ଜାତୀୟ ପତାକାକୁ ଅସମ୍ମାନ
ମାଧପୁର,୨୭।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ…
ଡାଇବେଟିସ୍ ସମ୍ଭାବନା ଦୂର କରେ…
ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍ ରୋଗୀଙ୍କୁ ହୃଦ୍ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ…
ପୁଣି ଥରାଇବ ଶୀତ, ଦୁଇଦିନ ମଧ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…
ଅମିର ଖାଁଙ୍କୁ ମହିଳା ହକି ଅଧିନାୟିକାଙ୍କ ଅନୁରୋଧ
ନୂଆଦିଲ୍ଲୀ,୨୬।୧- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ସେ ବଲିଉଡ ଷ୍ଟାର ଅମିର ଖାଁଙ୍କୁ ସାହାଯ୍ୟ ମାଗିଛନ୍ତି। ୨୦୧୯ ବର୍ଷର ବିଶ୍ୱର ଶ୍ରେଷ୍ଠ ଆଥ୍ଲେଟ ପୁରସ୍କାର…
ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ
ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍, କରନ୍ ଜୋହର, ଅଦ୍ନାନ ଶାମୀ ଏବଂ ଏକତା କପୁର। ଏହି ପୁରସ୍କାର ଘୋଷଣା ପରେ କଙ୍ଗନା…
ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍ କରନ୍ତି ଯାହା ଭାଇରାଲ ହୋଇଥାଏ। ନିକଟରେ ସେ ଏକ ଭିଡିଓ ଟୁଇଟ୍ କରିଥିଲେ, ଯାହା ଦେଖି ଯୁଜର୍ସ ହସି…
କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର
ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍। ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ମାତ୍ର ୯ଟି ବଲ ପକାଇବା ପରେ ଛୋଟେଇବା ଆରମ୍ଭ କରିଥିଲେ।…
ଭାରତରେ ଥିଲେ ନୋବେଲ ପାଇପାରି ନ ଥାନ୍ତି:ଅଭିଜିତ ବାନାର୍ଜୀ
ଜୟପୁର,୨୬।୧: ଭାରତରେ ଥିଲେ ନୋବେଲ ପୁରସ୍କାର ମୋତେ ମିଳି ନ ଥାନ୍ତା ବୋଲି କହିଛନ୍ତି ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ଜୟପୁର ସାହିତ୍ୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ନୋବେଲ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୈରାଶ୍ୟଜନକ: ଲକ୍ଷ୍ୟଧାର୍ଯ୍ୟର ମାତ୍ର ୪୨ ପ୍ରତିଶତ ସମ୍ପୂର୍ଣ୍ଣ
ନୟାଗଡ଼ ଅଫିସ,୨୬।୧: ନୟାଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ମାତ୍ର ୪୨ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି। ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁ ଏପରି ହୋଇଥିବା ଅଭିଯୋଗ ହେଉଛି। ସେହିଭଳି ବିଭିନ୍ନ…
ପରୀକ୍ଷାଗାରରେ ତିଆରି ହେବ ସାପ ବିଷ
ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର ବିଷ ଗ୍ରନ୍ଥି ବିକଶିତ କରିଛନ୍ତି ବୋଲି ଜଣାପଡିଛି। ଏହା ମାଧ୍ୟମରେ ବହୁ ପରିମାଣରେ ଅସଲ…
ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର
ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି…
ଜିଲାରେ ଶ୍ରେଷ୍ଠ ବ୍ଲକ ଭାବେ ପାଟଣା ପୁରସ୍କୃତ
ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ୭୧ ତମ ଗଣତନ୍ତ୍ର ଦିବସ ଜିଲା ମୁଖ୍ୟାଳୟ ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାର ପାଟଣା ବ୍ଲକକୁ ଶ୍ରେଷ୍ଠ ବ୍ଲକ ଭାବରେ ପୁରସ୍କୃତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Archives


