Home Left

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଛତ୍ରପୁର,୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାର ପୃଥକ୍‌ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ଏକ ବାଇକ୍‌ ଧକ୍କା ଦେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍‌ ହେଉ କି ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସେ ସ୍ପଷ୍ଟବାଦୀ କଥା କହିବାରେ ବିଶ୍ୱାସ ରଖନ୍ତି। ପୂର୍ବରୁ କେବଳ…

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରର ଉନ୍ନତୀକରଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଏ ନେଇ ସୋମବାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଏବଂ ସିଂହଦ୍ୱାରରୁ ସବ୍‌ଷ୍ଟେଶନ…

ମହିଳାଙ୍କୁ ଗଣବଳାତ୍କାର ଘଟଣା: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୯।୧୨(ବ୍ୟୁରୋ) : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଧୀନରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା ଆଜି ଅର୍ଥାତ୍‌ ସୋମବାର କରାଯିବ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ…

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ: ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ କଲେ ସ୍ବାକ୍ଷର

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ ସ୍ବାକ୍ଷର କରିଛନ୍ତି। ଏହା ଦ୍ୱାରା ଦେଶର ସମ୍ବିଧାନର ମୂଳ ସ୍ବରୂପ ହଜି ଯିବାର ଆଶଙ୍କା ଥିବା ସେମାନେ କହିଛନ୍ତି। ଭାରତୀୟ ସମ୍ବିଧାନ ସବୁବେଳେ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ…

ବଳାତ୍କାର ମାମଲାର ଶୁଣାଣି ପାଇଁ ଉତ୍ତର ପ୍ରଦେଶରେ ଗଠନ ହେବ ୨୧୮ ଫାଷ୍ଟଟ୍ରାକ୍‌ କୋର୍ଟ

ଲକ୍ଷ୍ନୌ,୯।୧୨: ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ପରେ ପରେ ଉନ୍ନାଓ ଗଣବଳାତ୍କାର ମାମଲାକୁ ନେଇ ଏବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କଡା ପଦକ୍ଷେପ ନେଇଛନ୍ତି। ଦେଶ ତଥା ରାଜ୍ୟରେ ଏବେ ଏଭଳି ମାମଲା ବଢିବାରେ ଲାଗିଛି। ତେବେ ଉତ୍ତର…

ଆଲିଆଙ୍କୁ ସହି ପାରୁନାହାନ୍ତି କଙ୍ଗନାଙ୍କ ଭଉଣୀ

ଅଭିନେତ୍ରୀ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଆଲିଆଙ୍କୁ ଜମା ସହିପାରୁନାହାନ୍ତି। କିଛିଦିନ ହେବ ପ୍ରତ୍ୟେକ କଥାରେ ଆଲିଆଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ରଙ୍ଗୋଲୀ ଏକ ଟୁଇଟ୍‌ କରି ଆଲିଆଙ୍କ ପ୍ରତି ସିଧା ଆରୋପ ଲଗାଇଛନ୍ତି। ଅସଲ କାରଣ ହେଲା…

ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ

ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଗ୍ରାଉଣ୍ଡରେ ଶାପ ପଶିବା କାରଣରୁ ବିଦର୍ଭ-ଆନ୍ଧ୍ର ପ୍ରଦେଶ ମ୍ୟାଚ୍‌ ବିଳମ୍ଭରେ ଆରମ୍ଭ ହୋଇଛି। ଏ…

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ ଫୋନ୍‌ କଲ୍‌ ସମସ୍ତଙ୍କୁ ବେଶ୍‌ ଭାବୁକ କରିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଥିବା ମୁଶରଫ…

ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ଦେଶର ଇତିହାସରେ ସବୁଠାରୁ ଯୁବ…

୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ସେ ସାମାନ୍ୟ ଖୁସି ଅଛନ୍ତି। ସକାଳ ପ୍ରାୟ ୧୧ ଟା ସୁଦ୍ଧା ତାଙ୍କ…

ସଞ୍ଜୁ ସାମସନଙ୍କୁ ଚିୟର କଲେ ଥିରୁଭାନନ୍ତପୁରମ ଦର୍ଶକ

ଥିରୁଭାନନ୍ତପୁରମ,୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଇକେଟକିପର ସଞ୍ଜୁ ସାମସନଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ମାତ୍ର ଟସ୍‌ ପଡ଼ିବା ଆଗରୁ ସଞ୍ଜୁ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri