Home Left

ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ୍‌ କରିଥାଏ। ତେବେ ସବୁ ପ୍ରକାର ଛତୁ ଖିଆଯାଇ ନ ଥାଏ। କାରଣ ଏଥିରୁ…

‘ଅଂଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ମନକଥା କହିଲେ ଇର୍‌ଫାନ: କନ୍ଦାଇପାରେ କିଛି ସେକେଣ୍ଡର ବାର୍ତ୍ତା

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏକରକମ ଫିଲ୍ମ ଜଗତଠାରୁ ଦୂରେଇ ଯାଇଛନ୍ତି ଅଭିନେତା ଇର୍‌ଫାନ ଖାଁ। ଚିକିତ୍ସା ଚାଲୁ ରହିଥିବାରୁ ସେ ଅଭିନୟକୁ ସମୟ ଦେଇପାରୁନାହାନ୍ତି। ହେଲେ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ର ଶୁଟିଂ…

ବିଗ୍‌ ବିଙ୍କୁ ଫିଲ୍ମରେ ନେବା ସହଜ ନୁହେଁ, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଥାନ୍ତି ନିର୍ଦ୍ଦେଶକ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମ ସେ କରିଚାଲିଛନ୍ତି ସେ। କ୍ରେଜ୍‌ ପୂର୍ବଭଳି ରହିଛି। କେହି କେହି ତାଙ୍କୁ ବିଷୟବସ୍ତୁ ଭଲ…

ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌: ସାମିଲ ହେଲେ ୭ ଦେଶର ପ୍ରତିନିଧି

କୋଣାର୍କ,୧୨।୨(ଡି.ଏନ୍‌.ଏ.)- ବୁଧବାର ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା,…

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ମୁରଦାବାଦ ଜିଲାର କୁଆଣ୍ଢଲି…

ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ…

ହାଫିଜ୍‌ ସଇଦଙ୍କୁ ୫ ବର୍ଷ ଜେଲ

ଇସଲାମାବାଦ୍‌,୧୨।୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସଇଦଙ୍କୁ ପାକିସ୍ତାନର ଏକ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଫିଜ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ସହାୟତାରେ ପାଣ୍ଠି ଯୋଗାଣ ହେଉଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏଭଳି…

୧୦ ବର୍ଷ ତଳେ ଶାହାରୁଖ୍‌ କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଏଗୁଡ଼ିକୁ ମଧ୍ୟରୁ ଗୋଟିଏ ହେଲା ‘ ମାଇଁ ନେମ୍‌ ଇଜ୍‌ ଖାନ୍‌’।…

ସଚିନଙ୍କଠାରୁ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଖେଳାଳି, କହିଲେ ଏମିତି

ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି, ଜୀବନରେ ଯାହାକୁ ଅନୁସରଣ କରିଛି, ତାଙ୍କଠାରୁ ମୋ ପ୍ରଶଂସା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଛି।…

ବିନା ହ୍ୟାଣ୍ଡେଲ୍‌ ସାଇକେଲରେ ଦିଲ୍ଲୀ ପହଞ୍ଚିଲେ ହନୁମାନ ଭକ୍ତ: କେଜରିଓ୍ବାଲଙ୍କୁ ଦେବେ ଆଶୀର୍ବାଦ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିପୁଳ ବିଜୟ ହୋଇଛି। ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଶୀର୍ବାଦ ଦେବା ପାଇଁ ଜଣେ ହନୁମାନ ଭକ୍ତ ହରିୟାଣାରୁ ବିନା ହ୍ୟାଣ୍ଡେଲ୍‌ ସାଇକେଲରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ସେହି ବ୍ୟକ୍ତିଙ୍କୁ…

ବନ୍ଦ ଘରୁ ମିଳିଲା ୫ଜଣଙ୍କର ଗଳିତ ମୃତଦେହ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଭଜନପୁରା ଅଞ୍ଚଳରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବୁରାରି ଗଣଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଉତ୍ତର-ପୂର୍ବ ଦିଲ୍ଲୀ ଭଜନପୁରାର ଏକ ଘରୁ ୫ଜଣଙ୍କର ମୃତଦେହ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ଘର କିଛି…

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର ସିନିୟର ପେସର ଈଶାନ୍ତ ଶର୍ମା ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ସଫଳ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri