Home Left

ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…

କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ ଘର…

ତିନି ମାସ ବିତିଲା, ଫେରିଲାନି ପୁଅ…

କୃଷ୍ଣପ୍ରସାଦ,୯।୯(କୈଳାଶ ଚନ୍ଦ୍ର ପଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଗ୍ରାମର ଚନ୍ଦନ କୁମାର ବିଶ୍ୱାଳ(୧୯) ତିନି ମାସ ହେଲା କେଉଁ ଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୋଣସି ପତ୍ତା ମିଳିପାରୁ ନାହିଁ। ଏନେଇ ପରିବାର ଲୋକେ ହତାଶ ହୋଇ…

ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ…

ବସିଥିଲେ ଦର୍ଶକ, ଷ୍ଟେଜ ଉପରେ ଡ୍ରେସ ଖୋଲିଦେଲେ ନିଶା ମହାରଣା, ଆଉ ପୋଲିସ ସାଜିଲା..

ପାଟଣା,୯।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ତେଣ୍ଡରା ଗ୍ରାମର ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୁଲ୍ୟରେ ଚାଲିଥିବା ଦୁର୍ଗାଶ୍ରୀ ଅପେରାରେ ଆଇଟମ ଗର୍ଲ ନିଶା ମହାରଣା ସବୁ ସୀମା ଅତିକ୍ରମ କରିଛନ୍ତି। ଷ୍ଟେଜ ଉପରେ ସେ ଛାତିରୁ…

ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା

ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ ମାଇନୋରିଟି…

ଆଉ ହାତ ମାରିହେବନି: ଏତେ ବଢିଗଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ଭୁବନେଶ୍ୱର,୯।୯: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ, ସୁନା ଏବଂ ରୂପାରେ ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୩୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୧୦,୨୯୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ଭୂରାଜନୈତିକ…

ଘରେ ଶୋଇଥିଲେ ଭଉଣୀ-ଭାଇ: ଆସିଲା ସାପ, ଆଉ ତା’ପରେ…

ଉମରକୋଟ,୯।୯(ସନ୍ତୋଷ ସେନାପତି): ବିଷାକ୍ତ ସାପ କାମୁଡ଼ାରେ ଦୁଇ ଭଉଣୀ ଭାଇଙ୍କ ମୃତ୍ୟୁ । ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଗ୍ରାମରେ। ପରିବାର ସମସ୍ତ ସଦସ୍ୟ ଖାଇ ସାରି ଶୋଇଥିବା ବେଳେ ଘରେ ଭଉଣୀ, ଭାଇ…

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ନୂଆଦିଲ୍ଲୀ,୯।୯: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର…

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ମିଳିବ…

ଭୁବନେଶ୍ୱର,୯।୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ବୁଧବାର ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି। ଏପରିକି ସମୀକ୍ଷା ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ ସମ୍ପର୍କରେ ଆଲୋଚନା ହେବ…

ଟ୍ରମ୍ପଙ୍କୁ ‘ନାକେଦମ’ କରିବା ପାଇଁ ଭାରତକୁ ସିକ୍ରେଟ୍‌ ଫର୍ମୁଲା ଦେଲା ଚାଇନା

ଓ୍ବାଶିଂଟନ୍‌,୯।୯: ଆମେରିକା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ଏକପାଖିଆ ଟାରିଫ୍‌ ଘୋଷଣା କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି। ତାଙ୍କ ପଦକ୍ଷେପ ପରେ, ଗୋଟିଏ ପଟେ ଆମେରିକୀୟ କୋର୍ଟ ଏହାକୁ ବେଆଇନ ଘୋଷଣା କରିଛନ୍ତି,…

ବିଜେଡିକୁ ବଡ଼ ଝଟକା: ଦଳ ଛାଡିଲେ ଏହି ବରିଷ୍ଠ ନେତା, ରାଜନୀତିରେ ହଇଚଇ

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…

ଜଙ୍ଗଲରୁ ମିଳିଲା ୫ କୁଇଣ୍ଟାଲ ଗଞ୍ଜେଇ

ମୋହନା,୯। ୯(ମନ୍ମଥ ମିଶ୍ର): ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ପୋଲିସ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ସୋମବାର ଭୋର ସମୟରେ ଏସ୍‌ଆଇ ପ୍ରସନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri