କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍ ଅଫ୍ କ୍ରିକେଟ୍
୨୦୧୯ ବର୍ଷର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ଯୋଗୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିଲା। ୨୦୧୧ରେ ଟ୍ରେଣ୍ଟ…
ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ
ଓ୍ବାଶିଂଟନ୍: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ ବ୍ୟାପି ସାରିଲାଣି। ନାସା ବୈଜ୍ଞାନିକ ସାଟେଲାଇଟ୍ ମାଧ୍ୟମରେ ଏହାକୁ ଟ୍ରାକ୍ କରିଛନ୍ତି। ଏହି ଧୂଆଁ…
‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ଓ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର ଫାଷ୍ଟ ଲୁକ୍ ବୁଧବାର ରିଲଜ୍ ହୋଇଛି। ଏହି ଫିଲ୍ମର ୨ଟି ପୋଷ୍ଟର ରିଲିଜ୍ ହୋଇଥିବା…
ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ
ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ ଅବସର ନେଇସାରିଥିବାବେଳେ ଧୋନୀ ଦୀର୍ଘଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି। ଦୁହିଁଙ୍କ କମ୍ବିନେଶନ ପୁଣି…
ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ
ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ୩ ପର୍ଯ୍ୟାୟରେ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତରେ ଯାଇ…
ଭାରତ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରଶିପ୍
ମୁମ୍ବାଇ,୧୫।୧- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଓ ଡେଭିଡ ଓ୍ବାର୍ନରଙ୍କ ୨୫୮ ରନ୍ର ଓପନିଂ ଭାଗୀଦାରି ଭାରତ ବିପକ୍ଷ ଦିନିକିଆରେ ଯେ କୌଣସି ଦଳ ପାଇଁ ଏକ ରେକର୍ଡ। ଏଥିପୂର୍ବରୁ ୨୦୦୦ରେ ତାରତ ବିପକ୍ଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କର୍ଷ୍ଟେନ-ହର୍ଶ୍ଚେଲ…
ବସ୍ ଚଳାଇଲେ ମହିଳା ଆଇଏଏସ୍ ଅଫିସର
ବେଙ୍ଗାଲୁରୁ,୧୫।୧: ଜଣେ ମହିଳା ଆଇଏଏସ୍ ଅଫିସର ରାସ୍ତାରେ ଭଲବୋ ବସ୍ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରଥମେ ଏହା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ପରେ ପ୍ରେରଣା ପାଲଟିଯାଇଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ୍…
ଏନ୍କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ
ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ଡୋଡାରେ ଆତଙ୍କବାଦୀ ଲୁଚିରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ…
ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍, ୨ଜଣଙ୍କ ଜୀବନ ଗଲା
ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କା ଦେବାରୁ ବାଇକ୍ରେ ଯାଉଥିବା ଯୁବତୀଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରାଜପଥରେ ଗାଡ଼ି ମୋଟର…
ଧୋନୀ ଧୋନୀ ଗୁଞ୍ଜରିତ ହେଲା ଓ୍ବାଙ୍ଖ୍ଡେ
ମୁମ୍ବାଇ,୧୫।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠାରୁ ଦୀର୍ଘଦିନ ହେଲା ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ଅପେକ୍ଷା କରିରହିଛନ୍ତି। ଏଠାରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଦଳ ୧୦ ଉଇକେଟରେ ଜିତିନେଇ…
ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି
ଆମେରିକାର ଏକ କୋର୍ଟ ରୁମ୍ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଛନ୍ତି। ଛାଡପତ୍ର ପୂର୍ବରୁ ସେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହିଁଛନ୍ତି। ଡେଭିଡ ଅଷ୍ଟ୍ରମ୍…
ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୫।୧(ବ୍ୟୁରୋ): ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମୀରେ ସେ ଏକ ବାଲୁକାକଳାରେ ଦେଶବାସୀଙ୍କୁ ଲୋହରି, ପୋଙ୍ଗଲ, ଉତ୍ତରାୟଣ, ବିହୁ ଆଦି ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ଜୀବନରେ…
Archives


