Home Left

କେଜରିଓ୍ବାଲ ନେବେ ଶପଥ: ରାମଲୀଳା ମଇଦାନରେ ୧୦ ଫୁଟ ଉଚ୍ଚ ମଞ୍ଚ

ନୂଆଦିଲ୍ଲୀ,୧୫।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେବେ। ଏଥିପାଇଁ ରାମଲୀଳା ମଇଦାନରେ ୨୦ ଫୁଟ ଲମ୍ବ,୧୦ ଫୁଟ ଉଚ୍ଚ ଏବଂ ୭୦ ଫୁଟ ଚୌଡ଼ାର ମଞ୍ଚ ନିର୍ମାଣ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ମଞ୍ଚ ନିକଟରେ ବହୁଗୁଡ଼ିଏ…

ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ନିୟମିତ ଭାବେ ବ୍ରସ ନ କରନ୍ତି ସେମାନଙ୍କ ମସ୍ତିଷ୍କରେ ଥିବା ଧମନିରେ ବ୍ଲକେଜ୍‌ ସମସ୍ୟା…

୨୦୨୪ ପୂର୍ବରୁ ପୁଣି ହେବ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ: ଉଦିତ୍‌ ରାଜ

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ଉଦିତ୍‌ ରାଜ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ପୂର୍ବରୁ ପୁଣି ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ ଘଟଣା ହେବାର ଆଶଙ୍କା ରହିଛି। ଏହି ଘଟଣାରେ କେବଳ ଯବାନ କାହିଁକି…

ଆସନ୍ତାକାଲି ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୬ରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଚଳିତ ବର୍ଷ ମୋଦିଙ୍କର ଏହା ପ୍ରଥମ କାଶୀ ଗସ୍ତ। ରବିବାର କାଶୀରେ ମୋଦି ଦେଢ଼ ହଜାର କୋଟିର ଟଙ୍କାର ୪୮ଯୋଜନାର ଶିଳାନ୍ୟାସ ଓ  ବିଭିନ୍ନ ପ୍ରକଳ୍ପର…

ପ୍ରେମରୁ ବିରହ: ପ୍ରେମ ସପ୍ତାହ ପରେ ପାଳିତ ହୋଇଥାଏ ଆଣ୍ଟି ଭାଲେଣ୍ଟାଇନ୍‌ ଓ୍ବିକ୍‌

ଦୁନିଆରେ କୌଣସି ଜିନିଷ ସ୍ଥାୟୀ ନୁହେଁ। ସଭିଙ୍କର ଶେଷ ବା ଅନ୍ତିମ ପର୍ଯ୍ୟାୟ ରହିଛି। ଏହା ପୃଥିବୀର ପ୍ରତିଟି ପ୍ରାକୃତିକ କାର୍ଯ୍ୟରେ ପରିଲକ୍ଷିତ ହୋଇଥାଏ। ଜୁଆର ପରେ ଭଟ୍ଟା ହିଁ ଆସିଥାଏ। ଏହାର ପ୍ରତିଫଳନ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ମଧ୍ୟ ଦୃଷ୍ଟି ଗୋଚର…

୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ ସହାୟତାରେ ଏଭଳି କରାଯାଇପାରିବ। ପରୀକ୍ଷାମୂଳକ ଭାବେ ଘୁଷୁରିର ହୃଦୟକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ…

ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ

ନୂଆଦିଲ୍ଲୀ: ବୟସ ବଢ଼ିବା ସହ ରୋଗ ଏବଂ ଦୁଃଖ ମଧ୍ୟ ବଢ଼ିଚାଲେ। ତେଣୁ ଗୋଡ଼ ହାତ ଚାଲି ସଂସାରରୁ ବିଦାୟ ନେବାକୁ ସମନ୍ତେ ଚାହାନ୍ତି। ହେଲେ ଜୀବନ ଉପରେ କାହାର ବା ଜୋର୍‌। ଯାହାର ଯେତିକି ଦିନ ଆୟୁଷ, ସେ ସେତିକି…

ଟି୨୦ ସିରିଜ୍‌ ବରାବର କଲା ଇଂଲଣ୍ଡ

ଡର୍ବାନ,୧୫।୨- ସ୍ଥାନୀୟ କିଙ୍ଗ୍ସମେଡ ଷ୍ଟାଡିୟମରେ ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ର ବରାବର ସ୍ଥିତିରେ ପହଞ୍ଚତ୍ଛି। ବିଜୟୀ ଦଳ ପାଇଁ ଅଲରାଉଣ୍ଡର…

ପୁରୁଣାକୁ ଅଣଦେଖା

ଚଳିତ ରେଳ ବଜେଟରେ ସମ୍ବଲପୁର ଜିଲାକୁ ମିଳିଥିବା ଅନୁଦାନ ଆଶାନୁରୂପକ ନୁହେଁ। ଦାବି ଓ ଆବଶ୍ୟକତାଠାରୁ କମ୍‌ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଛି। ହେଲେ ପୁରୁଣା ପ୍ରକଳ୍ପ…

ରେଳପଥ ଆଧୁନିକୀକରଣ ଯୋଗୁ ବାଧାପ୍ରାପ୍ତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ…

ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସମ୍ବେଦନଶୀଳ ବିଦ୍ୟୁତ୍‌ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସମ୍ପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ…

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ ବାସ କରୁଥିବା ନୋଆହ ବୁଇସ୍‌ଙ୍କ ଶୋଇବା ଘରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri