ମୁଁ ଅଛି ଓ ମୁଁ ବଞ୍ଚିବି
କ୍ୟାନ୍ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ ଜାତିସଂଘ ଦ୍ୱାରା ପାଳନ କରାଯାଉଛି ବିଶ୍ୱ କର୍କଟ/କ୍ୟାନ୍ସର ଦିବସ। ବ୍ୟକ୍ତିଗତ, ସରକାରୀ ତଥା ଆନ୍ତର୍ଜାତିକ…
୧୮ ସୁଦ୍ଧା ୧୯ ଖଣିର ନିଲାମ ଶେଷ ଲକ୍ଷ୍ୟ: ଆର୍ସେଲର ମିତ୍ତଲକୁ ଠାକୁରାଣୀ ଖଣି
ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦୁଝର ଜିଲାରେ ଥିବା ଠାକୁରାଣୀ ଲୁହାପଥର ଖଣିକୁ ହାତେଇବାରେ ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସଫଳ ହୋଇଛି। ଖଣିର ଲୁହାପଥର ବିକ୍ରି ମୂଲ୍ୟର ୧୦୭.୫୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସର୍ତ୍ତରେ ଏହି ଖଣି ଆର୍ସେଲର ମିତ୍ତଲକୁ…
ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ
ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ଯଦି ଏହାର ଉତ୍ପାଦନ ଓ ବଣ୍ଟନ କମ୍ପାନୀଙ୍କ ଦାବିକୁ ଗ୍ରହଣ କରନ୍ତି, ତେବେ ଆସନ୍ତା ମାର୍ଚ୍ଚ ମାସରେ ଦର ବୃଦ୍ଧି ନେଇ…
ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ
ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି। ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର…
ପ୍ୟାକ୍ସରେ ତାଲା ପକାଇଲେ ଚାଷୀ
ବରୀ,୪ା୨(ସ୍ବ.ପ୍ର):ବରୀ ବ୍ଲକ ଅଧୀନ ଧାରପୁର କୃଷି ସେବା ସମବାୟ ସମିତି (ପ୍ୟାକ୍ସ)ରେ ସୋମବାର ଚାଷୀମାନେ ତାଲା ପକାଇ ଦେଇଥିଲେ। ଦୀର୍ଘ ସମୟ ଧରି ତାଲା ପଡ଼ି ରହିବାରୁ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସମିତି ସଭାପତି ସରୋଜ କୁମାର ଜେନାଙ୍କ ହସ୍ତକ୍ଷେପ ପରେ…
ଗଡ଼ୁଛି ଦିନ, ହେଉନି ଜଳସେଚନ ସୁବିଧା
ଯାଜପୁର ଅଫିସ,୪ା୨: ରାଜ୍ୟରେ ୩୫ ପ୍ରତିଶତ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ୧୮ବର୍ଷ ତଳେ ସରକାର ଘୋଷଣା କରିଥିଲେ। ହେଲେ ବାସ୍ତବରେ ଏହା ଯାଜପୁର ଜିଲାରେ ଘୋଷଣାରେ ସୀମିତ ରହିଛି। ୮ ବର୍ଷରୁ ଊର୍ଦ୍ଧ୍ୱ ହେବ ଜିଲାରେ…
ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ
ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ପଡିରହିଛି । ଫଳରେ ବ୍ଲକର ପପଙ୍ଗା ୟାର୍ଡରେ…
ବିସ୍ଥାପିତ ତାଲିକାରେ ସାମିଲ ନ କଲେ ଆନ୍ଦୋଳନ
କଳିଙ୍ଗନଗର,୪ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା କାରଖାନା ପାଇଁ ଚାନ୍ଦିଆ, ବାଲିଗୋଠ, ଗୋବର ଘାଟି, କଳାମାଟିଆ, ବାଇଡୁବୁରୀ, ଗାଢପୁର, ଚମ୍ପାକୋଇଲି, ବାନ୍ଦରଗାଡିଆ, ବାମିୟାଗୋଠ, ମାନିଆପାତଳ, ଅମ୍ବଗଡିଆ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ମାତ୍ର ଏଯାବତ୍ ସେମାନଙ୍କ ନାମ ବିସ୍ଥାପିତ ତାଲିକାରେ ଅର୍ନ୍ତଭୁକ୍ତ ହୋଇନାହିଁ। ଏନେଇ…
ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା
ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଅଭିଯୋଗ, ପ୍ରତିବାଦ କରୁଥିଲେ ବି ସୁଫଳ ମିଳୁନି। ଏହି ପରିପ୍ରେକ୍ଷୀରେ ନୟାଗଡ଼…
୩ବର୍ଷର ସଂଘର୍ଷ ପରେ ମିଳିଲାନି ନ୍ୟାୟ : ଥାନା ଆଗରେ ରାଜପଥ ଅବରୋଧ କଲେ ବାସନ୍ଦ ପରିବାର
ନୟାଗଡ଼ ଅଫିସ, ୪ା୨: ନୟାଗଡ଼ ଜିଲା ଇଟାମାଟି ଥାନା ଭୂତଡିହି ଗାଁର ୪ ବାସନ୍ଦ ପରିବାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ନ୍ୟାୟ ପାଇଁ ପରିବାର ସଦସ୍ୟ ପ୍ରାୟ ୩ବର୍ଷ ହେଲା ବିଭିନ୍ନ ସମୟରେ ଏସ୍ପି, ଜିଲାପାଳ, ଥାନା, ମାନବିକ ଅଧିକାର କମିଶନଙ୍କୁ…
ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍
ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ କେତେକ ଲୋକ ବିପୁଳ ପରିମାଣର ଶାଳଗଣ୍ଡି ଲୁଟି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ…
ଜିପସମ୍ ପରିବହନକୁ ନେଇ ବିବାଦ: ପିପିଏଲ୍ କାରଖାନା ଆଗରେ ଜେସିସିର ଧାରଣା
ପାରାଦୀପ,୪ା୨(ସ୍ବ.ପ୍ର.): ପାରାଦୀପରେ ଥିବା ଶିଳ୍ପ ସଂସ୍ଥାର ପଣ୍ୟ ପରିବହନକୁ ନେଇ ବର୍ଷେ ହେଲା ଚାଲିଥିବା ବିବାଦ ସୋମବାର ଭିନ୍ନମୋଡ଼ ନେଇଛି। ଅର୍ଥାତ୍ ୩ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେସନ୍ କମିଟି)ର ସଦସ୍ୟମାନେ ସୋମବାର ପିପିଏଲ୍ କାରଖାନା…
Archives


