ଗାଡିରେ ବସି ଜଳନ୍ତା ସିଗାରେଟ୍ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା
ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ ସେଠାକାର ସରକାର ଗାଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ…
ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୨୦।୧- ଭାରତୀୟ ଦଳର ପୂର୍ବତନ ପେସର ପ୍ରବୀଣ କୁମାର ନିଜର ଲୋକପ୍ରିୟତା ଓ ଡିପ୍ରେଶନ ଉପରେ ଏକ ଖୋଲା ଆଲୋଚନା କରିଛନ୍ତି। ଏକ ଇଂଲିଶ ଖବର କାଗଜକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ଏକଦା ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି।…
ଚାଷୀ ବେଶରେ ପଲାନୀସ୍ବାମୀ: ସୋସିଆଲ୍ ମିଡ଼ିଆରେ ଶେୟାର କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ
ଚେନ୍ନାଇ, ୨୦।୧: ଏବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ବାମୀ ଚାଷୀ ବେଶରେ ରହିଛନ୍ତି। ତାଙ୍କର ଗୋଟିଏ ହାତରେ ଦା ଏବଂ ଅନ୍ୟ…
ସୁକନ୍ୟା ଯୋଜନାରେ ଜମାରାଶି ଆତ୍ମସାତ ଅଭିଯୋଗ, ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା
ବରଗଡ ଅଫିସ, ୨୦।୧- ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ସୁକନ୍ୟା ଯୋଜନାରେ ଜମା ହୋଇଥିବା ଜମାରାଶିକୁ କିଛି ଡାକ କର୍ମଚାରୀ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଉକ୍ତ ଗ୍ରାମର ଗ୍ରାମବାସୀମାନେ ନିଜ ପିଲାଛୁଆଙ୍କୁ ଧରି ସୋମବାର…
ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍ଆଇ!
ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) କଡା ନଜର ରଖିଛି। ଏନ୍ଆଇଏ ଏବେ ଅନୁମାନ କରିଛି କି ବହିସ୍କୃତ ହୋଇଥିବା ଡିଏସ୍ପିଙ୍କର ପାକିସ୍ତାନର ଆଇଏସ୍ଆଇ (Inter-Services Intelligence) ସହ…
ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍
ଚକୋଲେଟ୍ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା କରିବା ସମୟରେ ସେମାନେ ଏହା ବ୍ୟତୀତ ଆଉ କେତେକ କଥା ମଧ୍ୟ ଜାଣିବାକୁ ପାଇଥିିଲେ।…
ପାଣିରେ ଚାଲିବ ଟ୍ରାକ୍ଟର
ଲୁଧିଆନା,୨୦।୧: ଆଗାମୀ ଦିନରେ ଡିଜେଲ୍ ବଦଳରେ ଟ୍ରାକ୍ଟର ପାଣିରେ ଚାଲିବ। ପଞ୍ଜାବ ଲୁଧିଆନାର ଜିମ୍ପପେକ୍ସ୍ ବାୟୋ ଟେକ୍ନୋଲୋଜିର ମିହିର ଜୟ ସିଂ ଏପରି ଏକ କିଟ୍ ପ୍ରସ୍ତୁତ କରିଛନ୍ତି। ଏହି କିଟ୍କୁ ୩୫ ହର୍ଷ ପାଓ୍ବାରରୁ ୯୦ ହର୍ଷ ପାଓ୍ବାର ଟ୍ରାକ୍ଟରରେ…
ରାସ୍ତା ଉପରେ ଧାନ ଗଦାକରି ବିରୋଧ ପ୍ରଦର୍ଶନ କଲେ ଚାଷୀ
ପଦ୍ମପୁର,୨୦।୧(ଡି.ଏନ.ଏ.)-ବରଗଡ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସ ବିତି ଯାଇଛି। ଅଥଚ ଜିଲାର ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ବିଭାଗୀୟ ଅବହେଳା ଯୋଗୁ ଜିଲାର ଏହି ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ…
ରୋଗ ଚିହ୍ନଟ କରିବ ମହୁମାଛି
ମହୁମାଛି ମଧ୍ୟ ରୋଗ ଚିହ୍ନଟ କରିପାରିବ। ଏପରି କଥା କାହାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହାପଛରେ ସତ୍ୟତା ରହିଛି ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ପର୍ତ୍ତୁଗାଲର ବିଶେଷଜ୍ଞମାନେ। ମହୁମାଛିର ଘ୍ରାଣଶକ୍ତି ଭାରି ପ୍ରଖର। ଏହାଦ୍ୱାରା ସେ କେତେକ ରୋଗ ବିଷୟରେ…
୭ ପିଢ଼ି ମଧ୍ୟରେ କେବେ ବି ହୋଇନି ସମ୍ପତ୍ତି ଭାଗବଣ୍ଟା: ପରିବାର ସଦସ୍ୟ ସଂଖ୍ୟା ୧୪୦
ବେଙ୍ଗାଲୁରୁ,୨୦।୧: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ ୭ ପିଢ଼ି ଧରି ପ୍ରଚଳିତ ହେଉଛି। ଏହି ପରିବାରର ସମ୍ପତ୍ତି କେବେ ମଧ୍ୟ ଭାଗବଣ୍ଟା…
ସ୍ମରଣଶକ୍ତି ପ୍ରଖରକରେ ନ୍ୟୁରୋନ୍
ସ୍ମରଣଶକ୍ତି ସନ୍ତୁଳିତ ଥିତ୍ଲେ ଆମେ ସବୁ କଥା ମନେରଖିିତ୍ପାରୁ। ଏଥିତ୍ରେ ଅସନ୍ତୁଳନ ପରିଲକ୍ଷିତ ହେଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରଖର ରଖିିବା କ୍ଷେତ୍ରରେ ନ୍ୟୁରୋନ୍ ନାମକ ତତ୍ତ୍ୱର ଭୂମିକା ରହିଛି। ଏହି ତତ୍ତ୍ୱ ଆମ ମସ୍ତିଷ୍କରେ…
୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର
ଇସଲାମାବାଦ୍,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ ସାଗରରେ ମାଛ ଧରୁଥିବା ସମୟରେ ୨ଟି ସବା ପ୍ରଜାତିର ମାଛ ଧରିଥିଲେ। ଏହି ପ୍ରଜାତିର…
Archives


