ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ପୁରୀରୁ ଗିରଫ
ଜଳେଶ୍ୱର,୯।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ। ଅଶୋକ ଉକ୍ତ ନାବାଳିକାଙ୍କୁ ଅପହରଣ…
ଫରହାନ ଅଖତରଙ୍କୁ ପୂରିଲା ୪୬: ପାଠପଢ଼ା ଅଧାରୁ ଛାଡି ବଲିଉଡ୍ରେ ଦେଇଥିଲେ ପାଦ; ୫୦ ଥର ଦେଖିଛନ୍ତି ଶୋଲେ ଫିଲ୍ମ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ଗୁରୁବାର ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠ ଛାଡି ରିତେଶ ସିଧ୍ୟଓ୍ବାନୀଙ୍କ ସହିତ ମିଶି ୧୭…
ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ
ମାଲକାନଗିରି,୯।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…
ଏନ୍ଏଲ୍ସି କମ୍ପାନୀକୁ ବିରୋଧ, ମାଟିଖୋଳା କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ
ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ରେଙ୍ଗାଳି ତହସିଲ ତଲାବିରା କୋଇଡ଼ା ଖଣି ୧ ଓ ୨ ନମ୍ବର ଏନ୍ଏଲ୍ସି କମ୍ପାନୀ କୋଇଲା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଆରମ୍ଭରୁ ବିରୋଧ କରୁଥିଲେ। ଗୁରୁବାର ବଳପୂର୍ବକ ଭାବେ ପୋଲିସ ଫୋର୍ସ ମୁତୟନ କରି ମାଟି…
ସେହି ୧୬ବର୍ଷ
ଡିମ୍ପଲ କାପାଡିଆଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ବବି’ରୁ। ରାଜ କପୁର ଏହି ନବାଗତାଙ୍କ ଉପରେ ଭରସା ରଖି ତାଙ୍କୁ ସେ ସମୟର ରୋମାଣ୍ଟିକ ନାୟକ ରିଷି କପୁରଙ୍କ ଅପୋଜିଟ୍ରେ ଚୟନ କରିଥିଲେ। ହେଲେ ସେତେବେଳେ ଡିମ୍ପଲଙ୍କ ବୟସ କେତେ…
କଂଗ୍ରେସକୁ ଝଟ୍କା ଦେଲେ ମମତା
କୋଲକାତା,୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟ୍କା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଜାନୁୟାରୀ ୧୩ରେ ଆୟୋଜିତ ବିରୋଧୀ ଦଳ ବୈଠକରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ…
ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ
ଥିରୁଭାନନ୍ତପୁରମ୍, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍ ନାମକ ଜଣେ ଯୁବତୀଙ୍କ ବିବାହ କୋଚିର ଏକ ହୋଟେଲରେ ଅନୁଷ୍ଠିତ ହେବାର ଥିଲା। ସେ ୮ ମାସ ପୂର୍ବରୁ…
ଆରମ୍ଭରୁ ତ୍ରିମୁଖୀ ଲଢ଼େଇ
ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ ଆରମ୍ଭରୁ ରିଲିଜକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଜାନୁୟାରୀରେ ପଛକୁ ପଛ ତିନୋଟି ଓଡ଼ିଆ…
୨୦୧୯ରେ ସବୁଠୁ ବେଶି ବଦଳିଛି ପାଗ
ନୂଆଦିଲ୍ଲୀ: ଭାରତରେ ବିଶ୍ୱତାପନ(ଗ୍ଲୋବାଲ୍ ଓ୍ବାର୍ମିଂ)ର ପ୍ରଭାବ ସ୍ପଷ୍ଟ ଅନୁଭୂତ। ୧୯୦୧ ମସିହା ପରେ ୨୦୧୯ ଭାରତରେ ସପ୍ତମ ଉତ୍ତପ୍ତ ବର୍ଷ ଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡି) ପକ୍ଷରୁ ନିକଟରେ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶରେ ୨୦୧୬କୁ ସର୍ବାଧିକ ଉତ୍ତପ୍ତ…
ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ପହଞ୍ଚିଲେ ୧୫ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୯।୧: ଜମ୍ମୁ-କଶ୍ମୀରର ସ୍ଥିତି ପରଖିବାକୁ ୧୫ ରାଷ୍ଟ୍ରଦୂତ ଗୁରୁବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ଜାନୁୟାରୀ ୯-୧୦ ଦୁଇଦିନ ଧରି କଶ୍ମୀରରେ ରହିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ମାଲଡିଭିସ, ନରଓ୍ବେ, ଆର୍ଜେଣ୍ଟିନା, ନାଇଜର, ଟୋଗୋ, ଭିଏତ୍ନାମ, ବାଂଲାଦେଶ, ସାଉଥ୍ କୋରିଆ, ପେରୁ…
ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର
ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚଢ଼େୟା ଗ୍ରାମର ଦିଗାମ୍ବର ଦାସଙ୍କ ୮ ଲକ୍ଷ ୨୦ ହଜାର ଟଙ୍କାର ବିଲ୍…
ଘରଭଡ଼ାରୁ ମୁକ୍ତି ପାଇଁ ଯୁବତୀ ନେଲେ ଏମିତି ପଦକ୍ଷେପ
ଏଡିନ୍ବର୍ଗ: ଘରଭଡ଼ା ଦେଇ ଜଣେ ୨୫ ବର୍ଷୀୟା ଯୁବତୀ ଏତେ ବିରକ୍ତି ହୋଇଯାଇଥିଲେ ଯେ, ଶେଷରେ ୩୫ ବର୍ଷର ଏକ ପୁରୁଣା ଭ୍ୟାନ କିଣି ନିଜର ଘର କରିଦେଇଛନ୍ତି। ସ୍କଟ୍ଲାଣ୍ଡ୍ର ପେସ୍ଲେ ସହରରେ ରହୁଥିବା କ୍ୟାଟ୍ଲିନ୍ ମନେ ୩ ହଜାର ପାଉଣ୍ଡ…
Archives


