Home Left

ଘଣ୍ଟା ବଦଳାଇବ ଭାଗ୍ୟ, ଜାଣନ୍ତୁ…

ଘଣ୍ଟା ଖାଲି ସମୟ କହେନି। ବାସ୍ତୁ ଅନୁସାରେ ଏହାକୁ ଘରେ ରଖିଲେ ଭାଗ୍ୟ ବି ବଦଳିପାରେ। ତାହା କେମିତି ଜାଣନ୍ତୁ ନିମ୍ନରୁ… ଦୁର୍ଭାଗ୍ୟ ସୂଚକ ଅଟେ ବନ୍ଦ ଘଣ୍ଟା ବାସ୍ତୁ ଅନୁସାରେ ବନ୍ଦ ଘଣ୍ଟା ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ଘରେ…

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ମାଟି ଭଦ୍ରକର…

ପଡ଼ିଲା ପ୍ରଥମ ଉଇକେଟ

ଅକ୍‌ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍‌ ହୋଇଥିବାବେଳେ ମାର୍ଟିନ ଗୁପଟିଲ (୩୩)ଙ୍କ ରୂପେ ପ୍ରଥମ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ଉଇକେଟ ହାତେଇଛନ୍ତି…

ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ଶାହାରୁଖ

ପାଟନା,୨୬।୧: ବିହାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେଠାକାର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀ ଭାଇରାଲ ହେବାରେ ଲାଗିଛି। ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢାଇବା ଶୈଳୀକୁ କେବଳ ସାଧାରଣ ଜନତା ନୁହେଁ ବଲିଉଡ୍‌ ଅଭିନେତା ଶାହାରୁଖ…

ରେଭେନ୍‌ଶାରେ ସାଧାରଣତନ୍ତ୍ର ଦିବସ,୧୫୨ ମିଟର ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିକ୍ରମା କଲେ ଛାତ୍ରୀଛାତ୍ର

କଟକ ଅଫିସ, ୨୬।୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କୁ ସବୁବେଳେ ସକାରାତ୍ମକ…

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ ରଣପୁରଗଡ଼ ଦାଣ୍ଡସାହିର କାଶୀନାଥ ମହାପାତ୍ର ଓ କୁନ୍ତଳାଦେବୀଙ୍କର ପୋଷ୍ୟପୁତ୍ର ହୋଇ ଆସିଥିଲି। ବ୍ରଜେନ୍ଦ୍ର ଉଚ୍ଚ…

ପୁରସ୍କାର ପରେ କେମିତି ଥାଆନ୍ତି ପ୍ରତିଭାମାନେ, କ’ଣ କରନ୍ତି…

ଅନେକ ସମୟରେ ଦେଖିବାକୁ ମିଳିଥାଏ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି କେହି କେହି ବାଟଭାଙ୍ଗି ଚାଲି ନ ଯାଇ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ରକ୍ଷା କରିଥାନ୍ତି। ଏପରି ସହାସିକତା ପାଇଁ ପରବର୍ତ୍ତୀ ସମୟରେ ଏମାନଙ୍କୁ ସରକାରୀ ଓ ବେସରକାରୀ…

ପରମ୍ପରା ବଜାୟ ରଖିଲେ ମୋଦି

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ବଜାୟ ରଖିଛନ୍ତି ବୋଲି ଆଲୋଚନା କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ସାଫା ବାନ୍ଧି ଏହି ପରମ୍ପରା ବଜାୟ ରଖିଥିବା କୁହାଯାଉଛି। ତାହପୁଣି ଗେରୁଆ ବା କମଳା ରଙ୍ଗର। ପାରମ୍ପରିକ…

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୬ ଦିନରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛି ଚାଇନା

ବେଜିଂ,୨୬।୧: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ୨୩୭ ଲୋକ ଗୁରୁତର ଭାବେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧,୯୬୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୧,୨୮୭ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସର୍ବାଧିକ ମୃତ୍ୟୁ…

ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳକୁ ୩୦ ଆମ୍ବୁଲାନ୍ସ, ୬ ବସ୍‌ ଉପହାର ହେଲା ଭାରତ

ନୂଆଦିଲ୍ଲୀ,୨୬।୧: ସାରା ଭାରତରେ ରବିବାର ପାଳନ କରାଯାଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଭାରତ ନେପାଳକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ୍‌ ଉପହାର ଦେଇଛି। ଏହା ବିଭିନ୍ନ ହସ୍ପିଟାଲ , ଚାରିଟେବଲ ଅର୍ଗାନାଇଜେଶନ ଓ ଶିକ୍ଷାନୁଷ୍ଠାନକୁ ପ୍ରଦାନ…

ପ୍ରଥମେ ବୋଲିଂ କରିବ ଭାରତ

ଅକ୍‌ଲାଣ୍ଡ,୨୬।୧- ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ବିଶାଳ ବିଜୟଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଥିବା…

ପୁରୀର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ: ନିଜକୁ ଭାରତୀୟ ଭାବେ ଗର୍ବ କରିବା ଉଚିତ

ପୁରୀ ଅଫିସ,୨୬।୧: ରାଜ୍ୟବ୍ୟାପୀ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ରବିବାର ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା କଂଗ୍ରେସ ପକ୍ଷରୁ ସିଂହଦ୍ବାର ନିକଟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲା ସଭାପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri