ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ
ନୂଆଦିଲ୍ଲୀ,୨୦।୨: ଫାଶୀ ଦଣ୍ଡାଦେଶକୁ ଏଡେଇବାକୁ ଯାଇ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଗୋଟିଏ ପରେ ଗୋଟିଏ ଉପାୟ ଚିନ୍ତା କରୁଛନ୍ତି। ଏହି ମାମଲାର ଦୋଷୀ ବିନୟ ଶର୍ମା ପୁଣିଥରେ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଥର ସେ ତାଙ୍କ ମାନସିକ…
ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ
ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ସେ ନିଶ୍ଚିତ ସେନାବାହିନୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଏଭଳି ବିଶ୍ୱାସ ରଖି…
ପର୍ନ ଷ୍ଟାର ଜନି ସିନ୍ସଙ୍କ ନାଁରେ ଟ୍ରୋଲ୍ ହେଲା ଟିମ୍ ଇଣ୍ଡିଆ
ଓ୍ବେଲିଂଟନ, ୨୦।୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଓ୍ବେଲିଂଟନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍…
‘ହୁନର ହାଟ’ରେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ ବୁଲି ଯାଇଥିବା ଦେଖାଯାଇଛି। ସେଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତଶିଳ୍ପ କାରିଗରଙ୍କ…
ହଲିଉଡ୍ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!
ଓ୍ବାଶିଂଟନ: ହଲିଉଡ୍ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍ର ରିପୋର୍ଟ ଅନୁଯାୟୀ, ମିକେଲା ପର୍ନଷ୍ଟାରରୁ କୁଆଡେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏକ ସାକ୍ଷାତ୍କାରରେ ମିକେଲା…
ମା’କ୍ଷୀରରେ ଶିଶୁର ମସ୍ତିଷ୍କ ହୋଇଥାଏ ତୀବ୍ର
କୁହାଯାଏ, ମା’ କ୍ଷୀର ଅମୃତ ସମାନ। ଏହା ଶିଶୁକୁ ପୋଷଣ ଦେବା ସହ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ମା’ କ୍ଷୀର ପିଇଲେ ଶିଶୁର ମସ୍ତିଷ୍କ ତୀବ୍ର ହୋଇଥାଏ। କାଲିଫର୍ନିଆ ୟୁନିଭରସିଟିରେ…
ଧୋନୀଙ୍କୁ ଭିଡରୁ ରକ୍ଷା କଲେ ଏହି ମହିଳା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମୈଦାନରୁ ଦୂରେଇ ଥିଲେ ମଧ୍ୟ ଆଜି ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଏତେ ଅଧିକ ଯେ, ସେ ଯେଉଁଠାରେ ପହଞ୍ଚୁଛନ୍ତି ତାଙ୍କ ଝଲକ୍…
ଗୁନୀତଙ୍କ ବାୟୋପିକ୍ରେ ସୁରୈୟା
ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍ ଅଫ୍ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା । ଗୁନୀତ କମ୍ ବଜେଟର ବଡ ଫିଲ୍ମ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ…
ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍ ତିଆରି କଲେ ଭାଇ
ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ କୌଣସି ଭାଇ ସହଜରେ ହଜମ କରି ପାରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ। ଏବେ…
ଏମିତି ସହର, ଯେଉଁଠି ୫ ଦିନ ଡ୍ରେସ୍ ଧୋଇବା ମନା
ସାଧାରଣତଃ ଡ୍ରେସ୍ ୨ କିମ୍ବା ୩ଥର ଧୋଇବା ପରେ ତାହା ମଇଳା ହୋଇଯାଇଥାଏ। ଫଳରେ ତାକୁ ସଫା କରିବାକୁ ପଡେ। ପ୍ରତ୍ୟେକ ଦିନ ଡ୍ରେସ୍ ସଫା ହେବା ଏକ ସାଧାରଣ କଥା। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି…
ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି ନ ଥିବା ବେଳେ ଏବେବି ଏହା କେବେ କେବେ ଆଲୋଚନାର ପରିସରକୁ ଚାଲିଆସିଥାଏ। ଏବେ…
ପରୀକ୍ଷାର୍ଥୀଙ୍କୁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପରାମର୍ଶ ଦେଇ ପ୍ରିନ୍ସପାଲ୍ ଗିରଫ
ଲକ୍ଷ୍ନୌ,୨୦।୨: ଏବେ ଉତ୍ତରପ୍ରଦେଶ ସେକେଣ୍ଡାରୀ ଏଜୁକେଶନ ବୋର୍ଡ(ୟୁପିଏସ୍ଇବି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପରାମର୍ଶ ଦେଇଥିବା ଜଣେ ପ୍ରିନ୍ସପାଲ୍ଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାର ଗିରଫ…
Archives


