ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି
ଭୁବନେଶ୍ୱର, ୧୩।୧: ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡାରେ ଘରୋଇ କମ୍ପାନୀଗୁଡିକ ଜମି ନେଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉ ନ ଥିଲେ। କିନ୍ତୁ ରାଜ୍ୟ…
ବିଦେଶରେ ରହିଛି ଅଜବ ନିୟମ, ଯିବା ପୂର୍ବରୁ ଜାଣନ୍ତୁ ଏ ସମ୍ପର୍କରେ…
ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଶାନ୍ତିରେ କଟାଇବା ପାଇଁ ଲୋକେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଯେଉଁ ସ୍ଥାନକୁ ବୁଲିବାକୁ ଯିବେ ସେଠାକାର ନୀତିନିୟମ ବା କାନୁନ୍ ବିଷୟରେ ଯଦି ଜାଣି ନ ଥିବେ ତେବେ ବହୁ ଅସୁବିଧାର…
ଏହିସବୁ ରୋଗରୁ ମୁକ୍ତି ଦିଏ ନଡ଼ିଆ ତେଲ
ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ ଆରମ୍ଭ କରି ପାଚନ ତନ୍ତ୍ରରେ କୌଣସି ସମସ୍ୟା ହୋଇ ନ ଥାଏ। ତେବେ ଜାଣନ୍ତୁ…
ତାମିଲ ଫିଲ୍ମ ପାଇଁ ସମ୍ମାନୀତ ହେଲେ ତାପସୀ
ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ନାୟିକା ତାପସୀ ପନ୍ନୁ ଏବେ ତାମିଲ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ନାରୀ କୈନ୍ଦ୍ରୀକ ଫିଲ୍ମ ଭଲ ବ୍ୟବସାୟ କରୁଥିବା ବେଳେ ନିକଟରେ ଦୀପିକା ପାଦୁକୋନଙ୍କ ଅଭିନୀତ ଏମିତି ଏକ ନାରୀ କୈନ୍ଦ୍ରୀକ…
ଟ୍ରକ୍ ଧକ୍କାରେ ୩ ଛାତ୍ରୀ ଗୁରୁତର: ଡ୍ରାଇଭର ଗିରଫ
ଜଗତସିଂହପୁର ଅଫିସ,୧୩।୧: ସ୍ଥାନୀୟ ବଡ଼ବଜାର ନିକଟ ମୁଖ୍ୟ ରାସ୍ତାରେ ସୋମବାର ଅପରାହ୍ନରେ ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେବାରୁ ଏଥିରେ ଯାଉଥିବା ସ୍ଥାନୀୟ ଡିଆଇଇଟିର ୩ ବିଏଡ୍ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ନାଉଗାଁର ମଧୁସ୍ମିତା ପରିଜା(୨୩), ଭୁବନେଶ୍ୱର ସାମନ୍ତରାପୁରର…
ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ନେହା-ଆଦିତ୍ୟ, କାର୍ଡ ଭାଇରାଲ
ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ, ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍…
କିୟାରାଙ୍କ ପ୍ରେମରେ ପାଗଳ ହେଲେ ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାମ ପୂର୍ବରୁ କେତେଜଣ ବଲିଉଡ୍ ନାୟିକାଙ୍କ ସହ ଯୋଡି ହୋଇଥିବା ବେଳେ ଏବେ କିନ୍ତୁ କିୟାରା ଓ ସିଦ୍ଧାର୍ଥଙ୍କ ପ୍ରେମ କାହାଣୀ ରହିଛି ଚର୍ଚ୍ଚାରେ। ସିଦ୍ଧାର୍ଥଙ୍କ ନାମ ସହ ପ୍ରଥମେ ଆଲିଆ ଭଟ୍ଟ, ତାରା…
ମୋଦି-ଯୋଗୀଙ୍କ ବିରୋଧରେ କହୁଥିବା ଲୋକଙ୍କୁ ମାଟିରେ ପୋତି ଦିଆଯିବା ଆବଶ୍ୟକ: ଉତ୍ତରପ୍ରଦେଶ ଶ୍ରମମନ୍ତ୍ରୀ
ଲକ୍ଷ୍ନୌ,୧୩।୧: ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ରଘୁରାଜ ସିଂଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସିଏଏ ସମର୍ଥନରେ ଆଲିଗଡ଼ରେ ଆୟୋଜିତ ଏକ ସଭାରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ…
ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍ରେ ପଶି ମାରପିଟ୍ କରିଥିଲା ପୋଲିସ; ଭିସି
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍ ଭିତରେ ହୋଇଥିବା ହିଂସାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରମାନେ ଦାବି କରିଥିଲେ।…
ଆଇପିଏଲ୍ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ
ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ ଅବସର…
ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର
ରାଇକିଆ,୧୩।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି। ଫଳରେ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ଏବଂ ହୋମଗାର୍ଡ ତଥା ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ…
ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର
ଡେରାଡୁନ,୧୩।୧: ଦେଶରେ ଏସିଡ୍ ଆଟାକ୍ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଏହି ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଉତ୍ତରାଖଣ୍ଡ…
Archives


