କଡା ସୁରକ୍ଷା ମଧ୍ୟରେ ଓଡ଼ିଶା ଛାଡିଲେ ଭାରତୀୟ ଦଳ
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା। ନିଜ ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ହୋଟେଲ…
ତାମିଲନାଡୁରେ ଆୟୋଜିତ ହେଲା ପ୍ରଥମ କ୍ୟାଟ ଶୋ’
କୋଏମ୍ବାଟୁର,୨୩।୧୨: କୋଏମ୍ବାଟୁରର କ୍ୟାଟେରୀ କ୍ଲବ ଦ୍ୱାରା ରବିବାର ତାମିଲନାଡୁର ପ୍ରଥମ କ୍ୟାଟ ଶୋ’ ବା ବିଲେଇ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଶୋ’ରେ ପ୍ରାୟ ୨୦ ପ୍ରଜାତିର ୧୫୦ଟି ବିଲେଇ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ସିଆମିଜ, ମେ କୌନ, ପର୍ସିଆନ୍…
୫ ମାସରେ ନଦୀରେ ପରିଣତ ହୁଏ ହୋଟେଲ
ଷ୍ଟକ୍ହୋମ୍,୨୩।୧୨: ସ୍ବିଡେନ୍ରେ ପ୍ରତିବର୍ଷ ଶୀତଦିନେ ଟୋର୍ନ ନଦୀରେ ବରଫ ହୋଟେଲ ନିର୍ମାଣ କରାଯାଏ। ଶୀତଦିନେ ଏଠାରେ ତାପମାତ୍ରା ମାଇନସ୍ ୧୮ରୁ ୪୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥାଏ। ଫଳରେ ବରଫ ହୋଟେଲ ନିର୍ମାଣ କରିବା ସହଜ ହୋଇଥାଏ। ୧୯୮୯ଠାରୁ ଏଭଳି ହୋଟେଲ…
ଭାରତ-ପାକ୍ ସୀମାରେ ୪ ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ
ଜୟପୁର,୨୩।୧୨: ରାଜସ୍ଥାନ ଜୈସଲମେର ନିକଟ ଭାରତ-ପାକିସ୍ତାନ ସୀମାରେ ୪ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ ହୋଇଛି। ସୋମବାର ଲୋଙ୍ଗଓ୍ବୋଲ ସୀମାରେ ଓଏନ୍ଜିସି ତୈଳ ଓ ଗ୍ୟାସ ପଦାର୍ଥ ଖୋଜୁଥିବା ସମୟରେ ଏହି ଟ୍ୟାଙ୍କ ମାଇନ୍ସ ମିଳିଥିଲା। ସଙ୍ଗେସଙ୍ଗେ ଓଏନ୍ଜିସିର ଶ୍ରମିକ ତାକୁ ବାହାର…
ଲିଭର ରୋଗ ଚିହ୍ନଟର ନୂଆ ଉପାୟ
ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ୟୁନିଭର୍ସିଟିର ପ୍ରଫେସର ୟାଙ୍ଗ୍ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗ୍ରୁପ୍ ଏ ନେଇ ଗବେଷଣା…
ମହାକାଶ ମନ୍ଥନ
‘ଅଗ୍ନି-୨’ର ସଫଳ ଉତ୍କ୍ଷେପଣ : ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୨’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଏବଂ ଭଦ୍ରକ ଜିଲାସ୍ଥିତ ଅବଦୁଲ୍ କଲାମ ଦ୍ୱୀପରେ କରାଯାଇଛି। ଉତ୍କ୍ଷେପିତ ହେଲା ଜିସାଟ୍-୩୧ : ଆମ ଦେଶରେ ଏଟିଏମ୍ ନେଟଓ୍ବର୍କ…
ଡାଇବେଟିସ୍ ଓ ରୋଟାଭାଇରସ ଇନ୍ଫେକ୍ଶନ
ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍ଫେକ୍ଶନ ମଧ୍ୟ ଟାଇପ-୧ ଡାଇବେଟିସ୍ ପାଇଁ ଦାୟୀ। ଏପରି ଇନ୍ଫେକ୍ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍ ରହିଛି…
ଦିନେ ପ୍ରାକ୍ଟିସ୍ କରିବାକୁ ଏହି ଖେଳାଳିଙ୍କ ପାଖରେ ଜୋତା ନ ଥିଲା, କଟକରେ ଦେଖାଇଲେ ଜଲଓ୍ବା
କଟକର ବାରବାଟୀ ଷ୍ଟାଡିୟମ୍ ଯୁବ ବୋଲର ନବଦୀପ ସଇନୀଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ୨୭ ବର୍ଷୀୟ ସଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ବାରବାଟୀରେ ଦିନିକିଆ ପଦାର୍ପଣ କରିଥିଲେ। ହରିୟାଣାର କର୍ନଲରେ ଜନ୍ମଗ୍ରହଣ କରିଥିବା ନବଦୀପ ଭାରତୀୟ ଟିମ୍ ପାଇଁ…
ମିନି ରୋବଟ୍
ରୋବଟ୍ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ୍ ପ୍ରସ୍ତୁତ କରିଛନ୍ତି। ଏହା କାନ୍ଥ ଉପରେ ଚଢ଼ି ତାହାକୁ ସଫା…
ନ୍ୟୁରୋଷ୍ଟିମ୍ୟୁଲେଟର ଡିଭାଇସ୍
ପାର୍କିନସନ ପରି ସ୍ନାୟୁଗତ ରୋଗର ସହଜ ଚିକିତ୍ସା ପାଇଁ ‘ନ୍ୟୁରୋଷ୍ଟିମ୍ୟୁଲେଟର’ ନାମକ ଡିଭାଇସ୍ ପ୍ରସ୍ତୁତ କରାଯାଇଛି। ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ଡିଭାଇସ୍ ତିଆରି କରିଛନ୍ତି। ଉକ୍ତ ଡିଭାଇସ୍ର ଏପରି ଶକ୍ତି ରହିଛି, ଯାହା ସ୍ନାୟୁଗୁଡିକୁ ପୂର୍ବାପେକ୍ଷା ଅଧିକ…
କ୍ରିକେଟ୍ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମନ୍ସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ। କିନ୍ତୁ ତାଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ଜେଜେଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଇବ୍ରାହିମ୍ଙ୍କ…
୮ କୋଟି ଟଙ୍କାର କୁକୁର ଚୋରି
ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍ ଏନ୍. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ…
Archives


