ହୃଦ୍ପିଣ୍ଡ ସୁସ୍ଥ ରଖେ ସୋରିଷ ତେଲ
ପ୍ରାୟ ସମସ୍ତଙ୍କ ଘରେ ପ୍ରତିଦିନ ସୋରିଷ ତେଲର ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତି ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ସୋରିଷ ତେଲ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା। ଆପଣ…
ଶିମରୋନ ହିଟ୍ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍ ସ୍ଥିତି ଦୃଢ
ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଶିମରୋନ ହିଟ୍ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ୍ ୩୩ ଓଭରରେ ୧ ଉଇକେଟ ହରାଇ ୧୭୮ ରନ୍ ସଂଗ୍ରହ କରିଛି। ସାଇ…
ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ଫାରୁଖ ଅବଦୁଲ୍ଲା: ଯଶଓ୍ବନ୍ତ ସିହ୍ନା
ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ବର୍ହିର୍ବ୍ୟାପାର ତଥା ଅର୍ଥ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ର୍ୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଏକ ଟୁଇଟ ଜରିଆରେ ସେ କହିଛନ୍ତି, ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା। ସେ ଫାରୁଖଙ୍କ ଅଟକ…
ଦେହବ୍ୟବସାୟ ଭିଡିଓ ଭାଇରାଲ ଘଟଣା: ହୋଟେଲରେ ଚଢ଼ାଉ, ମାଲିକ, ମ୍ୟାନେଜର ଗିରଫ
ଜଳେଶ୍ୱର,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଥିବା ଘରୋଇ ହୋଟେଲଗୁଡ଼ିକରେ ଦେହ ବ୍ୟବସାୟ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ ବାସିନ୍ଦା ପୋଲିସ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଏଭଳି…
କୋଇଲା ଉତ୍ତୋଳନରେ ଏମ୍ସିଏଲର ରେକର୍ଡ:ଡିସେମ୍ବର ୧୪ରେ ୬.୪୬ ଲକ୍ଷ ଟନ୍
ତାଳଚେର,୧୫ା୧୨(ନି.ପ୍ର.)- ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ)ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୧୪ ତାରିଖରେ ୬.୪୬ ଲକ୍ଷ ଟନ କୋଇଲା ଉତ୍ତୋଳନ କରି ନୂତନ ରେକର୍ଡ କରିଛି। ତାଳଚେର କୋଲଫିଲ୍ଡସରୁ ୩.୯୭,୧୩୯ ମିଲିୟନ ଟନ ଏବଂ ଇବଭାଲିରୁ ୨.୪୯.୨୬୨ ମିଲିୟନ ଟନ…
ଦିବା-ରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆର ବୃହତ୍ ବିଜୟ
ପର୍ଥ, ୧୫।୧୨ (ଏଏଫ୍ପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୨୯୬ ରନର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୪୬୮ ରନର ବିଶାଳ ଟାର୍ଗେଟ୍କୁ ପିଛା କରି ନ୍ୟୁଜିଲାଣ୍ଡ ରବିବାର…
ରାଓ୍ବଲପିଣ୍ଡି ଟେଷ୍ଟ: ଡ୍ର’ ମ୍ୟାଚ୍ରେ ଆବିଦ୍ଙ୍କ ବିରଳ କୀର୍ତ୍ତିମାନ
ରାଓ୍ବଲପିଣ୍ଡି, ୧୫।୧୨ (ଏଏଫ୍ପି)- ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ଏହାର ଘରୋଇ ମାଟିରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଡ୍ର’ରେ ଶେଷ କରିଛି। ଶ୍ରୀଲଙ୍କା ବିପକ୍ଷ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ ରବିବାର ଅନ୍ତିମ ତଥା ୫ମ ଦିବସରେ ବିନା…
ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍
ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ ମେଣ୍ଟ ସରକାର ଉପରେ ବର୍ଷିଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ସଭରକରଙ୍କୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍ ସ୍ବାମୀଙ୍କ ପରଲୋକ
ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ସୋମବାର…
ସିଏଏକୁ ବିରୋଧ: ଜାମିଆରେ ବସ୍ ଜାଳିଦେଲେ ପ୍ରଦର୍ଶନକାରୀ
ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ…
ଡାକ୍ତରଙ୍କ ଉପରକୁ ଗୁଳିମାଡ
ଖୋର୍ଦ୍ଧା ଅଫିସ୍, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ବଲାଙ୍ଗୀର-ଖୋର୍ଦ୍ଧା ୫୭ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଏକ ଘରୋଇ…
ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍ର ବିଜୟ ଲକ୍ଷ୍ୟ
ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ୍ କରିଛି। ଫଳରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଆଗରେ ୨୮୮ ରନ୍ର ବିଜୟ ରହିଛି।…
Archives


