ମୁମ୍ବାଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ହୃଦ୍ଘାତରେ ମୃତ୍ୟୁ
ମୁମ୍ବାଇ,୧୯।୧: ରବିବାର ସକାଳେ ଡ୍ରିମ୍ ରନ୍ ମୁମ୍ବାଇ ମାରାଥନ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହର ସହ ଏଥିରେ ଦୌଡୁଥିବା ଦେଖାଯାଇଥିଲା। ଏହି ସମୟରେ ୬୪ ବର୍ଷୀୟ ଜଗାନନ ମାଲଜାଲକରଙ୍କ ହୃଦ୍ଘାତରେ…
ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସୁନନ୍ଦା କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଖ୍ୟାତ କବି ବୈକୁଣ୍ଠ…
ପେପର୍ ଓ୍ବିଗ୍
ଆସିୟା ଓ ଡିମିଟ୍ରି କୋଜିନ୍ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍ ତିଆରି କରି ସୋସିଆଲ ମିଡିଆରେ ବହୁ ପ୍ରଶଂସିତ ହୋଇଛନ୍ତି। କାରଣ ସେଗୁଡିକ ଓ୍ବିଗ୍ ନୁହେଁ ଗୋଟେ ଗୋଟେ…
ର଼୍ୟାମ୍ପ୍ରେ ଚାଲିବେ କୁକୁର: ୪୦ ଦେଶୀ-ବିଦେଶୀ ପ୍ରଜାତି ହେବେ ସାମିଲ୍
ଜୟପୁର,୧୯।୧: ମଣିଷ ର଼୍ୟାମ୍ପ୍ରେ ଚାଲିବା ଜଣା ଅଛି ତେବେ କୁକୁର ଏପରି କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ରାଜସ୍ଥାନ ଜୟପୁରରେ ଏଭଳି ଏକ ନିଆରା ଶୋ ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ଦଶହରା ପଡ଼ିଆରେ ରାଜସ୍ଥାନ କେନଲ କ୍ଲବ୍…
୪୦ ବର୍ଷର ରେକର୍ଡ ଭାଙ୍ଗିଲା ହିମାଚଳ ପ୍ରଦେଶର ତୁଷାରପାତ
କୁଲୁ,୧୯।୧: ହିମାଚଳ ପ୍ରଦେଶରେ କିଛିଦିନ ହେଲା ତୁଷାରପାତ ସାଧାରଣ ଜୀବନଯାତ୍ରା ଉପରେ ବେଶ୍ ପ୍ରଭାବ ପକାଇଛି। କୁହାଯାଉଛି ଏଥରର ତୁଷାରପାତ ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। କାରଣ ୪୦ ବର୍ଷ ପୂର୍ବେ ଜାନୁୟାରୀରେ ଏମିତି ତୁଷାରପାତ ହୋଇଥିଲା। ଏହାପରେ ଜାନୁୟାରୀରେ…
ବୃକ୍ଷ ପ୍ରେମରେ ବନ୍ଧା ମଣିଷ
ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା କରିବା ଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି ା ତା’ସହିତ ପରିବେଶ ସନ୍ତୁଳନରେ…
ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ
ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ପ୍ରିଭେନ୍ଟିଭ୍ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଏହା କମ୍ ରହିଛି। ହେଲେ ହେଲେ ଆଗାମୀ ଦିନରେ ଏହା…
ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍ ସେଲିବ୍ରିଟି
ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍ ରନ୍ରେ ଯୋଗ ଦେବାକୁ ବହୁ ସଂଖ୍ୟକ ପ୍ରତିଯୋଗୀ ପହଞ୍ଚିଥିବା ଦେଖାଯାଇଛି। ପିଲାମାନଙ୍କ ସହ ବଲିଉଡ୍ ଅଭିନେତା ରାହୁଲ ବୋଷ,…
ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ
ମୁମ୍ବାଇ,୧୯।୧: ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ହେଲେ କାର୍ରେ ତାଙ୍କ ସହ ଥିବା ତାଙ୍କ ସ୍ବାମୀ ଜାଭେଦ ଅଖତର ଅଳ୍ପକେ…
ଅଙ୍ଗଦାନ ପାଇଁ ସଚେତନତା: ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ଭେଟିଲେଣି ୭୩ ହଜାର ଲୋକଙ୍କୁ
ଓ୍ବାଶିଂଟନ,୧୯।୧: ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଆମେରିକାରେ ବାସ କରୁଥିବା ଜଣେ ଭାରତୀୟ ନିଜର ପ୍ରୟାସ ଅବ୍ୟାହତ ରଖିଛନ୍ତି। ଅନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସ୍ତ୍ରୀ ଦୀପାଳି ଇତିମଧ୍ୟରେ ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ୭୩…
ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ
ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବୋଲି…
ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର
ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା ଲଗାଯିବାରୁ ଗିରଫ ୩ ଅଭିଯୁକ୍ତ ଦୀପକ ଜେନା, ଶଙ୍କର ରାଉତ ଓ ଦୀପକ ମହାନ୍ତି…
Archives


