Home Left

ପୂର୍ବତନ ବିଶ୍ୱ ଚେସ ଚାମ୍ପିୟନଙ୍କୁ ହରାଇଲେ ପ୍ରଜ୍ଞାନାନନ୍ଦ

ଗିବ୍ରାଲଟର,୨୭।୧- ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର୍ସ ଆର. ପ୍ରଜ୍ଞାନାନନ୍ଦ ୧୮ତମ ଗିବ୍ରାଲଟର ଚେସ ଫେଷ୍ଟିଭାଲରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଜ୍ଞାନାନନ୍ଦ ପୂର୍ବତନ ବିଶ୍ୱ ଚାମ୍ପିୟନ ଭେସେଲିନ ଟୋପଲୋଭଙ୍କୁ ହରାଇ ଦେଇଛନ୍ତି। ୧୪ ବର୍ଷୀୟ ଚେସ ଖେଳାଳିଙ୍କ ଟୁର୍ନାମେଣ୍ଟରେ ଏହା କ୍ରମାଗତ…

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି ନେଇ ସେ ରୋଗୀଙ୍କର ଚିକିତ୍ସା କରିଥାଆନ୍ତି। ଏହି ସମାଜ ସେବା ପାଇଁ ଏବେ ଡାକ୍ତର…

ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ କର୍ଲି ହେୟାର ସେହି ସମୟର ଯୁବପିଢ଼ିଙ୍କ ମଧ୍ୟରେ ଏକ କ୍ରେଜ୍‌ ସୃଷ୍ଟି କରିପାରିଥିଲେ ବବି।…

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ

ରାଇରଙ୍ଗପୁର,୨୭।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ୍‌ ଥାନା ମୁଖ୍ୟ ବଜାରରେ ମହାନ୍ତି ପାନମସଲା ଦୋକାନୀ…

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର ମ୍ୟାଜିକ୍‌ ଏବଂ ସରକାରଙ୍କ ଚାମ୍‌ଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି। ଅଦନାନଙ୍କ…

୮ ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହାତୀ: ଏହାକୁ ଧରିବା ଦାବିରେ ରାସ୍ତାରୋକୋ, ଯାତାୟାତ ବାଧାପ୍ରାପ୍ତ

କଳିଙ୍ଗନଗର,୨୭।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର-ଦାନଗଦୀ ବ୍ଲକରେ ଗତ ୮ଦିନ ଏକ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୮ ଦିନ ଭିତରେ ହାତୀଟି ୪ ଜଣଙ୍କ ଜୀବନ ନେଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ…

ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସାରା ବିଶ୍ୱର ସଙ୍ଗିତକାର ଓ ଗାୟକ…

ମ୍ୟାକ୍‌ଗ୍ରାଥଙ୍କୁ କ୍ଷମା କରିନାହାନ୍ତି ଭାରତୀୟ ପ୍ରଶଂସକ

ଡାଭୋସ,୨୭।୧(ପି.ଟି.)- ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ପେସର ଗ୍ଲେନ ମ୍ୟାକ୍‌ଗ୍ରାଥଙ୍କୁ ଭାରତୀୟ କ୍ରିକେଟ ପ୍ରଶଂସକ କ୍ଷମା କରିନାହାନ୍ତି। ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୩୫୯ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲା। ପ୍ରଥମ ଓଭରରେ ହିଁ ଭାରତର ଆଶା…

କିଏ ସେହି ସାଲ୍ଲୁମାରଡା ଥିମ୍ମାକ୍କା, ଯାହାଙ୍କୁ ମନେପକାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ପ୍ରଥମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ଗତବର୍ଷ ଭାଇରାଲ ହୋଇଥିବା ଏକ ଭିଡିଓ ବିଷୟରେ ଆଲୋଚନା କରି କହିଥିଲେ, ଉକ୍ତ ଭିଡିଓରେ ସାରା ଦେଶ ଦେଖିଛି କେମିତି…

ଭୁଲ ବୁଝାମଣାରେ ପୋଲିଓ ଟିମ୍‌କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଲେ ଲୋକେ

ମିରଟ,୨୭।୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବି ନାଗରିକତ୍ୱ ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ସୃଷ୍ଟି ହେଉଥିବା ବେଳେ ଏଥିପାଇଁ କେତେକଙ୍କ ଜୀବନ ମଧ୍ୟ ଯାଉଥିବାର ନଜର ଆସିଛି। ଇତିମଧ୍ୟରେ…

ନିର୍ଭୟା ମାମଲା: ଆବେଦନର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ୪ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ଭୟରେ ଦିନ ଗଣୁଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶ କୁମାର ସିଂ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ…

ବ୍ରାଏଣ୍ଟଙ୍କ ପଦାଙ୍କ ଅନୁସରଣ କରିଥିଲେ ଝିଅ ଜିଆନା

କାଲିଫର୍ନିଆ, ୨୭।୧: କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ୧୩ବର୍ଷ ଝିଅ ଜିଆନା ମାରିଆ ମଧ୍ୟ ପ୍ରାଣ ହରାଇଛନ୍ତି। ବାପାଙ୍କ ଭଳି ଝିଅଙ୍କର ମଧ୍ୟ ବାସ୍କେଟବଲ୍‌ ଖେଳରେ ରୁଚି ରହିଥିଲା। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri