ନାଲ୍କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର
ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୋମବାର ଏକ ଅର୍ଡର ଜାରି ହୋଇଛି। ପାତ୍ର ବର୍ତ୍ତମାନ ନାଲ୍କୋର ବିତ୍ତ ନିର୍ଦ୍ଦେଶକ…
ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍ କଲେ ପ୍ରଶଂସା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ମାହି। ନିକଟରେ ସେ ଏକ ପ୍ରେଟୋଲ ପମ୍ପ ପାଖରେ ବସିଥିବାର ଭିଡିଓ…
ଭାରତର ଏହି ଖେଲାଳିଙ୍କୁ କ୍ରିକେଟର ଖ୍ରୀଷ୍ଟିଆନୋ ରୋନାଲଡୋ କହିଲେ ବ୍ରାଏନ ଲାରା
ଖୋର୍ଦ୍ଧା ଅଫିସ୍,୧୬।୧୨: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ ଲାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଫୁଟବଲ କିମ୍ବଦନ୍ତୀ ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରିଛନ୍ତି। କୋହଲିଙ୍କ ଖେଳ ପ୍ରତି ଥିବା ସମର୍ପଣ ଭାବକୁ ସେ ପ୍ରଶଂସା କରିଛନ୍ତି। ବିରାଟଙ୍କ…
ରାହୁଲଙ୍କ ଭାଷଣର ପ୍ରତିଲିପି ମାଗିଲେ ଇସି
ନୂଆଦିଲ୍ଲୀ,୧୭ା୧୨(ପି.ଟି.)-ଏକ ନିର୍ବାଚନୀ ସଭାରେ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ପ୍ରତିଲିପି ନିର୍ବାଚନ କମିଶନ (ଇସି) ଝାଡ଼ଖଣ୍ଡ ନିର୍ବାଚନ ଅଧିକାରୀଙ୍କୁ ମାଗିଛନ୍ତି। ଦେଶରେ ବଳାତ୍କାର ବଢ଼ିଚାଲିଥିବାରୁ କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’କୁ ବ୍ୟଙ୍ଗ…
୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନର ଅପବ୍ୟବହାର ରୋକିବା…
ଖୋଲିଲା ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦ୍ରୋଗ ଚିକିତ୍ସା କେନ୍ଦ୍ର
ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଏଣିକି କ୍ୟାପିଟାଲ୍ ହସ୍ପିଟାଲରେ ମିଳିବ ଉନ୍ନତ ମାନର ହୃଦରୋଗ ଚିକିତ୍ସା ସେବା। ଏଥି ଲାଗି ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସୋମବାର ହସ୍ପିଟାଲରେ…
ସିଏଏରେ ଭାରତୀୟ ପ୍ରଭାବିତ ହେବେନି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୭ା୧୨-ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଯୋଗୁ ଭାରତୀୟ ନାଗରିକ ପ୍ରଭାବିତ ହେବେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଆଇନକୁ ବିରୋଧ କରି ହିଂସା ଘଟାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିତର୍କ, ଆଲୋଚନା ଓ ମତଭେଦ ଗଣତନ୍ତ୍ରର ଅପରିହାର୍ଯ୍ୟ…
ଇଡ୍କୋ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ
ଭୁବନେଶ୍ୱର,୧୭।୧୨(ବ୍ୟୁରୋ):ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ପୂର୍ବାହ୍ନରେ ଇଡ୍କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍କୋ) ଦ୍ବାରା ଆରମ୍ଭ କରାଯାଇଥିବା ଆଇଟି ଗୋ-ଆଇ ପାସ୍ ସମ୍ପର୍କରେ ଉଦ୍ୟୋଗୀମାନଙ୍କ ଆବେଦନର ଆବଣ୍ଟନ ବିଷୟରେ ଅବଗତ…
‘ଦେଶବାସୀଙ୍କ ବିରୋଧରେ ଯୁଦ୍ଧାରମ୍ଭ କରିଛନ୍ତି ମୋଦି’
ନୂଆଦିଲ୍ଲୀ,୧୭ା୧୨(ପି.ଟି.): ମୋଦି ସରକାର ଦେଶକୁ ଭାଗ ଭାଗ କରିବା ସହ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କହିଛନ୍ତି। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସୋନିଆ…
ଗଜପତିଙ୍କ ମନ୍ତବ୍ୟକୁ କଂଗ୍ରେସର ନିନ୍ଦା
ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କ ସମ୍ମାନ ରହିଛି। ତାଙ୍କ ସ୍ଥାନ ସ୍ବତନ୍ତ୍ର ଏବଂ ବହୁ ଉଚ୍ଚରେ ବୋଲି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ମାତ୍ର ପୁରୀର ବିକାଶ…
ରିତେଶ୍ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା କମେଡି କିଙ୍ଗ୍ ରିତେଶ୍ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ ଜେନେଲିଆ…
ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍ ସେବା
ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ ସ୍ଥିତିରେ ସେପରି ସୁଧାର ଆସି ନ ଥିବାବେଳେ ପଶ୍ଚିମବଙ୍ଗରେ କ୍ରମଶଃ ସ୍ବାଭାବିକ ହେଉଛି ଟ୍ରେନ୍…
Archives


