Home Left

ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ ନିକଟରେ ଥିବା ଜମିଦାର ପ୍ୟାଲେସ। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ…

ଆଲିଆଙ୍କ ଷ୍ଟାଇଲ୍‌ କପି କରି ଟ୍ରୋଲ ହେଲେ ମାହିରା

ମୁମ୍ବାଇ: ‘ବିଗ୍‌ବସ୍‌-୧୩’ ସରିଯାଇଛି ସତ ମାତ୍ର ଏଥିରେ ଭାଗ ନେଇଥିବା ସେଲିବ୍ରିଟିଙ୍କ ଚର୍ଚ୍ଚା ଥମୁନି। ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି ପାରସ୍‌ ଛାବ୍ରାଙ୍କ ବାନ୍ଧବୀ ମାହିରା ଶର୍ମା। ‘ବିଗ୍‌ବସ୍‌’ ଫାଇନାଲ ରାଉଣ୍ଡ୍‌ରେ ମାହିରା ଏକ ବ୍ଲୁ କଲର ଡ୍ରେସ୍‌ ପିନ୍ଧି ଆସିଥିଲେ।…

ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା ସହ ରେଡିଓ ଜକି ଭାବେ ବେଶ ଜଣାଶୁଣା। ଯେଉଁ ଫିଲ୍ମରେ ସେ ଅଭିନୟ କରିଥାନ୍ତି…

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କଠାରୁ ଆରମ୍ଭ…

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ଏହାର ପ୍ରତିବାଦରେ ଗୁରୁବାର ବରଗଡ଼ ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଜିଲାପାଳ…

ଉପାଦେୟ ଗୁଣରେ ଭରପୂର ମୁଗ: ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଶରୀର ପାଇଁ ବେଶ୍‌ ଲାଭଦାୟକ। ସବୁଜ ରଙ୍ଗର ଏହି ଡାଲି ଶରୀରର ଓଜନ କମ୍‌ କରିବା ଠାରୁ ଆରମ୍ଭକରି ଡାଇବେଟିସ ପରି ରୋଗ ପାଇଁ ବହୁ ଉପକାରୀ। -ମୁଗରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୂର ମାତ୍ରାରେ…

ହେବନାହିଁ ଅଲଷ୍ଟାର ମ୍ୟାଚ୍‌

ମୁମ୍ବାଇ,୨୦।୨- ଆଗାମୀ ଆଇପିଏଲ ପୂର୍ବରୁ ଅଲଷ୍ଟାର ମ୍ୟାଚ୍‌ ଖେଳାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ହୋଇନାହିଁ। କିନ୍ତୁ ଫ୍ରାଞ୍ଚାଇଜମାନେ ଜଣାଇ ଦେଇଛନ୍ତି ମ୍ୟାଚ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଅତିକମ୍‌ରେ ୨୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ ପୂର୍ବରୁ…

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ କରିଥାନ୍ତି। ମାତ୍ର ରାଜସ୍ଥାନର ଟିକଲା ନାମକ ଏକ ଛୋଟିଆ ଗ୍ରାମ ରହିଛି ଯେଉଁଠାରେ କେହି…

ସକାଳେ ଜୁସ୍‌ ସନ୍ଧ୍ୟାରେ ସୁପ୍‌

ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି ରଖିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ପରିବେଷଣ କରୁଥିବା ଅସୀମା ଫିଟ୍‌ନେସ୍‌ ପାଇଁ…

ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ

ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଛନ୍ତି ପ୍ରଶଂସକ। ଦୁହେଁ ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ…

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ ଚାହାନ୍ତି ବୋଲି ପାରସ୍‌ କହିଥିଲେ। ପାରସଙ୍କ ଏପରି କଥା ଶୁଣି ଆକାଂକ୍ଷା ଲଗାତର ଟିପ୍ପଣୀ…

ସିଲ୍‌ ହେଲା ପଟିଆସ୍ଥିତ ବିଗ୍‌ ବଜାର ବିଲ୍ଡିଂ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପ୍ଲାନର ଉଲ୍ଲଂଘନ କରିବାକୁ ନେଇ ଗୁରୁବାର ପଟିଆସ୍ଥିତ ବିଗ୍‌ ବଜାର ବିଲ୍ଡିଂକୁ ସିଲ୍‌ କରାଯାଇଛି। ବିଏମ୍‌ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଶପିଂ ମଲ୍‌ ଥିବା ବିଲ୍ଡିଂ ସିଲ୍‌ ହୋଇଛି। ତେବେ ମଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri