Home Left

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ତଥା ଫିଲ୍ମ କ୍ରିଟିକଙ୍କ…

ଉନ୍ନାଓ ଘଟଣାରେ ମର୍ମାହତ ମହିଳା ନିଜ ଝିଅ ଉପରେ ଢାଳିଲେ ପେଟ୍ରୋଲ: ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୭।୧୨: ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ସଫ୍‌ଦରଜଙ୍ଗ ହସ୍ପିଟାଲ ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ଦେଇଛନ୍ତି। ଏମିତି ବିରୋଧ ମହିଳା ଜନତାଙ୍କ ଉଦ୍ଦେଶ୍ୟରେ କରୁଥିଲେ ସତ ହେଲେ ଏଥିରେ…

ରାଜୀବ ଗାନ୍ଧୀଙ୍କଠାରୁ ଫେରାଇ ନିଆଯାଉ ଭାରତ ରତ୍ନ: ଦାବି କଲେ ହରସିମରତ୍‌ କୌର

ନୂଆଦିଲ୍ଲୀ,୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍‌ କୌର ଦାବି କରିଛନ୍ତି। ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗା ପାଇଁ ସେ ରାଜୀବ ଗାନ୍ଧୀଙ୍କୁ ଦାୟୀ କରି ଏଭଳି…

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନିରେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ନନ୍ଦନ…

ଉନ୍ନାଓ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ପ୍ରିୟଙ୍କା

ଉନ୍ନାଓ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶରେ ଶୋକପ୍ରକାଶ ପାଇବା ସହ ଜନତାଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଛି। ଝିଅର ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ…

ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗଣଶିକ୍ଷକ ମହାନ୍ତ ପ୍ରାୟ ଶିକ୍ଷା ଦିବସରେ ନିଶାସକ୍ତ ହୋଇ ସ୍କୁଲକୁ ଯାଇଥାନ୍ତି।…

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ ସୁନ୍ଦର ବଗିଚା କରିହେବ। ପରିବେଶ୍‌ବିତ୍‌ଙ୍କ ମତରେ ଡ୍ରଇଂ କିମ୍ବା ଡାଇନିଂ ରୁମ୍‌ରେ ମଧ୍ୟ ଆପଣ…

ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗରା ଗାଁର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୁଭମ୍‌…

ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ: ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ୭୦ ବର୍ଷ ତଳେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୭।୧୨: ପ୍ରତିବର୍ଷ ଡିସେମ୍ବର ୭କୁ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳନ କରାଯାଇଥାଏ। ୧୯୪୯ଠାରୁ ଗତ ୭୦ ବର୍ଷ ଧରି ଏଭଳି ଜାରି ରହିଛି। ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ଏହି ଦିବସ ଦେଶବ୍ୟାପି ପାଳିତ ହୋଇଥାଏ। ୧୯୪୭ ଅଗଷ୍ଟ…

ଏଟିଏମ୍‌ ଟ୍ରେଜେରି କାଟି ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକେସ୍‌ ଏଟିଏମ୍‌ରୁ ଶୁକ୍ରବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ଏଟିଏମ୍‌ ଟ୍ରେଜେରି କାଟି ଟଙ୍କା ନେବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ସିସିଟିଭି…

ପିଚ୍‌ ଖରାପ ଥିବାରୁ ପ୍ରଥମ ଦିନର ଖେଳ ବାତିଲ

ମେଲବୋର୍ନ,୭।୧୨- ସ୍ଥାନୀୟ ଏମ୍‌ସିଜି ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ର ପ୍ରଥମ ଦିନ ବାତିଲ କରାଯାଇଛି। ପିଚ୍‌ ଖେଳିବା ପାଇଁ ଉପଯୋଗୀ ନ ଥିବାରୁ ଫିଲ୍ଡ ଅମ୍ପାୟର ଏଭଳି…

ଏୟାରଟେଲ୍‌ ଉପଭୋକ୍ତା ଏବେ ସମସ୍ତ ନେଟଓ୍ବର୍କକୁ କରିପାରିବେ ଅନ୍‌ଲିମିଟେଡ୍‌ ଫ୍ରି କଲ୍‌

ନୂଆଦିଲ୍ଲୀ,୭।୧୨: ଟେଲିକମ କମ୍ପାନୀଙ୍କ କଲ୍‌ ରେଟ୍‌କୁ ନେଇ ଏବେ ଗ୍ରାହକ ଏକ ପ୍ରକାର ହଡବଡେଇ ଯାଉଛନ୍ତି। ଏତିକି ବେଳେ କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଆଣିଛି ଖୁସି ଖବର। କାରଣ ଏବେ କମ୍ପାନୀ ଫେୟାର ୟୁସେଜ ପଲିସି ଲିମିଟ(ଏଫ୍‌ୟୁପି)ଚାର୍ଜକୁ ହଟାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri