Home Left

ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଧି ଅନୁଯାୟୀ, ଭୋର ୫ଟା ୩୦ ମିନିଟ୍‌ରୁ…

ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ୨୦ଫୁଟ ଗୋଲେଇ ୧୦/୧୫ ଫୁଟ ଗଭୀରରେ ଏହି ଗର୍ତ୍ତ ହୋଇଥିବା ଜଣାପଡ଼ିଛି…

ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ…

ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ମେଦବହୁଳତା ବଢିଥାଏ ବୋଲି ଲଣ୍ଡନର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ୟାନ୍‌ସର ରିସର୍ଚ୍ଚରେ ହୋଇଥିବା ଏକ ଗବେଷଣା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଧମକ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୫।୧: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ଲିଙ୍ଗାୟତ ସମୁଦାୟର ଧର୍ମ ପ୍ରଚାରକ ବଚ୍ଚନାନନ୍ଦ ସ୍ବାମୀଙ୍କ ମଧ୍ୟରେ ଏକ ମଞ୍ଚ ଉପରେ ଯୁକ୍ତିତର୍କ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ଲିଙ୍ଗାୟତ…

ଜ୍ୱାଳାମୁଖୀ ନିକଟରେ ବିବାହ କଲେ ବରକନ୍ୟା

ମନିଲା: ଫିଲିପାଇନ୍ସର ଏକ ସକ୍ରିୟ ଜ୍ୱାଳାମୁଖୀ ହେଉଛି ‘ତାଲ୍‌’। ରବିବାର ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହା ସତ୍ତ୍ୱେ ଜ୍ୱାଳାମୁଖୀ ନିକଟରେ ବିବାହ କରିଛନ୍ତି ବରକନ୍ୟା। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି।…

ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଖିଳେଶ

ଲକ୍ଷ୍ନୌ,୧୫।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି(ଏସପି)ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍‌ ଯୋଗେ ମାୟାବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଏସ୍‌ପି ଏବଂ ଏସ୍‌ପି ମଧ୍ୟରେ ମେଣ୍ଟ…

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ ବ୍ୟବସ୍ଥା କରାଯାଇଛି। ଏହି ୪ ଜିଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ୨ଶହ ଦିନ…

ଅମିତାଭ ଛାଡ଼ିଥିଲେ ଏହି ଫିଲ୍ମ, ଅମୀର କହିବା ପରେ ପୁଣି ଫେରିଥିଲେ

ମୁମ୍ବାଇ: ଫିଲ୍ମ ‘ଝୁଣ୍ଡ୍‌’ରେ ଅମିତାଭ ବଚ୍ଚନ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ପ୍ରଫେସର ଭୂମିକାରେ ଅଭିନୟ କରୁଥିଲେ। ଯିଏକି, ବସ୍ତିପିଲାଙ୍କୁ ଫୁଟବଲ୍‌ ଖେଳ ଶିଖାଉଥିଲେ। ଏକ ସୂତ୍ରରୁ ଜଣାପଡ଼ିଛି, ଅମିତାଭ କୌଣସି କାରଣ ବଶତଃ ଏହି ଫିଲ୍ମଟି ଛାଡ଼ି ଦେଇଥିଲେ। ମାତ୍ର ଅମୀର…

ଟ୍ରେନ୍‌ ଆଗକୁ ଡେଇଁ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ,୧୫।୧: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ରେଳ ଷ୍ଟେଶନରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍‌ରେ ତାଙ୍କର ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଇସ୍ପାତ…

ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ

ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗସ୍ତ କରିବେ ନାହିଁ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ହେଲମେଟରେ…

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ ଫର୍ମାଟ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ତାଙ୍କ ସାଥୀ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri