Home Left

ବିଶ୍ୱର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୦।୧: ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପାସପୋର୍ଟକୁ ନେଇ ବିଭିନ୍ନ ସମୟରେ ଏହାର ର଼୍ୟାଙ୍କ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ନିକଟରେ ଏକ ତାଲିକା ପ୍ରକାଶ କରିଛି। ଏଥିରେ ବିଶ୍ୱର ଶକ୍ତିଶାଳୀ ପାର୍ସପୋର୍ଟ ତାଲିକାରେ ଜାପାନ ଲଗାତାର ତୃତୀୟ ବର୍ଷ ୧୯୧…

କ୍ରିକେଟରଙ୍କୁ ଘରକୁ ଫେରିବାକୁ ମନା କଲେ ଉପସ୍ଥାପିକା ପତ୍ନୀ

ବ୍ରିସବେନ,୧୦।୧- ଚଳିତ ବିଗ୍‌ ବାସ ଲିଗ୍‌ର ୨୯ ମ୍ୟାଚ୍‌ରେ ବ୍ରିସବେନ ହିଟ୍‌ ୫ ଉଇକେଟରେ ହାବର୍ଟ ହରିକେନ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧ ଉଇକେଟ ନେବା ସହ ଗୁରୁତ୍ୱପୂର୍ଣ୍ଣ ୪୩ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ବେନ କଟିଂଙ୍କୁ ମ୍ୟାନ୍‌ ଅଫ୍‌…

ଗରିବ ଲୋକଙ୍କ ବିଦ୍ୟୁତ୍‌ କାଟିଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ବିଦ୍ୟୁତ୍‌ କାଟ୍‌ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି। ଗରିବ ଲୋକଙ୍କ ଲାଇନ୍‌ କାଟିଲେ କଂଗ୍ରେସ ଆନ୍ଦୋଳନ କରିବ। କାହାରିକୁ ଗାଁକୁ ପୂରାଇ ଦିଆଯିବ ନାହିଁ। ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା ଥିବାରୁ ଏହି ନିଷ୍ପତ୍ତି…

ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ ଗଳିର ଏହି ସହରର ପ୍ରତ୍ୟେକ ସାହିବସ୍ତିର ନାଁ ପଛରେ ଲୁଚି ରହିଛି ଚମତ୍କାର କାହାଣୀ।…

ବଲାଣି ସେଲ୍‌ ଖଣିରେ ଦୁର୍ଘଟଣା: କ୍ରଶରରେ ଚାପି ହୋଇ ଶ୍ରମିକଙ୍କ ୩ ଆଙ୍ଗୁଠି କଟିଲା

ବଡ଼ବିଲ, ୧୦।୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିଃ(ସେଲ) ଖଣିରେ ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିଛି। କ୍ରଶର ପ୍ଲାଣ୍ଟରେ କାମ କରୁଥିବାବେଳେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କ ହାତର ୩ଟି ଆଙ୍ଗୁଠି…

ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ ଗରିବଙ୍କ ପାଇଁ ଅଭିଯୋଗ କରିବ କିଏ? ଏ ପରିସ୍ଥିତିରେ ଜଣେ ଅସହାୟ ବୃଦ୍ଧ ୩ବର୍ଷ…

ଟ୍ରାଫିକ ଡ୍ୟୁଟିବେଳେ ଫୋନ୍‌ରେ ଗପିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଅନେକ ସମୟରେ ଟ୍ରାଫିକ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମୋବାଇଲ୍‌ ଫୋନ୍‌ରେ ଗପୁଥିବା ନଜିର ରହିଛି। ଏଭଳି ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ଉଠିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହାକୁ ଗୁରୁତର ସହିତ ଗ୍ରହଣ କରିବା ସହ…

ରୁପାଲି ରୁପ୍ରାଞ୍ଜିତା ମୃତ୍ୟୁ ରହସ୍ୟ: ହଷ୍ଟେଲରୁ ଚିଠି ଜବତ କଲା ପୋଲିସ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ସାଲିଆସାହି ନିକଟ ସରକାରୀ ପଲିଟେକ୍‌ନିକ କଲେଜ ହଷ୍ଟେଲରେ ବୁଧବାର ଛାତ୍ରୀ ରୁପାଲି ରୁପ୍ରାଞ୍ଜିତା ଦାସ(୧୮) ଆତ୍ମହତ୍ୟା କରିଥିଲେ। ପୋଲିସ ଆତ୍ମହତ୍ୟାର ରହସ୍ୟ ଖୋଜୁଥିବାବେଳେ ଗୁରୁବାର ହଷ୍ଟେଲରୁ ଏକ ହାତଲେଖା ଚିଠି ଜବତ କରିଛି। ‘ବାପା, ମାଆ ଆଇ…

ମରାମତି ପାଇଁ ୨ ଟ୍ରେନ ବାତିଲ୍‌

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ପୂର୍ବତଟ ରେଳପଥର ଓ୍ବାଲ୍‌ଟିୟର ଡିଭିଜନ୍‌ରେ ମରାମତି କାର୍ଯ୍ୟ ପାଇଁ ୨ଟି ପାସେଞ୍ଜର ଟ୍ରେନକୁ ବାତିଲ୍‌ କରାଯାଇଛି। ସମ୍ବଲପୁର-କୋରାପୁଟ-ସମ୍ବଲପୁର ୧୦ ଜାନୁୟାରୀରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍‌ ରହିବ। ସେହିଭଳି ରାୟପୁର-ବିଶାଖାପାଟଣା-ରାୟପୁର ୧୦ ଜାନୁୟାରୀରୁ ୧ ଏପ୍ରିଲ ପର୍ଯ୍ୟନ୍ତ…

ପାରଳାଖେମୁଣ୍ଡିଠାରେ ହେବ ଗୋପୀନାଥ ଗଜପତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ରାଜକୀୟ ଅନ୍ତିମ ସଂସ୍କାର ଶୁକ୍ରବାର ପାରଳାଖେମୁଣ୍ଡିଠାରେ କରାଯିବ। ଗଜପତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ। ତେବେ ତାଙ୍କ ସ୍ଥାନରେ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ…

ଚକାଫାଟି ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ଆହତ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜାମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଓଡି ୦୧ ଏଡି ୬୩୩୬ ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ…

ମୋଦି ସରକାରଙ୍କୁ ଝଟ୍‌କା: ଜମ୍ମୁ-କଶ୍ମୀରରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ସମୟରେ ସେଠାରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ସେଠାରେ ଦୀର୍ଘ ଦିନରୁ ଇଣ୍ଟରନେଟ ସେବା ପ୍ରତିବନ୍ଧକ ଓ ୧୪୪ ଧାରା ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri