ରାସ୍ତା କଡ଼ରେ ଗାଡ଼ିରେ ବସି ମୋବାଇଲ୍ରେ ଗପିଲେ ବି କଟିବ ଚାଲାଣ
ଚଣ୍ଡିଗଡ଼,୧୬।୧: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ରେ ଗପିଲେ ଚାଲାଣ କଟିବାର ବ୍ୟବସ୍ଥା ରହିଛି। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ମୋବାଇଲ୍ରେ କଥାହେଲେ ଏବେ ଜରିମାନା ଦେବାକୁ ପଡ଼ିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ଆସନ୍ତା ଫେବୃୟାରୀଠାରୁ ଚଣ୍ଡିଗଡ଼ରେ ଏଭଳି…
‘ଲଭ୍ ଆଜ୍ କଲ୍-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ
ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍ କଲ-୨’ର ପ୍ରଥମ ଲୁକ୍। ଉଭୟ ନିଜ ନିଜର ସୋସିଆଲ ପୃଷ୍ଠାରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କୁ ରୋମାଣ୍ଟିକ୍…
ପୁଅକୁ ଦେଖି ଭାବବିହ୍ବଳ ହେଲେ ସାନିଆ
ହୋବାର୍ଟ, ୧୬।୧:ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଛନ୍ତି।…
ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା ବିମାନ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି କରାଯିବ। ଲୋକ ସେବା ଭବନରେ ବସିଥିବା ବୈଠକରେ ଅନୁମୋଦନ ହେବା ପରେ ଏହି ନିଷ୍ପତ୍ତି…
ଛାତ୍ରଙ୍କ ଆଙ୍ଗୁଠିକୁ କାମୁଡ଼ି ରକ୍ତାକ୍ତ କଲେ ଅଧ୍ୟାପକ, ହେପାଜତକୁ ନେଲା ବେଗୁନିଆ ପୋଲିସ
ଖୋର୍ଦ୍ଧା ଅଫିସ,୧୬।୧: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ରମାମଣି ମହାବିଦ୍ୟାଳୟରେ ଅଧ୍ୟାପକଙ୍କ କାରନାମା ପଦାରେ ପଡ଼ିଛି। ସେ ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଥିବାବେଳେ ଗୁରୁବାର ଜଣେ ଛାତ୍ରଙ୍କ ଆଙ୍ଗୁଳିକୁ କାମୁଡ଼ି ରକ୍ତାକ୍ତ କରିଥିବା ଜଣାପଡିଛି। କଲେଜ…
ଖୋର୍ଦ୍ଧାରେ ବିଦ୍ୟୁତ୍ କାଟ୍କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ
ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି। ୩୯ଟି ଟିମ୍ ବିଦ୍ୟୁତ୍ ବକେୟା ଥିବା ଗ୍ରାହକମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରୁଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ ବିଦ୍ୟୁତ୍ କଟାକୁ…
କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା
ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍। ପ୍ରିୟଙ୍କା ପ୍ରାୟତଃ ନିକ୍ଙ୍କ ସହ ଫଟୋ ଛାଡୁଥିବାର ଦେଖାଯାଇଛି। ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ପ୍ରିୟଙ୍କା। ନିଜଠୁ…
‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ
ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ ବୋଲି ସୂଚନା ମିଳିଛି। ଯାହାକୁ ନେଇ ମୋଦି ପିଲାମାନଙ୍କୁ ଉପଯୋଗୀ ଟିପ୍ସ ପ୍ରଦାନ କରିବେ।…
ବ୍ୟାଟ୍ ଛାଡି ବନ୍ଧୁକ ଧରିଲେ ଧୋନୀ
ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି। ଏସବୁ ଭିତରେ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ରାଞ୍ଚିର…
ମୁକୁଳିଲେ ଅଟକ ଥିବା ଆଉ ୫ ରାଜନେତା
ଶ୍ରୀନଗର,୧୬।୧: ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ଆଉ ୫ ରାଜନେତାଙ୍କୁ ଗୁରୁବାର ମୁକୁଳାଇ ଦିଆଯାଇଛି। ଏବେ ଆଉ ୨୧ ନେତା ନଜରବନ୍ଦୀ ଥିବା ଜଣାପଡିଛି। ଗୁରୁବାର ମୁକୁଳିଥିବା ନେତାମାନଙ୍କ ମଧ୍ୟରେ ରହିଛନ୍ତି, ନ୍ୟାଶନାଲ କନଫରେନ୍ସ ନେତା ସଲମାନ ସାଗର, ପିଡିପି ନେତା ନିଜାମୁଦ୍ଦିନ…
ଏହି ଅଭିନେତ୍ରୀଙ୍କୁ ଭେଟିବା ପାଇଁ ୫ଦିନ ଫୁଟ୍ପାଥରେ ଶୋଇଲେ ପ୍ରଶଂସକ
ଏମିତି କିଛି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥା’ନ୍ତି। ସେମିତି ଜଣେ ପ୍ରଶଂସକ ହେଉଛନ୍ତି ଭାସ୍କର। ଅଭିନେତ୍ରୀ ପୂଜା ହେଗ୍ଡ଼େଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସି ସେ ଫୁଟ୍ପାଥରେ ପାଞ୍ଚ ରାତି…
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀ ବାଦ୍
ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କ ନାମକୁ ବାଦ୍ ଦେଇଛି। ଫଳରେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ରହିଥିବା ଧୋନୀଙ୍କ ଭବିଷ୍ୟତକୁ…
Archives


