କୁଆଁରମୁଣ୍ଡା,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାକି ଛକରେ ୨ ଦିନ ଧରି ଅଟକି ରହିଥିବା ଟ୍ରକ୍ ଚାଳକମାନଙ୍କୁ ସଙ୍ଗରୋଧ ଗୃହକୁ ପଠା ଯାଇଛି। ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ ଏମାନଙ୍କୁ ପ୍ରଥମେ ଭେଟି ଭଲମନ୍ଦ ପଚାରି ବୁଝିଥିଲେ। ଏହି ସତ୍ମୟରେ ଚାଳକମାନେ ସଙ୍ଗରୋଧ ଗୃହକୁ ଯିବାକୁ ସ୍ବେଚ୍ଛାକୃତ ଭାବେ କହିଥିଲେ। ଏଣୁ ପଦ୍ମପୁର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ଏମାନଙ୍କୁ ପଠାଯାଇଛି।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ମାତ୍ର ୧ ରନକୁ ନେଇ ହଟ୍ଟଗୋଳ; ବିସିସିଆଇ (BCCI) ନିକଟରେ ଅଭିଯୋଗ ଜଣାଇଲା ଦଳ ଜାଣନ୍ତୁ ପ୍ରକୃତ ଘଟଣା କ’ଣ
ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟରେ ଏକ ଅଦ୍ଭୁତ ବିବାଦ ସାମ୍ନାକୁ ଆସିଛି। ଏହି ଘଟଣାଟି ଏକ ‘ଅଣ୍ଡର-୧୯’ (Under-19) ଟୁର୍ଣ୍ଣାମେଣ୍ଟ ସମୟରେ ଘଟିଛି, ଯେଉଁଠାରେ ମାତ୍ର ଗୋଟିଏ ରନକୁ…
SRCଙ୍କ କଡ଼ା ଚେତାବନୀ, ବାତ୍ୟା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା…
ଚାଞ୍ଚଲ୍ୟକର ତଥ୍ୟ, ଗ୍ଲୋବାଲ ୱାର୍ମିଂ ଯୋଗୁ ଅଟକିଗଲା ନୂଆ ‘ବରଫ ଯୁଗ’
ନୂଆଦିଲ୍ଲୀ,୨୭ା୧୦: ପ୍ରତିଷ୍ଠିତ ପତ୍ରିକା ‘ସାଇନ୍ସ’ରେ ପ୍ରକାଶିତ ଏକ ଚାଞ୍ଚଲ୍ୟକର ଗବେଷଣା ତଥ୍ୟ ଅନୁସାରେ, ପୃଥିବୀ ଆଜକୁ ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ ଏକ ନୂତନ ‘ବରଫ ଯୁଗ’ର…
ଖୁବ ଶକ୍ତିଶାଳୀ ହେଲାଣି ଘୂର୍ଣ୍ଣିବଳୟ ‘ଅର୍ଣ୍ଣବ’; ୪ ରାଜ୍ୟରେ ସତର୍କତା, ୫୩ ଟ୍ରେନ ବାତିଲ, ଆଗାମୀ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ,୨୭।୧୦: ‘ଅର୍ଣ୍ଣବ’ (Arnab) ନାମକ ବାତ୍ୟାକୁ ନେଇ କେନ୍ଦ୍ର ସରକାର ଚାରିଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବଙ୍ଗୋପସାଗରରେ…
ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ; ୬ଜିଲାକୁ ଜାରି ହେଲା ଓ୍ବାର୍ନିଂ, ଏହି ସମୟରେ ଲ୍ୟାଣ୍ଡଫଲ୍
ଭୁବନେଶ୍ବର, ୨୭।୧୦: ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ । ଖବର ଲେଖାଯିବା ସୁଦ୍ଧା ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ…
ଆଜି କୋଟିଆ କମିଟି ବୈଠକ, ବିକାଶ କାର୍ଯ୍ୟର ସମୀକ୍ଷା କରିବେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର,୨୭।୧୦(ସୁନିତ୍ ମିଶ୍ର): କୋରାପୁଟ ଜିଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆର କେତେକ…
ଅନ୍ଧକାରର ସୁଯୋଗ ନେଇ ୧୭ ଜଣ କଏଦୀ ଜେଲରୁ ଫେରାର, ଜେଲ କର୍ମଚାରୀଙ୍କ ଉପରେ ହୋଇଛି ଆକ୍ରମଣ
ଚେନ୍ନାଇ,୨୭।୧୦: ତାମିଲନାଡୁର ଥେନି ଜିଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଥେନି ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ…
ମହାରାଷ୍ଟ୍ର ଏସ୍ଆଇଆର୍ରେ ୩୩% ଭୋଟର ବାଦ୍
ନୂଆଦିଲ୍ଲୀ,୨୭ା୧୦: ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍…

