Home Left

କୋଇଲା ବୋଝେଇ ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ : ୨ ଗୁରୁତର

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକଙ୍କ ସମେତ ତାଙ୍କ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ କଟିକଟା ପଞ୍ଚାୟତ…

ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର

ଇସଲାମାବାଦ୍‌,୨୨।୧: ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର ରହିଛି। ପଞ୍ଜାବ, ବାଲୁଚିସ୍ତାନ ଏବଂ ପସ୍ତୁନଖ୍ବାରେ ଏସବୁ ଶିବିର ରହିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ପ୍ରତି ଶିବିରରେ ୭ଶହରୁ ଅଧିକ ସଦସ୍ୟଥିବା କୁହାଯାଉଛି। ଏସବୁ ଶିବିରରେ ଆଧୁନିକ ତାଲିମ ଦିଆଯାଉଛି। ଶିବିରରେ…

ପୁଣି ଚମକିଲେ ପୃଥ୍ବୀ, ଭାରତ ଏ’ ବିଜୟୀ

ଲିଙ୍କନ(ନ୍ୟୁଜିଲାଣ୍ଡ),୨୨।୧- ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ’ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୫ ଉଇକେଟରେ ଜିତିନେଇଛି। ଆହତ ଶିଖର ଧାଓ୍ବନଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଦିନିକଆ…

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର…

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ବର୍ଷା ଗାଏକଓ୍ବାଡ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ସମ୍ବିଧାନର ମହତ୍ତ୍ୱ ବିଷୟରେ…

ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭

ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ ଅଭିଯୋଗକ୍ରମେ…

କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ

ପୁରୁଣା ଭୁବନେଶ୍ୱର, ୨୨।୧ (ଡି.ଏନ.ଏ.):ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପବିବାର କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଚିତ୍ରକଳା କର୍ମଶାଳା। ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର…

ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍‌ ବସିଥିଲା କମିଶନରେଟ ପୋଲିସ। ହେଲେ ମଙ୍ଗଳବାର କିଙ୍ଗ୍‌ପିନ୍‌ କୁହାଯାଉଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି…

ଜିନ୍ନା ଥିଲେ ଧର୍ମନିରପେକ୍ଷ ନେତା; କଂଗ୍ରେସ ଯୋଗୁ ହୋଇଥିଲା ଦେଶ ବିଭାଜନ

କୋଲକାତା,୨୨।୧: ଭାରତ ବିଭାଜନ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହମ୍ମଦ୍‌ ଅଲ୍ଲୀ ଜିନ୍ନା ଜଣେ ଧର୍ମନିରପେକ୍ଷ ନେତା ଥିଲେ। ତେବେ କଂଗ୍ରେସ…

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍‌ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ ବ୍ରାଉନସୁଗାର…

ସାଙ୍ଗ ହେବ ତ ଏମିତି: ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ ୟୁରୋପ ବୁଲାଇବାକୁ ନେଲେ କେଭାନ

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ…

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri