Home Left

ନିର୍ଭୟା ଦୋଷୀଙ୍କୁ ଫାଶୀ: ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ ଘାତକ ପଓ୍ବନ; ୬୦ ହଜାର ମିଳିବ ପାରିଶ୍ରମିକ

ନୂଆଦିଲ୍ଲୀ,୧୫।୧: ତିହାର ଜେଲ୍‌ରେ ନିର୍ଭୟା ଦୋଷୀଙ୍କୁ ୨୨ ଜାନୁୟାରୀରେ ଫାଶୀ ଦିଆଯିବ। ଏଥିପାଇଁ ଘାତକ ପଓ୍ବନ ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ। ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂଙ୍କୁ ଫାଶୀ ଦେବା ପାଇଁ…

୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍‌ ରେକର୍ଡ

ଶିମ୍‌ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ପ୍ରସ୍ତୁତ  କରାଯାଇଥିଲା। ଏହା ଏବେ ଗିନିଜ୍‌  ଓ୍ବାଲ୍ଡ ରେକର୍ଡରେ…

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ।…

ଭାରତୀୟ ବେଶଭୂଷାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟକୁ ଯାଇ ବାପୁଙ୍କୁ…

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ନୀଲ୍‌…

ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪ ବର୍ଷ ବୟସ୍କ ବାଳକ ମୋଣ୍ଟି ଲର୍ଡଙ୍କ ପାଖରେ ଏପରି  ପ୍ରତିଭା ରହିଛି। ପୁସ୍ତକର ପ୍ରଥମ…

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ…

ଡାକ୍ତର କହି ବିବାହ ମହଙ୍ଗା ପଡ଼ିଲା: ମହିଳା ଡାକ୍ତରଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଯୁକ୍ତ୨ ଫେଲ୍‌, ହେଲେ କହିଥିଲେ ଡାକ୍ତରୀ ପାସ୍‌। ଏପରି ମିଛ କହି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ବିବାହ କରିବା ଏବେ ଜଣେ ଯୁବକ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ବାହାଘରର ୫ଦିନ ପରେ…

ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କ ପଗଡ଼ି ଖୋଲି ଆକ୍ରମଣ:ପିସିଆର ଭ୍ୟାନ୍‌ ଇନ୍‌ଚାର୍ଜ ନିଲମ୍ବିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ)/ କଟକରୋଡ(ଡି.ଏନ୍‌.ଏ.):ଗାଡ଼ି ପାର୍କିଂକୁ ନେଇ ଭଗବାନ ଟାଓ୍ବାର ଟ୍ରେଜରର ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ହୋଇଛି। ଖବର ପାଇ ସେଠାରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚତ୍ଥିଲା। ହେଲେ ପୋଲିସ ଉପସ୍ଥିତିରେ ବି ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନ ଥିଲେ। ପରବିନ୍ଦରଙ୍କ ପଗଡ଼ି ଖୋଲି…

ନନ୍ଦନକାନନକୁ ଆସିବ ୪ ଅଣ୍ଡିରା ସିଂହ

ବାରଙ୍ଗ,୧୫-୧(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ଛତିଶଗଡ ରାୟପୁର ଚିଡିଆଖାନାରୁ ଅଣ୍ଡିରା ସିଂହ ଆସିବ। ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧିପାଇଁ ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୨ଟି ମାଈ ଜଳହସ୍ତୀ ବଦଳରେ…

ଆର୍‌ପିଏଫ୍‌ର ବାର୍ଷିକ ଅପରାଧ ରିପୋର୍ଟ ପ୍ରକାଶ: ଟ୍ରେନ୍‌ରେ ନିଶା କାରବାର, ଚୋରି ବଢ଼ିଛି

ଭୁବନେଶ୍ୱର,୧୫-୧(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ବଢ଼ି ଚାଲିଥିବା ଅପରାଧ ରୋକିବା ସହ ଯାତ୍ରୀ ଏବଂ ଧନଜୀବନକୁ ସୁରକ୍ଷା ଦେବାରେ ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ (ଆର୍‌ପିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିସ୍ଥଳେ ମଙ୍ଗଳବାର ପୂର୍ବତଟ ରେଳପଥ ଅନ୍ତର୍ଗତ ଆର୍‌ପିଏଫ୍‌ର ବାର୍ଷିକ ଅପରାଧ ରିପୋର୍ଟ-୨୦୧୯…

ଜାମିଆ ପରିଦର୍ଶନ କଲେ ଏନ୍‌ଏଚ୍‌ଆର୍‌ସି ଟିମ୍‌

ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍‌ ଜାମିଆ ମିଲିଆ ଇସ୍‌ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା ରେକର୍ଡ କରିଛନ୍ତି। ଗତ ମାସରେ ସିଏଏକୁ ବିରୋଧ କରି ଉକ୍ତ ବିଶ୍ୱବିଦ୍ୟାଳୟରେ ହିଂସା ପରିସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri