗୋଟିଏ କ୍ରିକେଟର ବିବାହ କରୁଛନ୍ତି। ନିକଟରେ ମନୀଷ ପାଣ୍ଡେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାଙ୍କ ସାଥୀ ଖେଳାଳି କ୍ରୀଷ୍ଣପା ଗୋଥମ। ତାଙ୍କ ବିବାହ ଖବରରେ…

ମଣିଷଙ୍କୁ ନିମିଷକେ ମାରିପାରୁଥିବା ଏହି ଜୀବର ମୃତ୍ୟୁ ନାହିଁ…

ଓ୍ବାଶିଂଟନ: ଏଭଳି ଏକ ସାମୁଦ୍ରିକ ଜୀବ ରହିଛି ଯାହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ ନ ଥାଏ ବୋଲି ପ୍ରାଣୀ ବିଜ୍ଞାନୀ କହିଥାନ୍ତି। ଏହାକୁ ଦୁଇ ଭାଗ କରି କାଟିଦେଲେ…

ପୁରୀ ଗଣବଳାତ୍କାର ମାମଲା: ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୯।୧୨: ପୋଲିସ କ୍ବାର୍ଟର୍ସରେ ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର କୁମ୍ଭାରପଡ଼ା ପୋଲିସ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଭୁବନେଶ୍ବର ବାଘମରାର ରଞ୍ଜିତ ପରିଡ଼ା, ସ୍ତ୍ରୀ ଶୌର୍ଯ୍ୟ ଶେଫାଳି ଏବଂ ବୁଲୁ ବାରିକ। ପୂର୍ବରୁ ପୋଲିସ ୩ଜଣଙ୍କୁ…

ଶୀତଦିନେ ପାଦ ଓ ଆଙ୍ଗୁଳି ପୋଡ଼ାଜଳାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଶୀତଦିନେ ପରିବେଶ ଶୁଷ୍କ ଏବଂ ଥଣ୍ଡା ରହିଥାଏ। ଫଳରେ ଶରୀରର ନିମ୍ନ ଅଂଶରେ ରକ୍ତ ସଞ୍ଚାଳନ କମ ହୋଇଥାଏ। ତେଣୁ କେତେକଙ୍କଠାରେ ପାଦ ଓ ଆଙ୍ଗୁଳି ପୋଡ଼ାଜଳା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଘରୋଇ ଉପାୟ ଅବଲମ୍ବନ…

ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର ବହୁ ନାମୀଦାମି ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର…

ବିବାହ ଭୋଜିରେ ନବ ଦମ୍ପତିଙ୍କୁ ଅଢ଼େଇ କିଲୋ ପିଆଜ ଉପହାର

ଚେନ୍ନାଇ,୯।୧୨: ତାମିଲନାଡୁରେ ପିଆଜ କିଲୋ ୨ ଶହ ଟଙ୍କାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜିତ ଏକ ବିବାହ ଭୋଜିରେ ଅତିଥିମାନେ ନବ ଦମ୍ପତିଙ୍କୁ ଅଢ଼େଇ କିଲୋ ପିଆଜ ଉପହାର ଦେଇଛନ୍ତି। ସ୍ଥାନୀୟ କୁଡ୍ଡାଲୋରରେ ହୋଇଥିବା ବିବାହ ଭୋଜିରେ ଶାହୁଲ ଏବଂ…

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରିଛନ୍ତି। ସେଠାରେ ସେ ଏକ ଜନସଭାକୁ…

ବିଦେଶ ଯାତ୍ରା କରିପାରିବେ ରବର୍ଟ

ନୂଆଦିଲ୍ଲୀ,୯।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀର ଏକ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେ ତାଙ୍କର ଚିକିତ୍ସା ଓ ବ୍ୟବସାୟ କାମରେ ବିଦେଶ ଯାତ୍ରା କରିପାରିବେ ବୋଲି କୋର୍ଟ କହିଛନ୍ତି।…

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ପୁଣିଥରେ ସେ ଏମିତି ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri