Home Left

ବର୍ଷା ଯୋଗୁ ଘୁଞ୍ଚିଲା ଜିଲା ମହୋତ୍ସବ

ଅନୁଗୋଳ ଅଫିସ,୭।୨: ଅନୁଗୋଳରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁୁ ଜିଲା ମହୋତ୍ସବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହୋତ୍ସବ ୧୧ରୁ ୧୩ ପର୍ଯ୍ୟନ୍ତ କରାଯିବ ବୋଲି ଜିଲା ସଂସ୍କୃତି ପରିଷଦ ପକ୍ଷରୁ ନିଷ୍ପତ୍ତି…

ଭାସିଯାଉଥିବା ବେଳେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ: ଉଭୟଙ୍କୁ ପୁରସ୍କାର ଦାବି

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପୋଲ ଉପରୁ ଶୁକ୍ରବାର ଜଣେ ବ୍ୟକ୍ତି ପାଣି ଭିତରକୁ ଖସି ପଡ଼ିଥିଲେ । ତେବେ ସ୍ରୋତରେ ଭାସିଯାଉଥବା ସମୟରେ ଡଙ୍ଗଗୁଡ଼ାର ୨ ବାଳକ ସଞ୍ଜୟ ପୂଜାରୀ…

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ…

ଜୋକୋଭିଚ୍‌ଙ୍କ ରେକର୍ଡ

ଅଷ୍ଟ୍ରେଲିଆନ ଓପନରେ ଅଭିଜ୍ଞ ସର୍ବୀୟ ଖେଳାଳି ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିୟନ ହେବା ସହ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଗ୍ରାଣ୍ଡସ୍ଲାମ। ବର୍ଷର ଏହି…

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି ମସ୍କୋ ଜନ୍ମିତ ଖେଳାଳି ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ବର୍ଷର ପ୍ରଥମ…

୧୦ମ ଫେଲ୍‌ ୩ ଯୁବକ ୨୦ ଦେଶର ୧ ହଜାର ପିଏଚ୍‌.ଡି. ଛାତ୍ରଙ୍କଠାରୁ ଠକିନେଲେ ୨ କୋଟି

ଗାଜିଆବାଦ,୭।୨: ପାଠଘର ଶୂନ କିନ୍ତୁ କାରନାମା ଅନେକ। ୧୦ମ ଫେଲ୍‌ ୩ ଯୁବକ ପିଏଚ୍‌.ଡି. ଛାତ୍ରମାନଙ୍କୁ ପାଣି ପିଆଇ ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶ ଛାତ୍ରଙ୍କୁ ମଧ୍ୟ ଜାଲରେ ଫସାଇଛନ୍ତି ଗାଜିଆବାଦର ଏହି ଯୁବକମାନେ। ପୋଲିସ କହିବା ମୁତାବକ, ଏହି…

ଜେଡିସିଏ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ: ଫିଲ୍ମ ନିର୍ମାଣ ପ୍ରତି ବଢ଼ୁଛି ଓଡ଼ିଶା ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର,୭।୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ହେବାକୁ ଥିବା ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖଣ୍ଡଗିରିସ୍ଥିତ ଜେଡିସିଏ…

ପୋଲିସ ଜାଣତରେ ଦେହ ବ୍ୟବସାୟ

କଟକ ଅଫିସ,୭।୨: କଟକ ରେଳଷ୍ଟେଶନ ନିକଟରେ ବେଧଡକ ଭାବେ ଚାଲିଛି ସେକ୍ସ ର଼୍ୟାକେଟ୍‌। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ପୋଲିସକୁ ଅଛପା ନାହିଁ। ପିସିଆର ଭ୍ୟାନ ଏହି ଅଞ୍ଚଳ ଦେଇ ନିୟମିତ ପାଟ୍ରୋଲିଂ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ…

ଏକାସଙ୍ଗେ ଖେଳିପାରନ୍ତି ମେସି, ରୋନାଲ୍ଡୋ

ବାର୍ସିଲୋନା,୬।୨- ବର୍ତ୍ତମାନ ଫୁଟବଲ କ୍ରୀଡ଼ାର ଦୁଇ ବଡ଼ ନାମ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି। ଦୁହିଁଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ୍‌ ଅଧିକ। ବହୁବାର ଦୁଇ ଖେଳାଳିଙ୍କ ପ୍ରଶଂସକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ନେଇ ବଚସା ହୁଏ। ଏହାର ବହୁ ଉଦ୍‌ହାରଣ…

ସୂଚନା ଅଧିକାର କର୍ମୀ ହତ୍ୟା ଘଟଣାରେ ନେତାଙ୍କ ଚାପ

ଭୁବନେଶ୍ୱର,୭।୨(ବ୍ୟୁରେ): କେନ୍ଦ୍ରାପଡା ଜିଲା ମାର୍ଶାଘାଇରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ରାଜନେତାଙ୍କ ଚାପରେ ସ୍ଥାନୀୟ ପୋଲିସ ଉପଯୁକ୍ତ ତଦନ୍ତ କରୁନାହିଁ ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ସଂଘ (ଓସା)…

ଚମକାଇଦେଲେ କୁନି ମଡେଲ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ): ଦେଖିବାକୁ ଛୋଟ। ହେଲେ ର଼୍ୟାମ୍ପ୍‌ରେ ସେମାନଙ୍କ ଚାଲି ପ୍ରଫେଶନାଲ ମଡେଲମାନଙ୍କୁ ବି ପଛରେ ପକାଇ ଦେଇଥିଲା। ଦୃଢ଼ ମନୋବଳ ସହ ଆଗଧାଡ଼ିର ମଡେଲ୍‌ଙ୍କ ଭଳି ର଼୍ୟାମ୍ପ୍‌ ଓ୍ବାକ୍‌ କରି ସେମାନେ ଉପସ୍ଥିତ ଦର୍ଶକଙ୍କୁ ଚମକାଇ ଦେଇଥିଲେ। ଓଡ଼ିଶା ଆର୍ଟ ଆଣ୍ଡ୍‌…

ସିଏଏକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ଭାଜପା

ଭୁବନେଶ୍ୱର,୭।୨(ବ୍ୟୁରୋ): ନାଗରିକତ୍ୱ ପ୍ରଦାନ କରିବା ପାଇଁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କରାଯାଇଛି। ସିଏଏ ଦ୍ୱାରା କୌଣସି ଭାରତୀୟଙ୍କ ଅଧିକାର କ୍ଷୁଣ୍ଣ ହେବନି ବୋଲି ଓଡ଼ିଶାବାସୀ ବୁଝି ସାରିଛନ୍ତି। ସାରା ରାଜ୍ୟବାସୀ ଏବେ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବୋଲି ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri