ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ ୧୦ ବର୍ଷର ବାଳକ
ଭୋପାଳ,୨୬।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଙ୍ଗଦାନକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ବ୍ରେନ୍ ଡେଡ୍ ଥିବା ମହିଳାଙ୍କ ୧୦ ବର୍ଷର ପୁଅ ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଦିଲ୍ଲୀ ରାଜପଥରେ ୭୧ତମ ସାଧାରଣତନ୍ତ୍ର ଦିବସ: ଗଡ଼ିଲା ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ଼
ପୁରୁଣା ଭୁବନେଶ୍ୱର, ୨୬। ୧ (ଡି.ଏନ.ଏ.): ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପ୍ରଜ୍ଞାପନ ମେଢ ରବିବାର ଗଡିଛି। ୪୦ ଫୁଟିଆ ଟ୍ରଲରରେ ଶ୍ରୀଲିଙ୍ଗରାଜ ମନ୍ଦିର, ନାଟ ମଣ୍ଡପ, ଭୋଗ…
ବାଲେଶ୍ୱର ଜିଲା ପାଲିସ ଲାଇନ୍ ପଡ଼ିଆରେ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ବାଲେଶ୍ୱର ଅଫିସ, ୨୬।୧: ବାଲେଶ୍ୱର ଜିଲାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଜିଲା ପୋଲିସ ଲାଇନ୍ ପଡ଼ିଆରେ ଆୟୋଜିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…
ଗଞ୍ଜାମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ: ମନ୍ତ୍ରୀ କହିଲେ ‘ଗଞ୍ଜାମର ସାଲିସ ବିହୀନ ସଂଗ୍ରାମ ଅବିସ୍ମରଣୀୟ
ଛତ୍ରପୁର, ୨୬।୧(ଡି.ଏନ୍.ଏ.)-ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ରବିବାର ଗଞ୍ଜାମ ଜ଼ିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଗଞ୍ଜାମର…
ଦେଶୀ ଖାଦ୍ୟ ବିକି ବର୍ଷକୁ ୧୦ ଲକ୍ଷ ରୋଜଗାର କରୁଛନ୍ତି ମହିଳା
ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍ ଫୁଡ୍କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍ଝଟ ନାହିଁ। ପ୍ୟାକ୍ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ ମୁମ୍ବାଇର ରୋଶନୀ ନାମକ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜେ ପ୍ରସ୍ତୁତ କରୁଥିବା…
ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ
ମୁମ୍ବାଇ,୨୬।୧: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ସମୟରେ ହଠାତ୍ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ…
ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ
ହାଇଦ୍ରାବାଦ୍ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍. ରଙ୍ଗରାଜନ ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ସରକାରଙ୍କଠାରୁ ଲୋଡିଛନ୍ତି। ସେ କହିଛନ୍ତି…
ମାଇନସ୍ ୨୦ଡିଗ୍ରୀରେ ୧୭ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଲେ ଯବାନ
ଲେହ,୨୬।୧: ସାରା ଦେଶରେ ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସକୁ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶିତ କରାଯାଉଛି। ଯାହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅବସରରେ ଇଣ୍ଡୋ…
୯ ମହଲାରୁ ଖସି ବି ଆରାମରେ ଉଠି ଦୌଡ଼ିଲେ ମହିଳା: ଭିଡ଼ିଓ ଭାଇରାଲ
ମସ୍କୋ, ୨୬।୧: ରୁଷିଆରେ ଜଣେ ମହିଳା ଏକ ବିଲ୍ଡିଂର ୯ ମହଲାରୁ ଅସାବଧାନତା ଯୋଗୁ ଖସିପଡ଼ିଥିଲେ। ତେବେ ତାଙ୍କରର କୌଣସି କ୍ଷତି ହୋଇ ନ ଥିବା ଭାଇରାଲ ହୋଇଥିବା ଭିଡ଼ିଓରୁ ଜଣାପଡ଼ିଛି। ୯ ମହଲାରୁ ଖସିବା ପାଇଁ ତାଙ୍କୁ ୩ ସେକେଣ୍ଡ…
୪ ବର୍ଷରେ ୧୧୦ କିଲୋ ଓଜନ କମାଇଲେ ୧୪ ବର୍ଷ ବୟସ୍କ ବାଳକ
ଜାକର୍ତ୍ତା,୨୬।୧: ପୃଥିବୀର ସବୁଠାରୁ ମେଦବହୁଳ ବାଳକ ଗତ ୪ ବର୍ଷରେ ୧୧୦ କିଲୋ ଓଜନ କମାଇଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ଇଣ୍ଡୋନେସିଆର ୧୪ ବର୍ଷ ବୟସ୍କ ଆରିୟା ପରମାନା। ପୂର୍ବରୁ ତାଙ୍କ ଓଜନ ୧୯୩ କିଲୋ ଥିଲା। ତେବେ ନିୟମିତ…
ଧରିତ୍ରୀ ପ୍ରଭାବ: ଆଜି ବ୍ରହ୍ମାନନ୍ଦଙ୍କ ଧାନ କିଣିବେ ସରକାର; ଟୁଇଟ୍ ଯୋଗେ ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ଗାଁର ଚାଷୀ ବ୍ରହ୍ମାନନ୍ଦ ଦାଶଙ୍କ ଧାନ କିଣା ହେଉ ନ ଥିଲା। ଚାଷ କାର୍ଯ୍ୟ ପାଇଁ ସେ ଋଣ କରିବା ସହ ସୁଧ ଗଣୁଥିଲେ। ଏପରି କି ଧାନ କିଣ,…
ଆସାମର ୨ ଜିଲାରେ ବୋମା ବିସ୍ଫୋରଣ
ଗୁଆହାଟୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଆସାମର ୨ ଜିଲାରେ ୩ଟି ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ ଏବଂ ଚରାଇଦେବ ଜିଲାରେ ରବିବାର ସକାଳେ ବୋମା ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ଦିବ୍ରୁଗଡ଼ ଜିଲାରେ ୨ଟି ବୋମା ବିସ୍ଫୋରଣ…
Archives


