ବାତିଲ ହୋଇାପାରେ ଚାଇନିଜ ଗ୍ରାଁ ପ୍ରି
ବାକୁ,୧୨।୨- ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରି ସମ୍ଭବତଃ ବାତିଲ ହୋଇପାରେ। ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଥିବାରୁ ଏଭଳି ସମ୍ଭବାନା ଉପଜିଥିବା ଫର୍ମୁଲା ଓ୍ବାନ ମୁଖ୍ୟ ଚେଜ କାରି ବୁଧବାର କହିଛନ୍ତି। ଭାଇରସ…
ପାକିସ୍ତାନରେ ୧ ଦିନିକିଆ, ୩ ଟି୨୦ ମ୍ୟାଚ୍ ଖେଳିବ ଏମ୍ସିସି
ଲଣ୍ଡନ,୧୨।୨(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମ୍ସିସି) ଆଗାମୀ ପାକିସ୍ତାନ ଗସ୍ତରେ ଗୋଟେ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିବ। ସମସ୍ତ ମ୍ୟାଚ୍ ଲାହୋରଠାରେ ଖେଳାଯିବ ବୋଲି ଏମ୍ସିସି ପକ୍ଷରୁ କୁହାଯାଇଛି। ଗଦାଫି ଷ୍ଟାଡିୟମରେ ଏମ୍ସିସି…
ଶୀର୍ଷ ସ୍ଥାନ ହରାଇଲେ ବୁମରା
ଦୁବାଇ,୧୨।୨- ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଯୋଗୁ ତାଙ୍କୁ ଆଇସିସି ଦିନିକିଆ ବୋଲରଙ୍କ ର଼୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ପ୍ରତ୍ୟେକ ମ୍ୟାଚ ଖେଳିଥିଲେ। ହେଲେ…
ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ବିଭିନ୍ନ ଜିଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ। ଘୋଷଣାନୁଯାୟୀ ସତ୍ୟନଗର ଯିଶୁଖ୍ରୀଷ୍ଟ ଏବଂ ମଦର…
କଳାହାଣ୍ଡି ସିଟିଜେନ୍ ଫୋରମ୍ ପକ୍ଷରୁ ଓୟୁଏଟି କୁଳପତିଙ୍କୁ ଦାବିପତ୍ର
ଭବାନୀପାଟଣା,୧୨।୨(ଡି.ଏନ୍.ଏ.): କଳାହାଣ୍ଡି ସିଟିଜେନ୍ ଫୋରମ୍ ପକ୍ଷରୁ ଓୟୁଏଟି ଭାଇସ୍ଚାନ୍ସେଲର ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଗ୍ରୱାଲଙ୍କୁ ଭେଟିଥିଲେ। ସିଟିଜେନ୍ ଫୋରମ ପକ୍ଷରୁ ଆଗାମୀ ଦିନରେ କୃଷକମାନଙ୍କର…
ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା: ଜେଲ ଗଲେ ଫେରାର ବି. ଟେକ୍ ଛାତ୍ର
ଦିଗପହଣ୍ଡି,୧୨।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଉକ୍ତ ଅଞ୍ଚଳର ବି.ଟେକ୍ ଛାତ୍ର ପ୍ରିୟବ୍ରତ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜେଜେମା’ ନାତିଙ୍କ ଜୀବନ ଗଲା
ଭଞ୍ଜନଗର,୧୨।୨(ଡି.ଏନ୍.ଏ.) : ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବିଦ୍ୟୁତ୍ ତାର ଲାଗି ବସ୍ ଅଘଟଣ ମନରୁ ନ ଲିଭୁଣୁ ପୁଣି କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ କୋକଳୁଣ୍ଡା…
କେଆର୍କେଙ୍କ ସର୍ଭେ: ଆସିମ୍ ଜିତିବେ ବିଗ୍ବସ୍ !
ବମ୍ବେ: ଆଉ ଚାରିଦିନ ପରେ ଶେଷ ହେବ ବିଗ୍ବସ୍ ସିଜିନ-୧୩। ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା। କିଏ ଜିତିବ ବିଗ୍ବସ ତାହା ବଡ଼ ପ୍ରଶ୍ନ। ଏସବୁ ମଧ୍ୟରେ ପ୍ରଶଂସକମାନେ ବିଭିନ୍ନ ସର୍ଭେ କରୁଛନ୍ତି। ନିଜର ମନପସନ୍ଦର…
ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ
ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ୍ କରିଥାଏ। ତେବେ ସବୁ ପ୍ରକାର ଛତୁ ଖିଆଯାଇ ନ ଥାଏ। କାରଣ ଏଥିରୁ…
‘ଅଂଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ମନକଥା କହିଲେ ଇର୍ଫାନ: କନ୍ଦାଇପାରେ କିଛି ସେକେଣ୍ଡର ବାର୍ତ୍ତା
ବମ୍ବେ: କ୍ୟାନ୍ସରରେ ପୀଡ଼ିତ ହେବା ପରେ ଏକରକମ ଫିଲ୍ମ ଜଗତଠାରୁ ଦୂରେଇ ଯାଇଛନ୍ତି ଅଭିନେତା ଇର୍ଫାନ ଖାଁ। ଚିକିତ୍ସା ଚାଲୁ ରହିଥିବାରୁ ସେ ଅଭିନୟକୁ ସମୟ ଦେଇପାରୁନାହାନ୍ତି। ହେଲେ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ର ଶୁଟିଂ…
ବିଗ୍ ବିଙ୍କୁ ଫିଲ୍ମରେ ନେବା ସହଜ ନୁହେଁ, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଥାନ୍ତି ନିର୍ଦ୍ଦେଶକ
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମ ସେ କରିଚାଲିଛନ୍ତି ସେ। କ୍ରେଜ୍ ପୂର୍ବଭଳି ରହିଛି। କେହି କେହି ତାଙ୍କୁ ବିଷୟବସ୍ତୁ ଭଲ…
ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍ଡ୍ରିଲ୍: ସାମିଲ ହେଲେ ୭ ଦେଶର ପ୍ରତିନିଧି
କୋଣାର୍କ,୧୨।୨(ଡି.ଏନ୍.ଏ.)- ବୁଧବାର ଏନ୍ଡିଆର୍ଏଫ୍ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍ଡିଆର୍ଏଫ୍ ଡିଜି ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା,…
Archives


