ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍ନାନ୍ସି ଟେଷ୍ଟ ବାଧ୍ୟତାମୂଳକ
ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍ନାନ୍ସି ଟେଷ୍ଟ୍ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ…
ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା
ପୁରୀ,୨୯।୬: ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ସେ କହିଛନ୍ତି ଯେ, ପହୁଡ଼ ନୀତିକୁ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନାହିଁ। ଯଦି…
ଫୋନ୍ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି…
ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ…
୨୦୨୨ ଦୁର୍ଘଟଣା ପରେ ଋଷଭ ପନ୍ତ ପ୍ରଥମ ପ୍ରଶ୍ନରେ କ’ଣ ପଚାରିଥିଲେ ? ଖୁଲାସା କଲେ ଅପରେଶନ କରିଥିବା ଡାକ୍ତର
ନୂଆଦିଲ୍ଲୀ,୨୯ା୬: ଭାରତୀୟ କ୍ରିକେଟ ଦଳର ତାରକା ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ୨୦୨୨ ଡିସେମ୍ବରରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରିଥିବା ଖ୍ୟାତନାମା ଅର୍ଥୋପେଡିକ ସର୍ଜନ ଡକ୍ଟର ଦିନଶୌ ପର୍ଦିଓ୍ୱାଲା…
୪୦ ବର୍ଷ ବୟସ ପରେ ଆଖି ପାଇଁ କେଉଁ ଟେଷ୍ଟ ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ
ବୟସ ବଢ଼ିବା ସହିତ, ଶରୀରର ଅନ୍ୟାନ୍ୟ ଅଂଶ ପରି, ଆଖିର ଦୃଷ୍ଟିଶକ୍ତି ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାକୁ ଲାଗେ। ୪୦ ବର୍ଷ ବୟସ ପରେ, ଦୃଷ୍ଟିଶକ୍ତିରେ ସାମାନ୍ୟ ପରିବର୍ତ୍ତନକୁ ସାଧାରଣ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଏହି ଲକ୍ଷଣଗୁଡ଼ିକୁ…
୨ ବର୍ଷରେ କମିଟି ପରିବର୍ତ୍ତନ: ସିମନବାଡ଼ି ବଣିକ ସଂଘର ନୂଆ କର୍ମକର୍ତ୍ତା ହେଲେ…
ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା’ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ ରବିବାର ଅନୁଷ୍ଠିତ ହୋଇଯାଇଛ। ପ୍ରତିମାସର ଶେଷ ରବିବାର ଦିନ ଭଳି ଚଳିତ ମାସରେ ବୈଠକ ସଙ୍ଘର ସଭାପତି ଶଙ୍କୁରୁ ଅମୂଲ୍ୟ କୁମାର ସୁବୁଦ୍ଧିଙ୍କ…
ଗଣବଳାତ୍କାର ମାମଲା: ମମତାଙ୍କ ପାର୍ଟିରେ ତେଜିଲା ଅନ୍ତଃକନ୍ଦଳ, ମହୁଆଙ୍କୁ ହନିମୁନ କଥା କହି ଟାର୍ଗେଟ…
କୋଲକାତା,୨୯।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଗଣବଳାତ୍କାର ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି)ର ଦୁଇ ଏମପି କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରାଙ୍କ ମଧ୍ୟରେ ପୁଣି ଥରେ ତୀବ୍ର ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ମାତ୍ର…
ଭାରତ-ପାକ୍ ବର୍ଡରରୁ ମିଳିଲା ୨ ମୃତଦେହ, ପାଖରେ ପଡ଼ିଛି ପାକିସ୍ତାନ ସିମ୍ ସହ ଆଇଡି କାର୍ଡ; କ’ଣ ମାମଲା?
ଜୟପୁର,୨୯।୬: ରାଜସ୍ଥାନର ଜୈସଲମେରରେ ଭାରତ-ପାକିସ୍ତାନ ବର୍ଡର(ସୀମା) ନିକଟରେ ଏକ ୧୫ ବର୍ଷୀୟ ନାବାଳିକା ଏବଂ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକ ପ୍ରାୟ ୬-୭ ଦିନ ତଳର ବୋଲି କୁହାଯାଉଛି। ମୃତଦେହଗୁଡ଼ିକ ନିକଟରେ ପାକିସ୍ତାନୀ ସିମ ଏବଂ ପରିଚୟପତ୍ର ମଧ୍ୟ ମିଳିଛି।…
ପୁରୀ ଦଳଚକଟାକୁ ନେଇ ମୁହଁ ଖୋଲିଲେ ଗଜପତି, କହିଦେଲେ…
ପୁରୀ,୨୯।୬: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ମର୍ମାହତ। ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି…
୪୮ ଘଣ୍ଟାରେ ଓ୍ବେଷ୍ଟଇଣ୍ଡିଜ୍କୁ ଲାଗିଲା ଆଉ ଏକ ବଡ଼ ଝଟ୍କା, ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ…
ନୂଆଦିଲ୍ଲୀ,୨୯।୬: ବାରବାଡୋସର ବ୍ରିଜଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୧୫୯ ରନରେ ପରାସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ଟେଷ୍ଟ ମ୍ୟାଚରେ ଅନେକ ବିବାଦୀୟ ନିଷ୍ପତ୍ତି ହୋଇଥିଲା, ଯାହା ୱେଷ୍ଟଇଣ୍ଡିଜ…
କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି
ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ କରିବ…
ପୁଣି ଏୟାର ଇଣ୍ଡିଆରେ ବଡ଼ ଦୁର୍ଘଟଣା! ମଝି ଆକାଶରେ କ୍ୟାବିନରୁ ଆସିଲା ପୋଡା ଗନ୍ଧ, ତା ପରେ…
ମୁମ୍ବାଇ,୨୯।୬: କ୍ୟାବିନରେ ପୋଡ଼ା ଗନ୍ଧ ଆସିବାରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନକୁ ମୁମ୍ବାଇ ଫେରିବାକୁ ପଡିଛି। ଏୟାର ଇଣ୍ଡିଆ ତା’ର ବିବୃତ୍ତିରେ କହିଛି ଯେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି। ଚିନ୍ତା କରିବାର କିଛି ନାହିଁ। ଏୟାରଲାଇନ୍ସ…
Archives


