ଲେମ୍ବୁ ଚଟଣୀ
ଆବଶ୍ୟକ ସାମଗ୍ରୀ ଲେମ୍ବୁ ୪ଟି, ଜୀରା ଏକ ଚାମଚ, ହେଙ୍ଗୁ ସାମାନ୍ୟ, କଳା ଲୁଣ ଅଧା ଚାମଚ, ଲାଲ ଲଙ୍କା ଅଧା ଚାମଚ, ଲୁଣ ଏବଂ ଚିନି ସ୍ବାଦାନୁସାରେ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଲେମ୍ବୁଗୁଡିକୁ ଛୋଟ ଛୋଟ କାଟି ସେଥିରୁ ମଞ୍ଜି…
ଧୋନୀ ମର୍ସିଡିଜ୍, ମନୀଷ ପାଣ୍ଡେ ଅଲଟୋ କାର୍
ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍ସୁଇପ୍ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଏହି ବିଜୟରେ ଉଭୟଙ୍କ ଯୋଗଦାନ ଥିବା ଆଲୋଚନା…
ଘରେ ମଶା ହେଉଥିଲେ
ଧୀରେ ଧୀରେ ଶୀତ କମିବା ସହ ମଶାଙ୍କ ସଂଖ୍ୟା ବଢୁଛି, ଯାହାକୁ ରୋକିବା ଲାଗି ସାଧାରଣତଃ ମଶାମରା କଏଲ୍, ଲିକ୍ୱିଡ୍, ହିଟ୍ ଆଦି ବ୍ୟବହାର କରାଯାଉଛି। ହେଲେ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ…
ରୁହନ୍ତୁ ଟ୍ୟାନ୍ ଫ୍ରି
ଏଦିନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହିବାକୁ ଅନେକଙ୍କୁ ଭଲ ଲାଗୁଥିବାରୁ ତ୍ୱଚାରେ ସନ୍ବର୍ନ ବା ଟ୍ୟାନିଂ ସମସ୍ୟା ଦେଖାଦିଏ। ଏହାକୁ ଦୂର କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି…
ଓଭାରିଆନ୍ କ୍ୟାନ୍ସର, ଏକ ନୀରବ ଦସ୍ୟୁ
ନୀରବତା ହେଉଛି ପୃଥିବୀର ସବୁଠାରୁ ବଳିଷ୍ଠତମ ଭାଷା ଏବଂ ନିର୍ବାକ୍ ଶତ୍ରୁ ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶତ୍ରୁ, ଯିଏ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ ନ କରି ଶରୀରର ଚରମ କ୍ଷତି ପହଞ୍ଚାଇ ଥାଏ। ଠିକ୍ ସେହିଭଳି ମହିଳାଙ୍କ ଶରୀରର ଏକ…
ଏଠି ବୁକ୍ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ
ସମସ୍ତେ ପ୍ରାୟ ବୁକ୍ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ କଫି(Otis…
ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ
ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ସମସ୍ତଙ୍କୁ…
ଡିଜିପିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୋଲିସବାବୁ : ଅନ୍ୟର ଜାଗାରେ ଚଳାଇଛନ୍ତି ଘର ନିର୍ମାଣ
ଭୁବନେଶ୍ୱର,୪।୨(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବା ପାଇଁ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଅଧିକାରୀ ନିଜେ ଅନ୍ୟାୟର ରାସ୍ତା ଧରିଛନ୍ତି। ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ ନଖରା ଗ୍ରାମରେ ଅନ୍ୟର ୨୦୦ ବର୍ଗଫୁଟ ଜମି ଜବରଦସ୍ତ ଦଖଲ କରି ଘର ନିର୍ମାଣ…
ସର୍ବକ୍ଷମା ଅବଧି ବୃଦ୍ଧି ଦାବି
ଭୁବନେଶ୍ୱର,୪।୨(ବ୍ୟୁରୋ): ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ ଜରିମାନା ଦେଇ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିପାରିବେ। ଏଥିପାଇଁ ୨୦୧୮ ଜୁନ୍ରୁ ରାଜ୍ୟ ସରକାର…
ଅସୁସ୍ଥତା କାରଣରୁ ନିର୍ବାଚନ ରାଲିରେ ଯୋଗ ଦେଇ ନ ପାରନ୍ତି ସୋନିଆ
ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ୫ ଫେବୃୟାରୀରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ସୋନିଆ ଅସୁସ୍ଥ ଥିବାରୁ ତାଙ୍କର ଏହି ରାଲିକୁ ବନ୍ଦ କରାଯାଇପାରେ ବୋଲି କୁହାଯାଉଛି। ମଙ୍ଗଳବାର…
ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା
ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ପ୍ରଥମ ଥର…
କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ
ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ ପାଖେ କରୋନା ଭୂତାଣୁ ପଜିଟିଭ ଥିବା ଦେଖାଯାଇଥିବା ବେଳେ ଏବେ ଚାଇନା ବାହାରେ ଆଉ…
Archives


