କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି
ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍ (କେପିଏଲ)ରେ ମ୍ୟାଚ୍ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍ ଦାଖଲ କରିଛି। ଏ ନେଇ ପୋଲିସର ଅତିରିକ୍ତ କମିଶନର ସନ୍ଦୀପ ପାଟିଲ କହିଛନ୍ତି। କୁବନ…
ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ
କଟକ ଅଫିସ,୭।୨: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍ ଭାବେ ନିଯୁକ୍ତି ଦେଇଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏବେ ସଞ୍ଜୀବ ସୁପ୍ରିମକୋର୍ଟରେ ଆଇନଜୀବୀ…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ ଅଫିସ,୭।୨: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। ବାଲେଶ୍ୱର ଲୋକ ସଭା ନିର୍ବାଚନ ମାମଲାରେ ତାଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି। ତେବେ ସେ ସତ୍ୟପାଠରେ ଅପରାଧିକ ମାମଲା ନେଇ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଜଣେ…
ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ
ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି। ଏବେ ତେନ୍ଦୁଲକର ବଶଫାୟାର ବାଶ ମ୍ୟାଚ୍ ପାଇଁ ପଣ୍ଟିଂ ଏକାଦଶର କୋଚ୍ ଭାବେ ଅଷ୍ଟ୍ରେଲିଆରେ…
ମତଦାନ ପୂର୍ବରୁ ଦିଲ୍ଲୀରେ ଫୁଟିଲା ଗୁଳି
ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନକ ପୂର୍ବରୁ ସ୍ଥନୀୟ ଅଞ୍ଚଳରେ ଫୁଟିଲା ଗୁଳ। ଶୁକ୍ରବାର ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଏକ ଦୋକାନ ସମ୍ମୁଖରେ ୪ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।…
ବେହୋସ୍ ଛାତ୍ରଙ୍କୁ ଦେଖି କରୋନାଭାଇରସ ଭୟରେ ହସ୍ପିଟାଲ ହେଲା ଖାଲି
ରାଞ୍ଚି,୭।୨: କରୋନାଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣରୁ ୪ ଜଣ ଶିକ୍ଷାର୍ଥୀ ଜଣକ ପରେ ଜଣେ ବେହୋସ ହୋଇ ଯାଇଥିଲେ। ଏହି ପିଲାମାନଙ୍କୁ ତୁରନ୍ତ…
କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ ଏବେ ଏହି କରୋନାଭାଇରସରେ ପୀଡିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ…
ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜ୍ଞାନ: ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ
ରାଞ୍ଚି,୭।୨: ଦେଶର ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଉଜୁଡିବାରେ ଲାଗିଛି। ଦିନକୁ ଦିନ ଶିକ୍ଷାର ସ୍ତର ତଳକୁ ଖସୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡ ରାମଗଡରେ। ସୋରେନ ସରକାରରେ ଥିବା ଶିକ୍ଷାମନ୍ତ୍ରୀ ହଠାତ୍ ଏକ ସରକାରୀ ସ୍କୁଲକୁ…
କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ
ମାର୍ଶାଘାଇ,୭।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ତାଙ୍କ ଘରେ ପହଞ୍ଚିଥିଲେ। ପରିବାରର ସମସ୍ୟା ବିଷୟରେ ସେ ବୁଝିବା ସହ…
ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ
ରାଇଘର,୭।୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ ଓ କୁନ୍ଦେଇ ପୋଲିସ ଉକ୍ତ ଗ୍ରାମ ସହ ଆଖପାଖ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ। ହେଲେ…
ନିର୍ଭୟା ମାମଲା: ତୃତୀୟ ଡେଥ୍ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ
ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଏବେ ନୂଆ ଡେଥ୍ ଓ୍ବାରେଣ୍ଟ…
କରୋନା ଭାଇରସ ପ୍ରଭାବ: ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ
ନୂଆଦିଲ୍ଲୀ,୭।୨(ପି.ଟି.)- କରୋନା ଭାଇରସ ଯୋଗୁ ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ କରାଯାଇଛି। ଏଥିଯୋଗୁ ହକି ଇଣ୍ଡିଆ (ଏଚ୍ଆଇ) ସମସ୍ୟାରେ ଘେରି ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ମହିଳା ଦଳର ପ୍ରସ୍ତୁତି ପାଇଁ ଏଚ୍ଆଇକୁ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଖୋଜିବାକୁ…
Archives


