୯୨ ବର୍ଷ ବୟସ୍କ ବୃଦ୍ଧ ୧୫ ବର୍ଷ ଧରି ହଜାରେ ଗରିବଙ୍କୁ ପ୍ରତିଦିନ ରାନ୍ଧି ଖୁଆଉଛନ୍ତି
ରୋମ୍,୯।୨: ଇଟାଲୀର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି। ତାଙ୍କୁ ଏଥିରେ ସହାୟତା କରିବା ପାଇଁ ୩୦୦ ଜଣିଆ ଏକ ଟିମ୍ ରହିଛି। ରାଜଧାନୀ…
ରାମ ମନ୍ଦିର ନିର୍ମାଣ ପାଇଁ ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦ କୋଟି ଟଙ୍କା ଦାନ
ପାଟନା,୯।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଟ୍ରଷ୍ଟ ଗଠନ କରାଯିବା ପରେ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ୧୦…
ଭ୍ୟାଲେଣ୍ଟାଇନ୍ ସ୍ପେଶାଲ: ଯେଉଁଠି ପ୍ରେମ ପାଇଁ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା
ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା ଦେଖେନା ଜାତି, ଅଜାତି କି ସୁନ୍ଦର ରୂପରଙ୍ଗ। ଖାଲି ଜଣଙ୍କର ମନ ସହ ଆଉ ଜଣଙ୍କର ମନ ମିଶିଗଲେ ପ୍ରେମର ମଳୟ ପବନ ବହିବା ଆରମ୍ଭ କରେ। ଏଇ ଯେମିତି ଏଠାରେ ଉଲ୍ଲେଖ ହୋଇଥିବା…
ଗୋଟିଏ କିସ୍ରେ ଅମ୍ରିତା ସିଂଙ୍କୁ ପ୍ରେମ କରି ବସିଥିଲେ ଶୈଫ୍ ଅଲ୍ଲୀ ଖାଁ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମ୍ରିତା ସିଂ ରବିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରୁକ୍ସାନା ସୁଲତାନା ଏବଂ ପିତା ଶାବିନ୍ଦର ସିଂ ଥିଲେ। ବେତାବ ଫିଲ୍ମରେ ତାଙ୍କର ଅଭିନୟ…
ବରଗଡ଼ ଜିଲା ଚିଠି: ଡାକ୍ତର ଦରକାର
ସ୍ବାସ୍ଥ୍ୟସେବା ଏକ ମୌଳିକ ଅଧିକାର। ଜନତାଙ୍କ ପାଖକୁ ଏହି ସେବା ପହଞ୍ଚାଇବା କେବଳ ସରକାରଙ୍କ କର୍ତ୍ତବ୍ୟ, ତାହା ନୁହେଁ; ଏଥିପାଇଁ ସରକାରଙ୍କ ଦାୟିତ୍ୱବୋଧ ମଧ୍ୟ ରହିଛି। ମାତ୍ର ଅନେକସ୍ଥଳେ ଏହା ଲୋକଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ବରଗଡ଼ ଜିଲାରେ ବର୍ତ୍ତମାନ…
ଗୋଟିଏ ସମ୍ପ୍ରଦାୟକୁ ବିରିୟାନି ଖୁଆଇଥିଲା ଏଏପି: ପର୍ଭେଶ୍
ନୂଆଦିଲ୍ଲୀ,୯ା୨: ଭୋଟ ଦିନ ପୁଣି ଥରେ ଭାଜପାର ବିବାଦୀୟ ଏମ୍ପି ପର୍ଭେଶ ବର୍ମା ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି। ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଶାହିନବାଗ୍, ସିଲମପୁର ଓ ଜାମିଆ ମିଲିଆ ଅଞ୍ଚଳର ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଏଏପି ବିରିୟାନି ପରିବେଷଣର…
ଭଙ୍ଗା ଆମ୍ବୁଲାନ୍ସରେ ରୋଗୀ ସେବା
ଗୋପ, ୯ା୨(ଡିି.ଏନ୍.ଏ): ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଘଟିଛି। ଏପରି କି ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ଶୀଘ୍ର ନୂତନ…
ଆର୍ଜେଡି ବିଧାୟକଙ୍କ ବିରୋଧରେ ଚାର୍ଜଶିଟ୍
ଆରା,୯ା୨(ପି.ଟି.): ନାବାଳିକା ବଳାତ୍କାର ମାମଲାରେ ଫେରାର ଥିବା ଆର୍ଜେଡି ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ପୋଲିସ ଚାର୍ଜଶିଟ୍ ଦାଖଲ କରିଛି। ସନ୍ଦେଶ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଯାଦବଙ୍କ ବିରୋଧରେ ମାନବ ଚାଲାଣ, ଯୌନ ନିର୍ଯାତନା ସମେତ…
ମଧ୍ୟସ୍ଥତା ବାଧ୍ୟତାମୂଳକ ହେଉ: ସିଜେଆଇ
ନୂଆଦିଲ୍ଲୀ,୯ା୨(ପି.ଟି.): କୌଣସି ମକଦ୍ଦମା ଚଳାଇବା ପୂର୍ବରୁ ଏହାର ସମାଧାନ ମଧ୍ୟସ୍ଥତା ମାଧ୍ୟମରେ କରାଇବା ଆବଶ୍ୟକ। ଏଥିପାଇଁ ବିସ୍ତୃତ ଆଇନ ଆଣିବାର ସମୟ ଆସିଛି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏସ୍.ଏ. ବୋବ୍ଡେ ଶନିବାର କହିଛନ୍ତି। ଏହାଦ୍ୱାରା ତ୍ୱରିତ ନ୍ୟାୟ…
ଖଣ୍ଡଗିରି ଯାତ୍ରା: ନଗ୍ନନୃତ୍ୟ ବିରୋଧରେ ତେଜିଲା ସ୍ବର; ଥାନାରେ ଅଭିଯୋଗ କଲା ଓଡ଼ିଶା ନାରୀ ସଚେତନ ମଞ୍ଚ
ଭୁବନେଶ୍ୱର, ୯ା୨(ବ୍ୟୁରେ): ଖଣ୍ଡଗିରି ଯାତ୍ରାରେ ନଗ୍ନନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ମଞ୍ଚ ସଭାପତି ଡଲି ରଥଙ୍କ ନେତୃତ୍ୱରେ ଏକ ଦଳ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ସିପି ନ…
ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ
ଚଣ୍ଡିଗଡ଼,୯ା୨; ପଞ୍ଜାବର ତରନ୍ ତାରନ୍ ଜିଲା ଅନ୍ତର୍ଗତ ପହଓ୍ବିନ୍ଦ୍ ଗ୍ରାମରେ ଶନିବାର ଅନୁଷ୍ଠିତ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୯ ବ୍ୟକ୍ତି ଆହତ ହୋଇଛନ୍ତି। ନଗର ସଂକୀର୍ତ୍ତନ ବେଳେ ବାଣ ଫୁଟାଯିବାରୁ…
୨୦ ଜଣଙ୍କୁ ଗୁଳିକଲେ ସୈନ୍ୟ
ବ୍ୟାଙ୍କ୍କ,୯ା୨: ଥାଇଲାଣ୍ଡର ଜଣେ ସୈନ୍ୟ ଶନିବାର ମେଶିନ୍ ଗନ୍ରେ ନିରୀହ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି। ଉତ୍ତରପୂର୍ବ ଥାଇଲାଣ୍ଡର ନଖୋନ ରାଟଚାସିମାରେ ଏହି ଗୁଳିକାଣ୍ଡ ଘଟିଥିବା…
Archives


