ନାଗରିକତ୍ୱ ବିଲ୍ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ
ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍କୁ ନେଇ ୧୨ ଘଣ୍ଟା ଧରି ଜୋର୍ଦାର ବିତର୍କ ପରେ ଏହା ନିମ୍ନ ସଦନର ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଭୋଟ ପଡିଥିବାବେଳେ ବିପକ୍ଷରେ…
ବୋମା ପକାଇ ବ୍ୟବସାୟୀଙ୍କୁ ଧମକ: ୩ ଅଟକ, ୨ ବାଇକ୍ ଓ ବୋମା ଜବତ
ଖଣ୍ଡପଡା,୧୦ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଦୁର୍ଗା ବଜାରରେ ସୋମବାର ବୋମା ପକାଇ ବ୍ୟବସାୟୀଙ୍କୁ ଧମକ ଦେବା ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ୨ଟି ବାଇକ୍ ଜବତ କରିଛି। ଦୁର୍ଗା ବଜାରରେ ବ୍ୟବସାୟୀ ଶରତ ମହାପାତ୍ରଙ୍କ ଦୋକାନ ସମ୍ମୁଖରେ…
ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍ପିଙ୍କ ତଦନ୍ତ
ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ ତାଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିବା ଘଟଣାରେ ସୋମବାର ପୋଲିସ ପକ୍ଷରୁ…
ନବ ଦମ୍ପତିଙ୍କୁ ପିଆଜ ଭେଟି
ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି ଉତ୍ସବରେ ଭେଟି ସ୍ବରୂପ ଦେବାକୁ ପସନ୍ଦ କଲେଣି। ରବିବାର ଘଟିଥିବା ଏପରି ଏକ ଘଟଣା…
ନିସାହା ତୁଳସାକୁଁ ସାହାଯ୍ କଲା ଓଁଶ୍ରୀ ଯୁବକ ସଂଘ
ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍କେ ୧୮ ଦିନ୍ ହେଲା ଘରର ପିଁଢ଼ାରୁ ପଡ଼ି ତାକର ଡେବରି ଗୋଡ଼ ଭାଂଗି ଯାଇଛେ। ଇଆଡ଼େ ତାକର ଆପ୍ନେ ସୀତାରାମ ନନ୍ଦ ବଛ୍ରେ…
ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା
କଟକ ଅଫିସ,୧୦ା୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍ ଆରମ୍ଭ ହୋଇଛ। ପେସ୍ ବୋଲିଂ ସୁହାଉଥିବା ଏହି ଗ୍ରାଉଣ୍ଡରେ ପ୍ରଥମ ଦିବସରେ ମୋଟ୍ ୧୩ଟି ଉଇକେଟ ପତନ…
ଭିଜିଲାନ୍ସ ଜାଲରେ ଉଡ୍ରା ପିଇଓ
ଭଞ୍ଜନଗର,୯।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଉଡ୍ରା ପିଇଓ ମନୋଜ କୁମାର ସାହୁ ସୋମବାର ଅପରାହ୍ନରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପଞ୍ଚାୟତର ଅସ୍ଥାୟୀ ପିଅନ ପାଣୁ ଚନ୍ଦ୍ର ସେଠୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…
ଯାଞ୍ଚ ପରେ ଠପ୍ ବିବାହମଣ୍ଡପ, କଲ୍ୟାଣମଣ୍ଡପ ସିଲ୍ ପ୍ରକ୍ରିୟା: ବାହାଘର ବାହାନାରେ ରହିଲା ସ୍ଥଗିତ
ଭୁବନେଶ୍ୱର, ୯ା୧୨ (ବ୍ୟୁରୋ): ଭୁବନେଶ୍ୱରର ଦୁଇ ଜୋନ ଦକ୍ଷିଣ ପୂର୍ବ ଓ ଉତ୍ତର ଜୋନରେ କଲ୍ୟାଣମଣ୍ଡପ ଓ ବିବାହ ମଣ୍ଡପଗୁଡ଼ିକର ଯାଞ୍ଚ ସରିଛି। ଯାଞ୍ଚ ପରେ ଟ୍ରେଡ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ, ଓ୍ବୋଷ୍ଟ ମ୍ୟାନେଜ୍ମେଣ୍ଟ, ଉପୁଜୁଥିବା ଟାଫିକ୍ ସମସ୍ୟା…
ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ
ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ତିଥିରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ…
ଉଥାପ୍ପାଙ୍କ ଶତକ: କେରଳ ୨୭୬/୩
ଥୁମ୍ବା (କେରଳ), ୯ା୧୨ (ପି.ଟି.)-ଏଠାରେ ସୋମବାର ଆରମ୍ଭ ହୋଇଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍ ଏ’ ମ୍ୟାଚରେ ରବିନ ଉଥାପ୍ପା ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିବାବେଳେ କେରଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇେକେଟ ବିନିମୟରେ ୨୭୬…
ରୁଷିଆକୁ ୪ ବର୍ଷ ବାସନ୍ଦ କଲା ଓ୍ବାଡା
ଲାଉସାନେ, ୯ା୧୨ (ଏପି)-ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ରୁଷିଆ ପତାକା ଉଡ଼ିବ ନାହିଁ କିମ୍ବା ଏହାର ଜାତୀୟ ସଙ୍ଗୀତ ଗାନ ହେବ ନାହିଁ। କେବଳ ସେତିକି ନୁହେଁ ସୋମବାରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ କ୍ରୀଡ଼ା ଇଭେଣ୍ଟରୁ ରୁଷିଆକୁ…
ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ପ୍ରଖ୍ୟାତ ମଡେଲ ତଥା ବଲିଉଡ ଅଭିନେତ୍ରୀ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ଜରିଆରେ ନିଜେ ଏହାର ଖୁଲାସା କରିଛନ୍ତି ଲିଜା। ଗର୍ଭବତୀ ଥିବା ଫଟୋ ମଧ୍ୟ ସେ ନିଜ ଫ୍ୟାନଙ୍କ ସହ ଶେୟାର କରିଛନ୍ତି। ଏକ ସୁସ୍ଥ…
Archives


