ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର
ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ ୨୦୧୧ ଆଇସିସି ବିଶ୍ୱକପ୍ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ। ବିଶ୍ୱକପ୍ ଜିତିବାପରେ…
ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା
କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍ ୨୮୮୮ ପରୀକ୍ଷା…
ଆମେରିକା ଗଟ୍ ଟ୍ୟାଲେଣ୍ଟ ଶୋ’ ଜିତିଲେ ମୁମ୍ବାଇର ଭି. ଅନ୍ବିଟେବୁଲ୍ ଡ୍ୟାନ୍ସ ଗ୍ରୁପ୍
ମୁମ୍ବାଇ: ଆମେରିକା ଗଟ୍ ଟ୍ୟାଲେଣ୍ଟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି ଅନେକ ନୃତ୍ୟଶିଳ୍ପୀ। ହେଲେ ଚଳିତ ଥର ସମସ୍ତଙ୍କୁ ଚକିତ କରି ମୁମ୍ବାଇର ଭି.ଅନ୍ବିଟେବୁଲ ଡ୍ୟାନ୍ସ ଗ୍ରୁପ୍ ଶୋ’ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଚାରିଆଡୁ…
ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ପୀଠ ପ୍ରସ୍ତୁତ
ପୁରୀ ଅଫିସ, ୧୮ା୨: ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏହା ଧୂମ୍ଧାମ୍ରେ ଅନୁଷ୍ଠିତ ହେବ। ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ। ତେଣୁ ପଙ୍କୋଦ୍ଧାର…
ସମ୍ପର୍କୀୟ ଭଉଣୀଙ୍କୁ ଉଠାଇ ନେଇ ବିବାହ କରିଥିଲେ ଏହି କ୍ରିକେଟର୍
ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଷ୍ଟାର କ୍ରିକେଟର ସହିଦ ଆଫ୍ରିଦି ନିକଟରେ ୫ମ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପୁଣିଥରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆଫ୍ରିଦିଙ୍କର ୪ଟି ଝିଅ ଥିଲେ। ଏବେ ତାଙ୍କ…
ଭିଜିଲାନ୍ସ ଜାଲରେ ଭେଡେନ ତହସିଲ ଅମିନ
ବରଗଡ଼ ଅଫିସ, ୧୮।୨- ବରଗଡ଼ ଜିଲା ଭେଡେନ ତହସିଲ ଅଫିସରେ କାର୍ଯ୍ୟରତ ଅମିନ ଲଲିତ ମେହେର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜମି ଚିହ୍ନଟ(ଡିମାରକେଶନ) ପାଇଁ ଅଛାଣ୍ଡପାଲି ଗ୍ରାମର କ୍ଷୀରସିନ୍ଧୁ ଡାଙ୍ଗଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
ପିଏମ୍ଜିଏସ୍ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦ୍ବେଗ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨(ପିଏମ୍ଜିଏସ୍ଓ୍ବାଇ)ରେ କେନ୍ଦ୍ର ସରକାର ୬୫୦ଟି ରାସ୍ତାର ଉନ୍ନତୀକରଣ ପାଇଁ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସେଥିରୁ ୯ଟି ରାସ୍ତାର କାର୍ଯ୍ୟ ଶେଷ ହୋଇଛି। ୬୨୭ଟି ରାସ୍ତାର କାର୍ଯ୍ୟ ଚାଲୁ ରହିଛି।…
ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ପ୍ରସଙ୍ଗ: କେସ୍ ସ୍ଥାନାନ୍ତର ପ୍ରତ୍ୟାହାର କରିବାକୁ ନରସିଂହଙ୍କ ଦାବି
ଭୁବନେଶ୍ୱର,୧୮।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ଯୋଗୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସମସ୍ତ କେସ୍ଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ଦ୍ୱାରା ଲୋକମୋନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦୂରଦୂରାନ୍ତକୁ ଯାଇ କେସ୍ ଲଢ଼ିବା ଲୋକଙ୍କ…
ଓଜନିଆ ଗାଉନ୍ ପିନ୍ଧି ଟ୍ରୋଲ୍ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା
ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା ବୋଲ୍ଡ ଲାଲ ରଙ୍ଗର ଏକ ଗାଉନ ପିନ୍ଧିଥିଲେ। ଏହା ଗାଉନ୍ ଏବେ ଚର୍ଚ୍ଚାରେ। କାରଣ…
ଜୁନ୍ରେ ରିଲିଜ୍ ହେବ ‘ବଣ୍ଟି ଔର ବବଲି ୨’
ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍ ୨୬ରେ ରିଲିଜ୍ ହେବ ବୋଲି ଜଣାପଡିଛି। ୟଶ ରାଜ ଫିଲ୍ମର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ…
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ
ହର୍ବାଲ୍ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍, କ୍ୟାଲସିୟମ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱରେ ଭରପୂର୍ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ।…
ଓଶାନେ ଥୋମାସଙ୍କ କାର ଦୁର୍ଘଟଣା
ଜାମାଇକା,୧୮।୨- ଓ୍ବେଷ୍ଟଇଣ୍ଡିଜ ପେସର ଓଶାନେ ଥୋମାସ ଗତ ରବିବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେଣ୍ଟ କାଥେରିନର ହାଇଓ୍ବେ ୨୦୦୦ରେ ଦୁର୍ଘଟଣା ଘଟିଛି, ଯେଉଁଥିରେ ତାଙ୍କ କାର ଓଲଟି ପଡ଼ିଛି। ଦୁର୍ଘଟଣା ପରେ ମଧ୍ୟ ଥୋମାସ ଚେତା ହରାଇ ନ ଥିଲେ।…
Archives


